fbpx

ଏଫଆଇଆରର ସବୁ ଦିଗକୁ ବିଚାର କରି ଅଦାଲତ ରାୟ ଶୁଣାଇବା ଉଚିତ: ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ କୌଣସି ଘଟଣା ଘଟିବା ପରେ ଯଦି ଏଫଆଇଆର ଦାଖଲ କରିବାରେ ବିଳମ୍ବ ହୋଇଥାଏ , ଘଟଣା ସମ୍ପର୍କରେ କୌଣସି ସଠିକ ସୂଚନା ନ ଥାଏ, କିମ୍ବା ଅଭିଯୋଗ କରିଥିବା ପକ୍ଷ ଘଟଣାକୁ ମିଛ…

ଭାରତରେ ଡିଜିଟାଲ ବିପ୍ଳବ ୪୭ ବର୍ଷର କାମକୁ ମାତ୍ର ୬ ବର୍ଷରେ ସଂପନ୍ନ କରିପାରିଛି, ବିଶ୍ୱବ୍ୟାଙ୍କ ଏପରି ରିପୋର୍ଟ ଦେବା ସହ ମୋଦୀ ସରକାରଙ୍କୁ…

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଥିବା ଡିଜିଟାଲ ବିପ୍ଳବ ୪୭ ବର୍ଷର କାମକୁ ମାତ୍ର ୬ ବର୍ଷରେ ସଂପନ୍ନ କରିପାରିଛି । ଜନଧନ ବ୍ୟାଙ୍କ ଖାତା, ଆଧାର ଓ ମୋବାଇଲ ଫୋନ୍ ପରି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବିନା ଭାରତର ୮୦…

ଜିନ୍ନା ଚାହୁଁ ନ ଥିଲେ ଆମ ଦେଶର ନାମ ‘ଇଣ୍ଡିଆ’ ରହୁ ବୋଲି, ତେବେ ସେ କ’ଣ ଚାହୁଁଥିଲେ ଓ କାହିଁକି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଇଣ୍ଡିଆ କି ଭାରତ ଆମ ଦେଶର ନାମ କ’ଣ ହେବା ଉଚିତ ? ଏହି ପ୍ରଶ୍ନକୁ ନେଇ କିଛିଦିନ ହେବ ସାରା ଦେଶରେ ପରିସି୍ଥତି ବେଶ୍ ଉଷ୍ମ ରହିଛି । ବହୁ ଲୋକ ଆମ ଦେଶର ନାମ ଭାରତ ରଖାଯିବା ପକ୍ଷରେ ଅଛନ୍ତି କାରଣ ଇଣ୍ଡିଆ…

ଜନ୍ମାଷ୍ଟମୀ ଅବସରରେ ପାଳନ ହୋଇଥିବା ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ  ଦଳାଚକଟାରେ ୧୯୫  ଆହତ, ଅନେକ ଗୁରୁତର

ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଜନ୍ମାଷ୍ଟମୀ ଅବସରରେ ଏଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ଅନେକ ସ୍ଥାନରେ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ମୋଟ ଉପରେ…

ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ନଜର ଆସିଲେ କ୍ୟାପଟେନ କୁଲ୍‌, ଲଗାଇଲେ ଜୋରଦାର ସଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଯାହା ବି କଲେ ଶୀଘ୍ର ଚର୍ଚ୍ଚାକୁ ଆସିଯାଆନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତର ଏହି କଥା ଉପରେ ନଜର ରଖିଥାନ୍ତି କି ଧୋନୀ କେଉଁଠାରେ…

ମାଂସ ଖାଇବା ଦ୍ୱାରା ଜଳବାୟୁ ଓ ପରିବେଶ ଉପରେ ପଡୁଛି ଗଭୀର ପ୍ରଭାବ, ଜଳବାୟୁ ବିଶେଷଜ୍ଞ ରଖିିଲେ ଚକିତ କରିଦେବା ଭଳି ତଥ୍ୟ

ନୂଆଦିଲ୍ଲୀ: ମାଂସ ଖାଇବା ଦ୍ୱାରା ପରିବେଶ ତଥା ଜଳବାୟୁକୁ ବିଶେଷ କ୍ଷତି ପହଞ୍ଚିଥାଏ କି? ଏହିପରି କିଛି ପ୍ରଶ୍ନକୁ ନେଇ ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି । କାରଣ ଦିନକୁ ଯେପରି ଭାବରେ ଜଳବାୟୁ…

ବଢିଗଲା ୩ ମାସ ସମୟ, ମାଗଣାରେ କରିଦିଅନ୍ତୁ ଏହି କାମ

ନୂଆଦିଲ୍ଲୀ: ସମସ୍ତ ଭାରତୀୟଙ୍କ ଲାଗି ଖୁସି ଖବର । ସରକାର ଆଧାର କାର୍ଡ ତଥ୍ୟ ଅପଡେଟ୍ କରାଇବାର ଶେଷ ତାରିଖକୁ ଆହୁରି ୩ ମାସ ବଢାଇ ଦେଇଛନ୍ତି । ପୂର୍ବରୁ ଏହି ଲାଷ୍ଟ ଡେଟ୍ ୧୪ ସେପ୍ଟେମ୍ବର ଥିଲା । କିନ୍ତୁ ଏବେ ୟୁନିକ…

ଏଣିକି ଟ୍ରେନରେ ଭିଆଇପି କୋଟା ପାଇବା ଆଉ ସହଜ ହେବ ନାହିଁ, ଧୋକାଦାରୀ ରୋକିବାକୁ ରେଳ ବିଭାଗର କଡା ପଦକ୍ଷେପ

ନୂଆଦିଲ୍ଲୀ:ଦେଶରେ ଗଣେଶ ଚତୁର୍ଥୀ ଠାରୁ ପାର୍ବଣ ଋତୁର ଆରମ୍ଭ ହୋଇଥାଏ । ଏପରି ସ୍ଥିତିରେ ଟ୍ରେନରେ ଯାତ୍ରୀଙ୍କ ଭିଡ ମଧ୍ୟ ବଢିବାର ସମ୍ଭାବନା ରହିଛି । ଟ୍ରେନରେ ଯାତ୍ରା କରିବାକୁ ଯାଉଥିବା ଲୋକମାନଙ୍କୁ କିପରି କନଫର୍ମ…

ଏଣିକି ସରକାରୀ କାଗଜପତ୍ରରେ ବି ଇଣ୍ଡିଆ ବଦଳରେ ଦେଖିବାକୁ ମିଳିବ ‘ଭାରତ’, କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଖୁଲାସା

ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୋଦୀ ସରକାର ଇଣ୍ଡିଆ ନାମକୁ ହଟାଇ କେବଳ ଭାରତ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କେନ୍ଦ୍ର…

ଗୁରୁଦିବସରେ ଗୁରୁ-ଶିଷ୍ୟ ସଂପର୍କକୁ କଳଙ୍କିତ କଲେ ପ୍ରଫେସର, ଛାତ୍ରୀଙ୍କୁ ମାଗିଲେ ଏମିତି ଦକ୍ଷିଣା ଯେ ଥାନାକୁ ଗଲା ମାମଲା

ଧାନବାଦ: ଧାନବାଦରେ ଶିକ୍ଷକ ଦିବସରେ ଏପରି ଏକ ଘଟଣା ଘଟିଯାଇଛି ଯାହାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଏହି ଘଟଣା ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ପବିତ୍ର ସଂପର୍କକୁ କଳୁଷିତ କରିଦେଇଛି । ଏହି ମାମଲାରେ ଜଣେ…