fbpx

ଆଜିଠୁ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ଲଢେଇ, କ’ଣ ରହିବ Playing-11?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜିଠାରୁ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ରୋହିତ ସେନା ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଆୟରଲାଣ୍ଡକୁ ଏକ ଦୁର୍ବଳ ଦଳ କୁହାଯାଉଥିଲେ ମଧ୍ୟ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ: ୨୪ ବର୍ଷ ଶାସନ ପରେ ଓଡ଼ିଶା ପାଇବ ନୂଆ CM

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ମହାନ ଜନନାୟକ ଭାବରେ ଓଡ଼ିଆଙ୍କ ଗର୍ବ ଆଜି ଭାଙ୍ଗି ଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ଦେଇଛନ୍ତି…

(Video) ରାଜନୀତିରେ ବି ସିଦ୍ଧାନ୍ତ-ରଚନାଙ୍କ ବାଜିମାତ୍: ଅଭିନୟ ପରେ ଏବେ ରାଜନୀତିରେ ଦେଖାଇବେ କମାଲ୍

ଓଡ଼ିଶା ଭାସ୍କର: ଓଡ଼ିଆ ସିନେମାରେ ଏଭରଗ୍ରୀନ ହିଟ୍ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ୯୦ ଦଶକରେ ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇ ଏହି ଯୋଡ଼ି ଓଲିଉଡରେ ରାଜ କରୁଥିଲେ । ଏବେ ରାଜନୀତି ଜଗତରେ ବି…

ସିନେ ଜଗତରୁ ରାଜନୀତି, ସବୁଠି ଜଲୱା… ନିର୍ବାଚନରେ ବିଜୟ ହାସଲ କଲେ ଏହି ସେଲିବ୍ରିଟି

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଲୋକସଭା ଆସନରେ ବିଜେପିକୁ ବହୁମତ ମିଳିଛି । ତେଣୁ ପୁଣିଥରେ ଦେଶରେ ବିଜେପି ସରକାର ଗଠନ ହେବାକୁ ପ୍ରସ୍ତୁତ ହେଉଛି । ତେବେ ଏହି ନିର୍ବାଚନରେ ବିଭିନ୍ନ…

ଇସ୍ତଫା ଦେବେ ନବୀନ ପଟ୍ଟନାୟକ: ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବେ ଓଡ଼ିଶାର ମହା ଜନନାୟକ

ଭୁବନେଶ୍ୱର: ୨୪ ବର୍ଷର ଶାସନଭାରରୁ ଆଜି ମୁକ୍ତ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ୨୪ ବର୍ଷ ରହିବା ପରେ ଆଜି ଇସ୍ତଫା ଦେବେ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୧.୩୫ରେ…

(Video) ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା: ଭାବବିହ୍ୱଳ ପୋଷ୍ଟରେ କହିଲେ ହୃଦୟର ଯନ୍ତ୍ରଣା

ଓଡ଼ିଶା ଭାସ୍କର: ୨୪ ବର୍ଷ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଏଥର ବଦଳିଛି ଓଡ଼ିଶାର ରାଜନୀତି । ଏଥର ଲୋକେ ବିଜେଡି ନୁହେଁ, ବିଜେପି ଉପରେ ଭରସା କରିଛନ୍ତି । ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ପଟ୍ଟନାୟକଙ୍କ…

(Video) ମଉଳିଗଲା ଶେଷ ଆଶା: ଲୋକସଭା ଆସନ ପୋଛିନେଲା ବିଜେପି, ବିଜେଡିର ଖାଲି ହାତ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ସମ୍ପୂର୍ଣ୍ଣ ଓଲଟ-ପାଲଟ ହୋଇଯାଇଛି । ୨୫ ବର୍ଷ ଧରି ଓଡ଼ିଶାର ଶାସନଭାର ସମ୍ଭାଳିଥିବା ବିଜେଡି ଏଥର ଖାଲିହାତରେ ରହିଛି । ୨୧ଟି ଲୋକସଭା ଆସନରେ ବିଜେପି ନିଜର ଆଧିପତ୍ୟ ବିସ୍ତାର…

Election Result; ଜିତିଲେ ଆକାଶ, ହାରିଗଲେ ବବିଙ୍କ ମା’: କୋରେଇ ଆସନରେ ବାଜି ମାରିଲା ବିଜେପି

ଓଡ଼ିଶା ଭାସ୍କର: କୋରେଇ ବିଧାନସଭା ଆସନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ଆସନ ଅଧିକାର କରିଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ । କୋରେଇରେ…

Election Result; ଓଡ଼ିଶାକୁ ଆସିବ ଡବଲ ଇଞ୍ଜିନ୍ ସରକାର! ଏବେଠୁ ଲଡୁ ବାଣ୍ଟିଲାଣି ବିଜେପି

ଭୁବନେଶ୍ୱର: ଓଡ଼ିଶା ନିର୍ବାଚନରେ ଆଜି ଚାଲିଛି ଫାଇନାଲ ଫଇସଲା । ଆଉ କେଇଟା ଘଣ୍ଟା ପରେ ଜଣା ପଡ଼ିଯିବ ରାଜ୍ୟରେ କିଏ ଗଢିବ ସରକାର । ଖୁବଶୀଘ୍ର ସାରା ଦେଶ ଦେଖିବ ୨୦୨୪ ନିର୍ବାଚନର ସ୍ପଷ୍ଟ ଚିତ୍ର । କିନ୍ତୁ ଏହାପୂର୍ବରୁ…

Election Result; କଡ଼ା ସଂଘର୍ଷ ପରେ ବି ହାରିଗଲେ ସୌମ୍ୟ: ଘସିପୁରାରେ ବିଜେଡିର ଶଙ୍ଖନାଦ

ଓଡ଼ିଶା ଭାସ୍କର: ଘସିପୁରା ନିର୍ବାଚନ ମଣ୍ଡଳୀରେ ରାଜନୀତି ପାଣିପାଗ ଅଚାନକ ବଦଳି ଯାଇଛି । ଶେଷ ପର୍ଯ୍ୟନ୍ତ ଭୋଟଗଣତିରେ ଆଗୁଆ ରହିଥିବା ସ୍ୱାଦୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି ।…