fbpx

ସମୁଦ୍ରରେ ବୁଡିଯାଇଥିଲେ ୨ ଛାତ୍ରୀ, ପୂର୍ବରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ମିଳିଲା ଅନ୍ୟ ଜଣଙ୍କ ମୃତଦେହ

ଗଞ୍ଜାମ: ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲୀରେ ଆଜି ସକାଳେ ଘଟିଛି ଏହିି ଅଘଟଣ । ସମୁଦ୍ରରେ ବୁଡି ଜଣେ ଛାତ୍ରୀ ନିଖୋଜ ହୋଇଥିବା ବେଳେ ଅନ୍ୟଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନା ରାଣୀ…

ମୋଦୀଙ୍କ ସହ ମଞ୍ଚରେ ରାଜେ, ଆଗାମୀ ବିଧାନସଭା ନିର୍ବାଚନ ଲାଗି ବିଜେପିର ରାଜସ୍ଥାନ ରୋଡମ୍ୟାପ୍ କୁ ନେଇ ଚର୍ଚ୍ଚା ଜୋରଦାର

ଆଜମେର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବୁଧବାର ରାଜସ୍ଥାନରେ ଥିଲେ । ଏହି ସମୟରେ ମୋଦୀଙ୍କ ସହ ମଞ୍ଚରେ ଦୀର୍ଘ ସମୟ ବ୍ୟବଧାନ ପରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ନଜର ଆସିଥିଲେ । ଏହି…

ଭାରତର ସବୁଠାରୁ ପୁରାତନ ଏକ୍ସପ୍ରେସ୍ ଟ୍ରେନ କିଏ ଆପଣ ଜାଣନ୍ତି କି? ୧୯୧୨ରୁ ଆଜି ପର୍ଯ୍ୟନ୍ତ ଜାରି ରଖିଛି ଯାତ୍ରା

ନୂଆଦିଲ୍ଲୀ:କଣ ଆପଣ ଜାଣନ୍ତି କି ଇଂରେଜ ଜମାନାର ସବୁଠାରୁ ଦ୍ରୁତ ଟ୍ରେନ୍ ଆଜି ବି ଟ୍ରାକ୍ ରେ ଦୌଡୁଛି ବୋଲି । ଏହା ହେଉଛି ଭାରତର ସବୁଠାରୁ ପୁରାତନ ଏକ୍ସପ୍ରେସ୍ ଟ୍ରେନ୍ । ଏହି ଟ୍ରେନର ନାମ ପଞ୍ଜାବ ମେଲ୍ । ୧ ଜୁୂନ୍…

ଆମେରିକାରେ ରାହୁଲ ଗାନ୍ଧୀଙ୍କ କ୍ଷୋଭ, କହିଲେ ସଂସଦର ସଦସ୍ୟତା ଚାଲିଯିବା ମୋ ପାଇଁ ଏକ ବଡ ଅବସର

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ରାହୁଲଙ୍କ ଲୋକସଭା ସଦସ୍ୟତା ଚାଲିଯିବା ବିଷୟରେ ସେ ସେଠାରେ ଏକ କାର୍ଯ୍ୟକ୍ରମରେ କହିିଛନ୍ତି । ଲୋକସଭା ସଦସ୍ୟତା ଲାଗି ଅଯୋଗ୍ୟ ଘୋଷଣା…

ରାଜସ୍ଥାନରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ-‘୮୫% କମିଶନ ଖାଇଥିବା ଦଳ’

ଆଜମେର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆଜମେର ଜିଲ୍ଲାର ପୁଷ୍କରରେ ପହଞ୍ôଚଛନ୍ତି ଓ ଏଠିକାର ବ୍ରହ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ରାଜସ୍ଥାନ ବିଧାନସଭା ପ୍ରତିପକ୍ଷ ନେତା ରାଜେନ୍ଦ୍ର ରାଠୋର ଏ…

ପିତାମାତାଙ୍କୁ ବଦଳାଇବାକୁ ହେବ ନିଜର ଏହିସବୁ ଅଭ୍ୟାସ ଅନ୍ୟଥା ଖରାପ ହୋଇଯିବ ପିଲା

ଆଜିକାଲି ପ୍ରାୟତଃ ପିଲାମାନେ ପିତାମାତାଙ୍କ କଥାକୁ ଗ୍ରହଣ କରିବାକୁ ଅରାଜି ହେଉଛନ୍ତି । ପିଲାଙ୍କ ଏପରି ସ୍ୱଭାବକୁ ଦେଖି ଆମେ ସମାଜ ତଥା ଦୁନିଆର ଦୋଷ ଦେବା ସହ ପିଲା ବିଗିଡି ଗଲାଣି ବୋଲି କହୁଛୁ । କାରଣ ସବୁ…

ଏଣକି ଆଉ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ, ବିଶ୍ୱର ସବୁଠାରୁ ବଡ ଶସ୍ୟ ସଂରକ୍ଷଣ ଯୋଜନାରେ ପ୍ରତି ବ୍ଲକରେ ନିର୍ମାଣ ହେବ ଭଣ୍ଡାର ଘର

ନୂଆଦିଲ୍ଲୀ:ଆମ ଦେଶରେ ଭଣ୍ଡାର ଘର ଅଭାବ କାରଣରୁ ବହୁ ଶସ୍ୟ ନଷ୍ଟ ହୋଇଯାଇଥାଏ । ଏହି କାରଣରୁୁ ଭାରତ ବିଭିନ୍ନ ଫସଲ ଅମଳ କ୍ଷେତ୍ରରେ ଏକ ଅଗ୍ରୀଣ ଦେଶ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ଖାଦ୍ୟଶସ୍ୟ ଅଭାବ ସମସ୍ୟାର…

ଚୀନ୍ ଭାରତର ବିକାଶ ଚାହୁଁଛି, ପଶ୍ଚିମ ଦେଶଗୁଡିକ ଭାରତ ଓ ଚୀନ୍ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି

ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ଚକିତ ହୋଇପଡିବେ ନିଶ୍ଚୟ । କାରଣ ଚୀନ୍ ମୁହଁରେ ଭାରତର ପ୍ରଶଂସା କୌଣସି ବି ଭାରତୀୟଙ୍କ ଲାଗି ସହଜରେ ଗ୍ରହଣୀୟ ହୋଇପାରିବ ନାହିଁ । କିନ୍ତୁ ଚୀନ୍ର ପ୍ରମୁଖ ସମ୍ବାଦପତ୍ର ଗ୍ଲୋବାଲ…

ହଲିଉଡ୍ ଷ୍ଟାରଙ୍କ ୨୯ ବର୍ଷୀୟା ଗାର୍ଲଫ୍ରେଣ୍ଡ ଅଛନ୍ତି ୮ ମାସର ଗର୍ଭବତୀ

ଦି ଗଡ୍ ଫାଦର ଷ୍ଟାର ଅଲ୍ ପଚିନୋ ୮୩ ବର୍ଷ ବୟସରେ ୪ର୍ଥ ଥର ପିତା ହେବାକୁ ଯାଉଛନ୍ତି । ଅଲ୍ ପଚିନୋଙ୍କ ୨୯ ବର୍ଷୀୟା ଗାର୍ଲଫ୍ରେଣ୍ଡ ନୁର୍ ଅଲଫଲାହ ଏବେ ପ୍ରେଗନାଣ୍ଟ ଅଛନ୍ତି । ଏହି କପଲ ନ୍ୟୁ ବେବୀକୁ ଏବେ ୱେଲକମ୍…

୬ ମାସ ତଳେ ହୋଇଥିଲା ବିବାହ, ୨ ମାସ ତଳେ କିଣିଥିଲେ ନୂଆ କାର୍

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ରହିଛନ୍ତି ପତି-ପତ୍ନୀ ଓ ସେମାନଙ୍କ ଭାଇ । ସୂତ୍ରରୁ ଜଣାପଡିଛି ମୃତକ ମାତ୍ର ୨…