‘ଆମେରିକା ଇତିହାସରେ ଏତେ ବଡ ମୁର୍ଖ ମୁଁ ଦେଖି ନ ଥିଲି’, ପୂର୍ବତନ ରାଷ୍ଟ୍ରପତି ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ କଲେ ଏପରି ଆକ୍ଷେପ

ୱାଶିଂଟନ୍‌:ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ ଥମିବାର ନାଁ ଧରୁନାହିଁ । ପର୍ଣ୍ଣ ଷ୍ଟାର ସହ ଅବୈଧ ସଂପର୍କକୁ ନେଇ କୋର୍ଟରେ…

ଅସୀ ଘାଟରେ ପୂଜା, କାଳ ଭୈରବଙ୍କ ଆଶୀର୍ବାଦ ନେବା ପରେ ୧୪ ରେ ନାମାଙ୍କନ ଭରିବେ ମୋଦୀ; ବାରାଣସୀ ଲାଗି ବିଜେପିର ମେଗା ପ୍ଲାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାରାଣସୀ ଲୋକସଭା ଆସନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୪ ତାରିଖରେ ନାମାଙ୍କନ ଭରିବେ । ଏହି ସମୟରେ ଏନଡିଏର ବହୁ ନେତା ବି ଉପସ୍ଥିତ ରହିବେ । ତେବେ ଏହା ପୂର୍ବରୁ…

ଆସିଲା ଜିଓର ସବୁଠାରୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍‌, ମିଳିବ ଅନଲିମିଟେଡ୍ ୫ଜି ଡାଟା

ଓଡ଼ିଶା ଭାସ୍କର: ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ ପ୍ରକାର ପ୍ଲାନର ଅପ୍ସନ ମିଳିଥାଏ । କମ୍ପାନୀ ପ୍ରିପେଡ୍ ଓ ପୋଷ୍ଟପେଡ୍ ଦୁଇ ପ୍ରକାର ପ୍ଲାନସ୍ ପ୍ରଦାନ କରିଥାଏ । ଯଦି ଆପଣ ଏକ ଶସ୍ତା ପୋଷ୍ଟପେଡ୍ ପ୍ଲାନ…

(Video)ପାଣିରେ ପହଁରୁଥିବା ବେଳେ ଆନାକୋଣ୍ଡା ସହ ହୋଇଗଲା ସାମ୍ନାସାମ୍ନି, ଫଟୋଗ୍ରାଫର ସେୟାର କଲେ ଭୟଙ୍କର ଭିଡିଓ

ଓଡ଼ିଶା ଭାସ୍କର: ଦୁନିଆର ସବୁଠାରୁ ଭୟଙ୍କର ଓ ବିଶାଳ ସାପ ହେଉଛି ଆନାକୋଣ୍ଡା ଯାହାକୁ ଆମେ ଫିଲ୍ମରେ ହିଁ ଦେଖିଛୁ । ଏହା ଯେତିକି ବିଶାଳ ହୋଇଥାଏ ସେତିକି ହିଁ ଘାତକ ହୋଇଥାଏ । ତେବେ ବ୍ରାଜିଲରେ ଜଣେ ବ୍ୟକ୍ତି…

Big breaking:ଭାରସାମ୍ୟ ହରାଇ ଓଲଟିଲା ପୋଲିଂ ପାର୍ଟି ବସ୍‌

ଭୁବନେଶ୍ୱର: ଦିଗପହଣ୍ଡିରେ ଏକ ମିନିବସ୍ ଓଲଟି ପଡିବା ଫଳରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇଯାଉଥିବା ବେଳେ ଏହି ମିନିବସ୍‌ଟି ଓଲଟି ପଡିଛି । ଫଳରେ ଏଥିରେ ଥିବା ପୋଲିଂ…

ମୀନ ରାଶିରେ ରାହୁ, ଆଗାମୀ ୩୭୬ ଦିନ ଏହି ସମସ୍ତ ରାଶିଙ୍କର ଲାଭ ହିଁ ଲାଭ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ମାୟାବୀ ଓ ଉଗ୍ର ଗ୍ରହ ବୋଲି ମନେ କରାଯାଏ । ରାହୁ ଗୋଟିଏ ରାଶିରେ ୧୮ ମାସ ପର୍ଯ୍ୟନ୍ତ ରହିଥାନ୍ତି । ଏବେ ରାହୁ ମୀନ ରାଶିରେ ଅଛନ୍ତି ଓ ୨୦୨୫ ପର୍ଯ୍ୟନ୍ତ ଏହିଠାରେ ରହିବେ…

ବଢିଲା କରୀନାଙ୍କ ସମସ୍ୟା, ଏହି ମାମଲାରେ ହାଇକୋର୍ଟ ଜାରି କଲେ ନୋଟିସ୍‌

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ସମସ୍ୟା ନିଜ ପୁସ୍ତକର ଟାଇଟେଲ୍‌କୁ ନେଇ ବଢିଯାଇଛି । ବଲିଉଡ୍ ବେବୋ କରୀନା ନିଜ ପ୍ରେଗନାନ୍ସୀ ସମୟର ଅନୁଭବକୁ ଏକ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ଏହି…

ଆସିଲା LICର ସୁପରହିଟ୍ ସ୍କିମ୍‌ ; ପ୍ରତିଦିନ ଜମା କରନ୍ତୁ ମାତ୍ର ୪୫ ଟଙ୍କା, ପାଆନ୍ତୁ ୨୫ ଲକ୍ଷ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC ) ସବୁ ବର୍ଗର ଲୋକଙ୍କ ଲାଗି ପଲିସି ଆଣିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଏଲଆଇସି ବିଭିନ୍ନ ଲୋଭନୀୟ ସ୍କିମ୍ ଆଣୁଛି । ଏହି ସମସ୍ତ…

(Video)ରାସ୍ତାରେ ଓଲଟି ପଡିଲା ଟଙ୍କା ଭର୍ତ୍ତି ଗାଡି, ବିଛାଡି ହୋଇପଡିଲା ୭କୋଟି ଟଙ୍କା

ହାଇଦ୍ରାବାଦ: ଶନିବାର ଆନ୍ଧ୍ରପ୍ରଦେଶରେ ପୁଣି ଥରେ ବହୁ ମାତ୍ରାରେ ନଗଦ ଟଙ୍କା ଜବତ କରାଯାଇଛି । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଏନଟିଆର୍ ଜିଲ୍ଲାରେ ୮ କୋଟି ଟଙ୍କା ଜବତ କରାଯାଇଥିଲା । ଏହି ମାମଲା ରାଜ୍ୟର ପୂର୍ବ…

କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ପ୍ରକାଶ କଲା ପାକିସ୍ତାନ; ଜାଣନ୍ତୁ କ’ଣ କହିଲେ ଏହି ନେତା

ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ନେଇ ଆଜି କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚା ହେଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶୁକ୍ରବାର…