କ’ଣ ସତରେ ଶାପଗ୍ରସ୍ତ ରାମ ନଗରୀ ଅଯୋଧ୍ୟା ? ଅଯୋଧ୍ୟାବାସୀଙ୍କ ମୁହଁରେ ପୁଣି ଏହି ଲୋକକଥାକୁ ନେଇ କାହିଁକି ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ଏକ ଅନାବଶ୍ୟକ କଥା ଦେଖାଯାଇଥାଏ କି ଯେଉଁ ନିର୍ବାଚନ କ୍ଷେତ୍ରରେ କ୍ଷମତାଧାରୀ ପାର୍ଟି ନିର୍ବାଚନ ଜିତି ଥାଏ ସେଠାରେ ବିକାଶ କାର୍ଯ୍ୟ ହୋଇଥାଏ । ସେଠାରେ ସବୁକିଛି ପ୍ରାୟ ଠିକ୍‌ଠାକ୍…

‘ଭାରତରେ EVM ଏକ ବ୍ଲାକବକ୍ସ, କାହାକୁ ବି ଏହାର ଯାଞ୍ଚର ଅନୁମତି ନାହିଁ’, କାହିଁକି ଏପରି କହିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଇଭିଏମ୍ ପ୍ରସଙ୍ଗ ନେଇ ସରକାରଙ୍କୁ ଜୋରଦାର ଘେରିଥିଲେ । କିନ୍ତୁ ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ଏହି ପ୍ରସଙ୍ଗ ଯେପରି ଗାଏବ ହୋଇଯାଇଥିଲା । କିନ୍ତୁ ମଝିରେ ମଝିରେ…

ସ୍ୱାସ୍ଥ୍ୟ ଲାଗି ଅମୃତ ହୋଇଥାଏ ଈଶ୍ୱରଙ୍କ ପାଖରେ ଭୋଗ ଲାଗୁଥିବା ଏହି ପ୍ରସାଦ, ଜାଣନ୍ତୁ କ’ଣ ମିଳିଥାଏ ସ୍ୱାସ୍ଥ୍ୟଗତ ଲାଭ

ଓଡ଼ିଶା ଭାସ୍କର: ଯେତେବେଳେ ବି ଆପଣ ନିଜ ଘରେ କିମ୍ବା ମନ୍ଦିରରେ ପୂଜା ପାଠ କରିଥାନ୍ତିସେତେବେଳେ ଆପଣ ପ୍ରସାଦ ରୂପରେ ପଞ୍ଚାମୃତ ନିଶ୍ଚୟ ଗ୍ରହଣ କରିଥିବେ । ଏହି ପଞ୍ଚାମୃତ ପ୍ରସ୍ତୁତ କରିବା ବହୁତ ସହଜ । ପାଞ୍ଚ…

ଏହି ସିଙ୍ଗରଙ୍କ ଗୀତରେ ୪ କିଲୋମିଟର ପର୍ଯ୍ୟନ୍ତ ଥରି ଉଠିଲା ପୃଥିବୀ, ସମସ୍ତେ ଚକିତ

ଓଡ଼ିଶା ଭାସ୍କର: ଆମେରିକାର ସିଙ୍ଗର ଟେଲର ସ୍ୱିଫ୍ଟ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗରେ ଏକ ଲାଇଭ୍ ପରଫର୍ମାନ୍ସ ଦେଇଥିଲେ । ତାଙ୍କ ସିଙ୍ଗିଙ୍ଗ୍ କନସର୍ଟରେ ଫ୍ୟାନ୍ସ ଏପରି ନାଚିଲେ ଝୁମିଲେ ଯେ, ପୃଥିବୀ ଦୋହଲିଗଲା ।…

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଶନିବାର ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଏହାପରେ ତାଙ୍କୁ ପାଟନାର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ…

ବିଜେପି ନେତା ଇନ୍ଦିରା ଗାନ୍ଧୀଙ୍କୁ କହିଲେ ‘ମଦର ଅଫ୍ ଇଣ୍ଡିଆ’, କଂଗ୍ରେସର ଏହି ନେତାଙ୍କୁ କହିଲେ ନିଜ ରାଜନୈତିକ ଗୁରୁ

ତ୍ରିଶୁର: କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍ ଇଣ୍ଡିଆ’ ଓ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ କେ. କରୁଣାକରନଙ୍କୁ ସାହାସୀ ପ୍ରଶାସକ…

(Video)ନଦୀରେ ଖସିଲା ଯାତ୍ରୀବାହୀ ଗାଡି, ୧୦ରୁ ଅଧିକ ଯାତ୍ରୀ ମୃତ ଆଶଙ୍କା

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡରେ ରୁଦ୍ରପ୍ରୟାଗ ନିକଟ ରେଙ୍ଗତୋଲୀରେ ବଦ୍ରୀନାଥ ହାଇୱେରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡି ଅଳକାନନ୍ଦା ନଦୀରେ ଖସି ପଡିଛି । ଏହି ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଓ ୭ ଯାତ୍ରୀ…

ସ୍ପେଶାଲ ପାନରୁ ମିଳିବ ବହୁ ସ୍ୱାସ୍ଥ୍ୟଗତ ଫାଇଦା, ପ୍ରତିଦିନ ଏହି ସମୟରେ ଖାଆନ୍ତୁ

ଓଡ଼ିଶା ଭାସ୍କର: ଆମ ଦେଶରେ ଭୋଜନ ପରେ ବହୁ ଲୋକ ପାନ ଖାଇଥାନ୍ତି । ପାନ ଖାଇ ରଜମଉଜ ବନାଇବାର ମଧ୍ୟ ସ୍ୱତନ୍ତ୍ର ପରମ୍ପରା ରହିଛି । କୁହାଯାଏ ପାନ ଖାଇବା ଦ୍ୱାରା ଆମ ପାଚନତନ୍ତ୍ର ଭଲ ଭାବରେ କାମ କରିିଥାଏ । ଏହା…

ଛତିଶଗଡରେ ଏନକାଉଣ୍ଟର, ୮ ନକ୍ସଲ ନିପାତ

ଭୁବନେଶ୍ୱର: ଛତିଶଗଡରେ ଏନକାଉଣ୍ଟରରେ ୮ ମାଓବାଦୀ ନିପାତ ହୋଇଛନ୍ତି । ବିଜାପୁର ଜିଲ୍ଲାର ଆବୁଝମା ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ଆବୁଝମା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ ।…

ମୋଦୀଙ୍କ ନିମନ୍ତ୍ରଣରେ ଭାରତ ଆସିବେ କି ପୋପ୍ ଫ୍ରାନ୍ସିସ ? ପୋପ୍‌ଙ୍କ ଗସ୍ତ ଆମ ଦେଶ ଲାଗି କେତେ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଜି ୭ ସମ୍ମିଳନୀରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିଛନ୍ତି । ଏହି କ୍ରମରେ ସେ ପୋପ୍‌ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଆଶା କରାଯାଉଛି କି ଏଥର ପୋପ୍ ଫ୍ରାନ୍ସିସ…