fbpx

ଗୋଟେ ପଟେ ଜି୨୦ ଜରିଆରେ ବିଶ୍ୱ ଦେଖୁଛି ଭାରତର ଶକ୍ତି, ଅନ୍ୟପଟେ ପାକିସ୍ତାନରେ ବଢୁଛି ଭାରତ ସହ ସାମିଲ ହେବାକୁ ଦାବୀ

ନୂଆଦିଲ୍ଲୀ:ପାକିସ୍ତାନ ସହ ଆଉ ରହିବାକୁ ଚାହୁଁ ନାହାନ୍ତି ଗିଲଗିଟ୍ ବାଲଟିସ୍ତାନର ଜନତା । ସେମାନଙ୍କ ଅଭିଯୋଗ ପାକିସ୍ତାନ ସେମାନଙ୍କ ଜୀବନକୁ ନର୍କରେ ପରିଣତ କରିଦେଇଛି । ସେମାନଙ୍କ ପାଖରେ ରୋଜଗାରର କୌଣସି ମାଧ୍ୟମ…

ଟ୍ରେନରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା କମାଇବାକୁ ରେଲୱେର ନୂଆ ପ୍ରୟାସ, ଧୂଆଁ ଉଠିିବା ମାତ୍ରକେ ସ୍ୱତଃ ଆରମ୍ଭ ହୋଇଯିବ ପାଣି ସିଞ୍ଚନ

ଗୋରଖପୁର: ଦେଶରେ ଟ୍ରେନ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ଜୀବନର ସୁରକ୍ଷା ଲାଗି ଭିନ୍ନ ଭିନ୍ନ ନୂଆ କୌଶଳମାନ ପ୍ରୟୋଗ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ଟ୍ରେନ ବଗିଗୁଡିକୁ…

୬୩୨ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା, ଜାତିସଂଘ କହିଲା ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଥିଲା ଆଫ୍ରିକାରେ ସବୁଠାରୁ ବଡ ଭୂକମ୍ପ

ନୂଆଦିଲ୍ଲୀ: ମରକ୍କୋରେ ଶୁକ୍ରବାର ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୬୩୨ରେ ପହଞ୍ଚିଲାଣି । ଏହା ସହିତ ୩୨୯ ଜଣ ଆହତ ହୋଇଥିବା ବେଳେ ୫୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏଠାରେ ସୂଚାଇ…

ଏଆଇ ଦୁନିଆରେ ନିଜର ସ୍ଥିତିକୁ ଜାହିର କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌, ମୁକେଶ ଅମ୍ବାନୀ କଲେ ଆମରିକାର ଏହି କମ୍ପାନୀ ସହ ଏକ ବଡ ଡିଲ୍

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍‌ର ୪୬ ତମ ବାର୍ଷିକ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଡେଲକୁ ନେଇ ବଡ ଦାବୀ କରିଥିଲେ । ଏବେ ଏଆଇ ଦୁନିଆରେ…

ଜି୨୦ ହେଲା ଜି୨୧, ସମସ୍ତଙ୍କୁ ନେଇ ଚାଲିବାର ସମୟ ଆସିଯାଇଛି କହି ଏହି ନୂତନ ରାଷ୍ଟ୍ରକୁ ସ୍ଥାୟୀ ସଦସ୍ୟ ଭାବରେ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପରେ ସାରା ବିଶ୍ୱର ମହାଶକ୍ତିଙ୍କ ମହାମନ୍ଥନ ଆରମ୍ଭ ହୋଇଯାଇଛି । ସ୍ୱାଗତ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହା…

ଏଲ୍‌ପିଜି ସିଲିଣ୍ଡର ପରେ ଏବେ କମିବ ପେଟ୍ରୋଲ ଓ ଡିଜେଲ ଦାମ୍‌, ଜାଣନ୍ତୁ କେତେ କମିବ ଓ କେବେ ହେବ ଘୋଷଣା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତର ଜନତା ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଆଗାମୀ କିଛି ମାସ ଭିତରେ ବହୁ ରାଜ୍ୟର ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ସରକାର…

ପ୍ରେମିକାଙ୍କ ପସନ୍ଦରେ ମଗାଇଥିଲେ ମସରୁମ ସୁପ୍ , କିନ୍ତୁ ଖାଇବା ସମୟରେ ସେଥିରୁ ଯାହା ବାହାରିଲା ଜାଣିଲେ ଆପଣଙ୍କର ବି ହୋସ୍ ଉଡିଯିବ

ନୂଆଦିଲ୍ଲୀ: ଆପଣଙ୍କର ଯଦି କିଛି ମନ ପସନ୍ଦର ଖାଦ୍ୟ ଖାଇବାକୁ ଇଚ୍ଛା ହେଲା ତେବେ ଆପଣ ତାହା ନିଶ୍ଚୟ କୌଣସି ଏକ ଭଲ ରେଷ୍ଟୁରାଣ୍ଟରୁ ଅର୍ଡର କରିବେ । ଏବେ ତ ବହୁ ଡେଲିଭରୀ କମ୍ପାନୀ ଆପଣଙ୍କ ପସନ୍ଦର ଖାଦ୍ୟ ବହୁ ଶୀଘ୍ର…

ଜି-୨୦ ଅତିଥିଙ୍କ ୱାଲେଟକୁ ଯିବ ୧୦୦୦ଟଙ୍କା, UPIର ଉପଯୋଗ କରି ଷ୍ଟଲରୁ କିଣିବେ ଭାରତୀୟ ସାମଗ୍ରୀ

ନୂଆଦିଲ୍ଲୀ:  ଜି୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ବିଶ୍ୱ ନେତାମାନଙ୍କର ଦିଲ୍ଲୀକୁ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ଅତିଥି ଦିଲ୍ଲୀରେ ପହଞ୍ଚିଯିବେ । ସମସ୍ତ…

ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିକୁ ରାହୁଲ ଗାନ୍ଧୀ କଲେ ସମର୍ଥନ, କହିଲେ ମୋତେ ଲାଗୁଛି ସବୁ ବିରୋଧୀ ନେତା ବି ସହମତ ହେବେ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବେ ୟୁରୋପ ଗସ୍ତରେ ଅଛନ୍ତି । ଏହି କ୍ରମରେ ବେଲଜିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବା ସମୟରେ ରାହୁଲ ମୋଦୀ ସରକାରଙ୍କ ଏକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି…

ଖୁବ୍ କମ୍ ଦିନ ଭିତରେ ଆସିଯିବ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି, ବିଳମ୍ବ ନ କରି ଅନଲାଇନରେ ଭରି ଦିଅନ୍ତୁ ଏହିସବୁ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୫ ତମ କିସ୍ତି ନଭେମ୍ବର କିମ୍ବା ଡିସେମ୍ବରରେ ପ୍ରଦାନ କରିପାରନ୍ତି । ଯୋଜନା ଜରିଆରେ କୃଷକଙ୍କୁ ପ୍ରତି ବର୍ଷ ୩ଟି କିସ୍ତିରେ ୬,୦୦୦ ଟଙ୍କା…