fbpx

ମହଙ୍ଗା ହେଲା Toll Tax Rate: ଏଣିକି Highway ଯାତ୍ରା ପାଇଁ ଦେବାକୁ ପଡ଼ିବ ୫% ଅଧିକ ଟଙ୍କା

ଓଡ଼ିଶା ଭାସ୍କର: ସାରା ଦେଶ ଏବେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରି ରହିଛି । ଏହାଭିତରେ ଗାଡ଼ିଚାଳକଙ୍କ ଉପରେ ଦେଖିବାକୁ ମିଳିଛି ମହଙ୍ଗା ମାଡ଼ । ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ମହଙ୍ଗା ହୋଇଛି ଟୋଲ ଟାକ୍ସ ।…

ବିବାହକୁ ଯିବା ବେଳେ ଭୟାନକ ଦୁର୍ଘଟଣା: ଟ୍ରାକ୍ଟର ଓଲଟି ୧୩ ଜଣଙ୍କର ମୃତ୍ୟୁ

ଭୋପାଲ: ସକାଳୁ ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି । ବିବାହ ଭୋଜିକୁ ଯିଂବା ବେଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟପ୍ରଦେଶର ରାଜଗଡ଼ରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ…

ମାଛ କିମ୍ବା ବ୍ରେଡ ଖାଉଥିଲେ କମିଯିବ ସ୍ମରଣ ଶକ୍ତି! ଭୁଲରେ ବି ଏହି ଖାଦ୍ୟ ଖାଆନ୍ତୁ ନାହିଁ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଶରୀରର ପ୍ରତି ସଠିକ୍ ଭାବରେ ଧ୍ୟାନ ଦେଇ ନଥାଉ । ଫଳରେ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଶରୀର ପରି ମସ୍ତିଷ୍କର ମଧ୍ୟ ଯତ୍ନ ନେବା…

ଆଜି ରାତି ୧୨ଟାରୁ ମହଙ୍ଗା ହେବ Highway ଯାତ୍ରା: କେତେ ଟଙ୍କା ବଢିଲା Toll Tax?

ଓଡ଼ିଶା ଭାସ୍କର: ଦେଶରେ ନିର୍ବାଚନ ଶେଷ ହୋଇଯାଇଛି । ବର୍ତ୍ତମାନ ଜୁନ୍ ୪ ତାରିଖରେ ଏହାର ଫଳାଫଳ ଘୋଷଣାକୁ ଅପେକ୍ଷା ରହିଛି । କିନ୍ତୁ ଏହାମଧ୍ୟରେ NHAI ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ…

(Video) ସାରା ନୁହେଁ, ଏହି ଅଭିନେତ୍ରୀଙ୍କୁ ବାହା ହେବେ ଶୁଭମନ୍ ଗିଲ୍ ! ୨୦୨୪ରେ ହିଁ ପଡ଼ିବ ହାତଗଣ୍ଠି…

ଓଡ଼ିଶା ଭାସ୍କର: ଟି୨୦ ବିଶ୍ୱକପ୍ ମଧ୍ୟରେ ଶୁଭମନ ଗିଲଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ମିଡିଆ ରିପୋର୍ଟରେ କୁହାଯାଉଛି କି ଶୁଭମନ ଗିଲ ଖୁବଶୀଘ୍ର ଟିଭି ଜଗତର ହସିନା ରିଦ୍ଧିମା ପଣ୍ଡିତଙ୍କ ସହ ବିବାହ କରିବାକୁ…

ଭୟଙ୍କର ୪୫ ମିନିଟ, ୨୯ ହଜାରରୁ ଅଧିକ ବଜ୍ରପାତ… ଥରିଉଠିଲା କୋରାପୁଟ ସହର

କୋରାପୁଟ: ଆଜି କୋରାପୁଟ ଦେଖିଛି ପ୍ରକୃତିର କରାଳ ରୂପ । ମାତ୍ର ୪୫ ମିନିଟ ସାରା ସହରବାସୀଙ୍କୁ ମୃତ୍ୟୁର ଚେହେରା ଦେଖାଇଦେଇଛି ଆକାଶ । ଏହି ୪୫ ମିନିଟର ପ୍ରତିଟି ମୁହୂର୍ତ୍ତ କୋରାପୁଟ ସହରକୁ ମୃତ୍ୟୁର ଖୁବ ନିକଟକୁ…

ସାବଧାନ୍! Amazon-Flipkart Sale ଲୋଭରେ ହୋଇପାରନ୍ତି ଠକାମୀର ଶିକାର: ଜାଣନ୍ତୁ ବର୍ତ୍ତିବେ କିପରି

ପାର୍ବଣ ଋତୁ ଆସୁଛି ଏବଂ ଏହା ସହିତ ଇ-କମର୍ସ ପ୍ଲାଟଫର୍ମ ଆମାଜନ-ଫ୍ଲିପକାର୍ଟର ସେଲ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସମସ୍ତେ ଉତ୍ସାହର ସହିତ ଆଗାମୀ ସେଲକୁ ଅପେକ୍ଷା କରନ୍ତି, କାରଣ ଏହି ସେଲରେ ଦାମୀ ଜିନିଷ ମଧ୍ୟ କମ୍…

T-20 ବିଶ୍ୱକପରେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର… Playing-11କୁ ନେଇ ଉତ୍ତର ଦେଲେ ରୋହିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ଏହାପୂର୍ବରୁ ବାଂଲାଦେଶ ବିପକ୍ଷ ୱାର୍ମ-ଅପ୍ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଏହି ମ୍ୟାଚକୁ ୬୨ ରନରେ…

(Video) କ’ଣ କହୁଛି Exit Poll? କାହାର ହେବ ’୨୪ ସିଂହାସନ? କିଏ ମାରିବ ବାଜି, କିଏ ମାରିବ ଚିତପଟାଙ୍ଗ? ଦେଖନ୍ତୁ ରିପୋର୍ଟ

ଓଡ଼ିଶା ଭାସ୍କର: ଶେଷ ହୋଇଛି ଗଣତନ୍ତ୍ରର ମହାନ୍ ପର୍ବ । ଜୁନ୍ ୧ ଶେଷ ପର୍ଯ୍ୟାୟ ଭୋଟିଂ ପରେ ଇଭିଏମରେ ବନ୍ଦ ହୋଇଛି ପ୍ରାର୍ଥୀ ଏବଂ ରାଜନୈତିକ ଦଳମାନଙ୍କର ଭାଗ୍ୟ ଭବିଷ୍ୟ । ଜଗନତା ବାଛି ସାରିଛନ୍ତି ନିଜର ନେତା । ବାସ୍…

(Video) ସେଦିନ ବାହାନଗା, ଆଜି ଫତେଗଡ଼… ଜୁନ୍ ୨ ତାରିଖ ରେଳ ବିଭାଗ ପାଇଁ ଅଶୁଭ: ଘଟୁଛି ଭୟଙ୍କର ଦୁର୍ଘଟଣା

ଓଡ଼ିଶା ଭାସ୍କର: ଆଜି ଜୁନ୍ ୨ ତାରିଖ, ପୁଣି ଟ୍ରେନ୍ ଦୁର୍ଘଟଣା । ବାହାନଗା ଟ୍ରେନ ଦୁର୍ଘଟଣାକୁ ଆଜି ୧ ବର୍ଷ ବର୍ଷେ ପୂରଣ ହୋଇଛି । ଆଉ ଏହି ଭୟଙ୍କର କାଳରାତ୍ରିକୁ ମନେ ପକାଇ ଦେଇଛି ଆଉ ଏକ ଟ୍ରେନ ଦୁର୍ଘଟଣା । ଆଜି…