“BJP ଚାହୁଁ କିମ୍ବା ନ ଚାହୁଁ କାଶ୍ନୀରକୁ ରାଜ୍ୟ ମାନ୍ୟତା ଦେବାକୁ ହେବ”: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ(2024) ପାଇଁ ତାରିଖ ଘୋଷଣା ହୋଇ ସାରିଛି । ତେଣୁ ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଅଣ୍ଟା ଭିଡିଛନ୍ତି ରାଜନୈତିକ ଦଳ । ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦିନ…

ସପ୍ତମ ଦିନରେ ସପ୍ତମ ରୌପ୍ୟ ପଦକ ଆଣିଲା ଭାରତ: ଶଟ୍ ଫୁଟରେ ସଚିନ୍ ଆଣିଲେ ଗୌରବ

ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ-୨୦୨୪ର ସପ୍ତମ ଦିନରେ ଭାରତକୁ ସପ୍ତମ ରୌପ୍ୟ ପଦକ ହାସଲ ହୋଇଛି । ଶଟ୍ ଫୁଟ୍ ଥ୍ରୋ’ରେ ଭାରତର ପାରା-ଆଥଲେଟ୍ ସଚିନ୍ ସରଜେରାଓ ଖିଲାରୀ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି ।…

ସାହାରା ନିବେଶକଙ୍କ ଟଙ୍କା ଫେରାଇବା ମାମଲା: ପୂର୍ବ ରାୟ ଦୋହରାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ:  ଲକ୍ଷ ଲକ୍ଷ ସାହାରା ଇଣ୍ଡିଆ ଇନଭେଷ୍ଟରଙ୍କ ପାଇଁ ଭଲ ଖବର । ନିବେଶକଙ୍କ ଟଙ୍କା ଫେରସ୍ତରେ ବିଳମ୍ବକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କମ୍ପାନୀ ଉପରେ କ୍ଷୁବ୍ଧ ହେବା ସହ ତୁରନ୍ତ ନିଜର ସମ୍ପତ୍ତି ବିକି…

Capsule Cover କେଉଁଥିରେ ତିଆରି ହୁଏ? ଶରୀରକୁ ଗଲେ କ’ଣ ହୁଏ ଏହି ପ୍ଲାଷ୍ଟିକ? ଜାଣି ରଖନ୍ତୁ ପ୍ରକୃତ କଥା

ନୂଆଦିଲ୍ଲୀ: ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ସଦସ୍ୟ ଯଦି ଅସୁସ୍ଥ ହୋଇଥାନ୍ତି, ତେବେ ଡାକ୍ତର ଆପଣଙ୍କୁ ବିଭିନ୍ନ ପ୍ରକାର ମେଡିସିନ ଦେଇଥାନ୍ତି । କିଛି ରୋଗୀଙ୍କୁ ଡାକ୍ତର କ୍ୟାପସୁଲ କିମ୍ବା ସିରପ୍ ଭଳି ଔଷଧକୁ…

ଗଣେଶ ପୂଜାରେ କାହିଁକି ଲାଗେ ଦୁବ? ଜାଣନ୍ତୁ ଏହା ପଛର ରୋଚକ କାହାଣୀ…

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ । ହିନ୍ଦୁ ପରମ୍ପରାର ଏକ ପ୍ରମୁଖ ପର୍ବ ହେଉଛି ଗଣେଶ ପୂଜା ବା ପ୍ରଭୁ ଗଣେଶଙ୍କ ଜନ୍ମୋତ୍ସବ । ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ…

ସବୁ ଫର୍ମାଟରେ ଇଂଲଣ୍ଡ ଖେଳିବ Bazball Cricket: ଦିନିକିଆ-T20ରେ ସାମିଲ ହେଲେ ନୂଆ କୋଚ୍

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ‘ବାଜବଲ କ୍ରିକେଟ’ ଖେଳି ଇଂଲଣ୍ଡ କିଛି ଦିନ ଭିତରେ ଖୁବ ପ୍ରଶଂସା ସାଉଁଟିଛି । ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ବେଣ୍ଡନ୍ ମ୍ୟାକୁଲମ୍ ଦଳର କୋଚ୍ ଦାୟିତ୍ୱ ନେବା ପରେ ଇଂଲଣ୍ଡ ଏହି…

ନିଜକୁ ଗୁଳି କଲେ ‘Atlas Cycle’ ର ପୂର୍ବ ଅଧ୍ୟକ୍ଷ: ଘଟଣାସ୍ଥଳରୁ ମିଳିଲା ସୁଇସାଇଡ ନୋଟ୍

ନୂଆଦିଲ୍ଲୀ: ଭାରତରେ ବହୁ ଲୋକପ୍ରିୟ ଆଟଲାସ୍ ସାଇକେଲ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ଆଜି ଆତ୍ମହତ୍ୟା କରିଛନ୍ତି । ରାଜଧାନୀ ଦିଲ୍ଲୀର ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ସଲିଲ କପୁର । ଦିଲ୍ଲୀର ଏପିଜେ ଅବଦୁଲ କଲାମ…

ଆସୁଛନ୍ତି ବାବା ଶ୍ରୀଗଣେଶ… ଗଣପତିଙ୍କ ପ୍ରତିମା ସ୍ଥାପନା ସମୟରେ ଧ୍ୟାନ ରଖନ୍ତୁ ଏହିସବୁ ଜିନିଷ: ବର୍ଷିବ କରୁଣା

ଓଡ଼ିଶା ଭାସ୍କର: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଶ୍ରୀ ଗଣେଶଙ୍କ ଜନ୍ମ । ଯାହାକି ଚଳିତ ମାସ ୩୧ ତାରିଖ ଅର୍ଥାତ ଆଜି ସଗଗ୍ର ଦେଶରେ ଖୁବ୍ ଧୁମ ଧାମରେ ପାଳିତ ହେଉଛି । ତେବେ ହିନ୍ଦୁ ଧର୍ମ ଓବଂ…

କେବେ, କେଉଁଠି ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍? ତାରିଖ ଘୋଷଣା କଲା ICC

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ଆଇସିସି । ବର୍ତ୍ତମାନ ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଆନସିପର ତୃତୀୟ ସିଜନ୍ ଜାରି ରହିଛି । ଆସନ୍ତାବର୍ଷ ୨୦୨୫ ମସିହାରେ ବିଶ୍ୱ…

ଆଖିରେ ଲୁହ, ମନରେ କୋହ… ପ୍ରଧାନଶିକ୍ଷକଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

ରସୁଲପୁର: ଯାଜପୁର ରସୁଲପୁର ଅନ୍ତର୍ଗତ ତୋରଡ଼ ଉଚ୍ଚ ବିଦ୍ୟାଳୟରେ ଜନ ସମାଗମ ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛି ତୋରଡ଼ ଉଚ୍ଚ…