fbpx

ଲିବିୟା ଦେଖିଲା ଶତାବ୍ଦୀର ଭୟଙ୍କର ବିନାଶକାରୀ ବନ୍ୟା, ମୃତ୍ୟୁସଂଖ୍ୟା ୨୦,୦୦୦ ଟପିଥିବା ବେଳେ ସମୁଦ୍ରରେ ଭାସୁଛି କୁଢ କୁଢ ଶବ

ନୂଆଦିଲ୍ଲୀ:ଲିବିୟାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ତୋଫାନ ଡାନିଏଲ କାରଣରୁ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା । ଏହା ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ଏହି ବିପର୍ଯ୍ୟୟରେ…

ରାତିରେ ଶୋଇଥିବା ସମୟରେ ଭାଙ୍ଗିପଡିଲା ଛାତ, ୩ ଶିଶୁଙ୍କ ସହ ଗୋଟିଏ ପରିବାରର ୫ ମୃତ

ଲକ୍ଷ୍ନୌ: ଆଜି ଅର୍ଥାତ୍ ଶନିବାର ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ରେଲୱେ କଲୋନୀରେ ଛାତ ଖସିପଡିବାରୁ ୩ ଜଣ ଶିଶୁଙ୍କ ସହିତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ…

ହେଲମେଟ୍ ନ ପିନ୍ଧିଲେ ଆଉ ତ୍ରାହି ନାହିଁ, ନିୟମ ଉଲଙ୍ଘନ଼କାରୀଙ୍କ ଫଟୋ ଉଠାଇ ପଠାଇବେ ଜନସାଧାରଣ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି । ସରକାର ଏଥିରେ ନିୟନ୍ତ୍ରଣ ଆଣିବା ଲାଗି ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କ ଲାଗି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି…

ସନି ଲିଓନି, ଟାଇଗର ଶ୍ରଫଙ୍କ ସହିତ ବଲିଉଡର ବହୁ କଳାକାରଙ୍କୁ ନୋଟିସ ପଠାଇବ ଇଡି, ୨୦୦ କୋଟିର ବିବାହରେ ନାଚି ଗାଇ ଧୁମ୍ ମଚାଇଥିଲେ

ନୂଆଦିଲ୍ଲୀ: ବେଟିଂ ଆପ୍ ମହାଦେବର ପ୍ରମୋଟର ସୌରଭ ଚନ୍ଦ୍ରାକର ମାମଲାରେ କାର୍ଯ୍ୟାନୁଷ୍ଠାନ ବଢି ଚାଲିଛି । ଏବେ କେନ୍ଦ୍ରୀୟ ସଂସ୍ଥା ସେହି ବଲିଉଡ୍ କଳାକାରଙ୍କୁ ପଚରାଉଚରା କରିବାକୁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ…

ଆସିଲା ବିଏସଏନଏଲର ଦମଦାର ପ୍ଲାନ, ସବୁଠାରୁ ଅଧିକ ଡେଲି ଡାଟା, ଭାଲିଡିଟିରେ ଜିଓ ଓ ଏୟାରଟେଲ ଠାରୁ ଆଗରେ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ୟୁଜର୍ସଙ୍କୁ ବହୁ ବଢିଆ ପ୍ଲାନ ଅଫର କରୁଛି । କମ୍ପାନୀର କିଛି ପ୍ଲାନ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆକୁ ବି ଟକ୍କର ଦେଉଛି । ବିଏସଏନଏଲର ୨୯୯ ଟଙ୍କା…

ବର ଯୌତୁକ ମାଗିବାରୁ ଭାଙ୍ଗିଦେଲେ ବାହାଘର, ମାଉଣ୍ଟ ଏଭରେଷ୍ଟ ଉପରେ ଚଢି ଉଠାଇଲେ ବିରୋଧରେ ସ୍ୱର

ନୂଆଦିଲ୍ଲୀ: ଯୌତୁକ ନେବା ଓ ଦେବା ଉଭୟ ଅପରାଧ ହୋଇଥିଲେ ମଧ୍ୟ ଏବେ ବି ଏହି ଘୃଣ୍ୟ ପ୍ରଥାର ବିଲୋପ ଘଟୁନାହିଁ । ପ୍ରତି ବର୍ଷ ଏହି ପ୍ରଥା କାରଣରୁ ବହୁ ସଂଖ୍ୟାରେ ମହିଳା ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ପ୍ରଥାର…

କେଉଁଆଡେ ଗାଏବ ହୋଇଯାଇଛନ୍ତି ଏହି ଦେଶର ପ୍ରତିରକ୍ଷା ମନ୍ତ୍ରୀ, ସଭାରୁ ଟାଣି ଆଣି କାଢି ଦିଆଯାଇଥିଲା

ନୂଆଦିଲ୍ଲୀ:ପଡୋଶୀ ଦେଶ ଚୀନରେ ଏବେ କିଛି ଠିକ୍ ଠାକ୍ ଚାଲୁ ନାହିଁ । ଦେଶରେ ବେକାରୀ ସଂଖ୍ୟା ବଢୁଥିବା ବେଳେ ଆର୍ଥିକ ସଂକଟର ଆଶଙ୍କା ବି ବଢିଯାଇଛି । ଏହାରି ମଧ୍ୟରେ ପାକିସ୍ତାନର ରାଜନୀତି ବି ଉଠୁଛି ପଡୁଛି । ବିଦେଶ…

ଗୋଟିଏ ଦିନରେ ୭ ଜଣ ଅଲଗା ଅଲଗା ଯୁବତୀଙ୍କୁ କଲେ ବିବାହ, ଟାର୍ଗେଟ୍ ରହିଛି ଶହେ ସନ୍ତାନ

କାମ୍ପାଲା: ଉଗାଣ୍ଡାରେ ରହୁଥିବା ଜଣେ ବ୍ୟକ୍ତି ଗୋଟିଏ ଦିନରେ ୭ ଜଣ ଅଲଗା ଅଲଗା ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ଯୁବତୀଙ୍କ ମଧ୍ୟରେ ଦୁଇଜଣ ଭଉଣୀ ବି ଅଛନ୍ତି । ଉଗାଣ୍ଡାର ପ୍ରସିଦ୍ଧ ପାରମ୍ପାରିକ ଚିକିତ୍ସକ ହବିବ…

ପିଏମ୍ ବିଶ୍ୱକର୍ମା ଯୋଜନାରେ ରହିଛି ଅନେକ ଫାଇଦା, ୧୫,୦୦୦ଟଙ୍କା ସହାୟତା, ଶସ୍ତାରେ ଋଣ ଆହୁରି ଅନେକ କିଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶର ପାରମ୍ପାରିକ କାରିଗର ଓ ଶିଳ୍ପୀମାନଙ୍କ ଲାଗି ପିଏମ୍ ବିଶ୍ୱକର୍ମାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଯୋଜନା…

ସବୁ ଜିଲ୍ଲାକୁ ବ୍ୟାପୁଛି ସ୍କ୍ରବ ଟାଇଫସ୍, ୧୦ ଦିନ ଭିତରେ ଜ୍ୱର ଭଲ ନ ହୋଇ ଜଟିଳ ହେଲେ ମୃତ୍ୟୁ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ ଟାଇଫସ୍ ରୋଗ ଏବେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଦିନକୁ ଦିନ ଏହି ରୋଗ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ବିଶେଷକରି ସୁନ୍ଦରଗଡରେ ଏହି ରୋଗ ଆତଙ୍କ ଖେଳାଇ ଦେଇଛି…