ବାଂଲାଦେଶରେ ଦୁର୍ଗା ପୂଜା ପ୍ରସ୍ତୁତି, ମଦ୍ରାସା ଛାତ୍ରଙ୍କୁ ମନ୍ଦିରର ସୁରକ୍ଷା ଦାୟିତ୍ୱ: ପୂଜାରେ ହେବନି ଅଶାନ୍ତି…

ନୂଆଦିଲ୍ଲୀ: ଆଗକୁ ଆସୁଛି ଶାରଦୀୟ ଦୁର୍ଗା ପୂଜା । ଏହି ସମୟରେ ସମ୍ଭାବ୍ୟ ଅଶାନ୍ତିର ଆଶଙ୍କାକୁ ନେଇ ସଜାଗ ହୋଇଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶର ଅନ୍ତରୀଣ ସରକାର ସମ୍ଭାବ୍ୟ ଉପଦ୍ରବ ମାନଙ୍କୁ କଡ଼ା…

କୃଷି ବିଦ୍ୟାନିଧି ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନୂଆଁଖାଇରେ ଡବଲ୍ ଖୁସି

ସମ୍ବଲପୁର: ଆଜି ନୂଆଁଖାଇ ଅବସରରେ ରାଜ୍ୟର କୃଷକ ମାନଙ୍କୁ ବଡ଼ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଏମ କିଷାନ ଯୋଜନାର ପ୍ରଥମ କିସ୍ତି ଟଙ୍କା…

ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ: ହୃଦଘାତ ଯୋଗୁଁ ଦେହାନ୍ତ

ମୁମ୍ବାଇ: ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତା ବିକାଶ ସେଠୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତାଙ୍କ ମୃତ୍ୟୁ ଖବର ସମ୍ପର୍କରେ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ହୃଦଘାତ ଜନିତ ସମସ୍ୟା ଯୋଗୁଁ…

CM Kisan Yojna; ଆଜି ୪୬ ଲକ୍ଷ ଚାଷୀଙ୍କୁ ମିଳିବ ପ୍ରଥମ କିସ୍ତି: ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର

ସମ୍ବଲପୁର: ଆଜି ଓଡ଼ିଶାର ଗଣପର୍ବ ନୂଆଁଖାଇ । ପଶ୍ଚିମ ଓଡ଼ିଶାରେ ବିଶେଷ କରି ଏହାର ଖୁବ ମହତ୍ତ୍ୱ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

Paralympics-2024; ଭାରତ ପାଇଁ ଗୌରବ ଆଣିଲେ ୨୯ ଆଥଲେଟ୍: ଜାଣନ୍ତୁ ଦେଶର ସୁପରଷ୍ଟାରଙ୍କ ରେକର୍ଡ…

ନୂଆଦିଲ୍ଲୀ: ପ୍ୟାରିସରେ ଶେଷ ହୋଇଛି ପାରା-ଅଲିମ୍ପିକ୍ସ ୨୦୨୪ । ଭାରତ ଏହି ଇଭେଣ୍ଟରେ ମୋଟ ୨୯ଟି ପଦକ ହାସଲ କରିବାରେ ସଫଳ ହୋଇଛି । ଆଜି ଇଭେଣ୍ଟରେ ସ୍ପ୍ରିଣ୍ଟର ପୂଜା ଓଝା ଏକମାତ୍ର ଭାରତୀୟ ଆଥଲେଟ୍ ଭାବରେ ମଇଦାନ…

ମଙ୍ଗଳ ଗ୍ରହରେ ସୃଷ୍ଟି ହେବ ନୂଆ ସହର! ୧୦ ଲକ୍ଷ ଲୋକଙ୍କ ପଠାଯିବ ମହାକାଶ… ଜାଣନ୍ତୁ ପ୍ଲାନ

ନୂଆଦିଲ୍ଲୀ: ପୃଥିବୀ ପରେ ଏବେ ମଙ୍ଗଳ ଗ୍ରହରେ ସୃଷ୍ଟି ହେବ ନୂଆ ସହର । ନୂଆ ଗ୍ରହରେ ଗଢି ଉଠିବ ଜନବସତି । ଖୁବ ଶୀଘ୍ର ମଙ୍ଗଳ ଗ୍ରହରେ ବି ଜୀବନଯାପନ କରିହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ପୃଥିବୀ ପରେ…

(Video) ଆହା କି ବିଚିତ୍ର ଲୀଳା… ଭକ୍ତ ହାତରୁ କ୍ଷୀର ପିଉଛନ୍ତି ପଥର ଗଣେଶ! ଦେଖନ୍ତୁ ଗଜାନନଙ୍କ କୃପା

ଓଡ଼ିଶା ଭାସ୍କର: ବିଘ୍ନ ବିନାଶକ ପ୍ରଭୂ ଶ୍ରୀ ଗଣେଶ ପିଉଛନ୍ତି କ୍ଷୀର । ମୁହଁ ପାଖରେ କ୍ଷୀର ଭର୍ତ୍ତି ଚାମଚ ରଖିଲେ କ୍ଷଣିକରେ ଗାୟବ ହୋଇଯାଉଛି । ଅଲୌକିକ ଢଙ୍ଗରେ କ୍ଷୀରକୁ ପିଇ ଯାଉଛନ୍ତି ଅଗ୍ରପୂଜ୍ୟ କୁନି ଗଣେଷ ।…

Posts aren’t loading right now… ବନ୍ଦ ହୋଇଗଲା ‘X’ Platform… ସାରା ବିଶ୍ୱରେ ୟୁଜରଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ: ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ନିଜ ୟୁଜରଙ୍କୁ ଧୋକା ଦେଇଛି । ଅଚାନକ ସାରା ବିଶ୍ୱରେ ଡାଉନ୍ ହୋଇଛି ଏହି ପ୍ଲାଟଫର୍ମ । ଫଳରେ ଲକ୍ଷ ଲକ୍ଷ ୟୁଜର ଏହାକୁ…

IND vs BAN; ରୋହିତ ଲେଖିବେ ନୂଆ ଇତିହାସ! ପ୍ରଥମ ଭାରତୀୟ ଭାବରେ କରିବେ ଏହି କାରନାମା

ନୂଆଦିଲ୍ଲୀ: ଲମ୍ବା ବ୍ରେକ ପରେ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ସେପ୍ଟେମ୍ବର ୧୯ ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରିବ ରୋହିତ ସେନା । ତେବେ ଏଥିପାଇଁ ଖୁବଶୀଘ୍ର…

ସାବଧାନ୍! ଗାଡ଼ିରେ ଏହି ଜିନିଷ ନଥିଲେ କଟିବ ଚାଲାଣ: ବାଟରେ ଜଗିଛନ୍ତି ଟ୍ରାଫିକ ପୋଲିସ

ଓଡ଼ିଶା ଭାସ୍କର: ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଏହାକୁ ରୋକିବାକୁ ଟ୍ରାଫିକ ନିୟମ ମଧ୍ୟ କଡ଼ାକଡ଼ି କରୁଛନ୍ତି ସରକାର । ଏହାମଧ୍ୟରେ ଦେଶର ପ୍ରତ୍ୟେକ ଗାଡ଼ିଚାଳକଙ୍କ ପାଇଁ…