fbpx

Olympics ଟିକେଟ ହାତ ମୁଠାରେ… ଏଥର ଅଲିମ୍ପିକ ଟିକେଟ ହାସଲ କଲେ ବକ୍ସର ଅମିତ ପଙ୍ଘାଲ

ନୂଆଦିଲ୍ଲୀ: ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହୋଇଛି । ଅଲିମ୍ପିକ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘାଲ । ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ ପାଇଁ ଭାରତର ପ୍ରତିନିଧିତ୍ୱ…

Operation Theatreରୁ ରୋଗୀଙ୍କ କିଡନୀ ଗାଏବ: ସର୍ଜରୀ ବେଳେ ସୁସ୍ଥ Kidney ନେଇଗଲେ ଡାକ୍ତର, ମାମଲା ରୁଜୁ

ନୂଆଦିଲ୍ଲୀ: ଦେଶର ସ୍ୱାସ୍ଥ୍ୟସେବା ଖୁବ ଆଗକୁ ପହଞ୍ଚିଲାଣି । ଅନେକ ଅସାଧାରଣ କାର୍ଯ୍ୟରେ ସଫଳତାରେ ପାଇ ସାରା ଦୁନିଆରେ ପରିଚୟ ସୃଷ୍ଟି କରିଛି ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ଏହାଭିତରେ ସ୍ୱାସ୍ଥ୍ୟସେବାକୁ ଏକ ବଡ଼ ଖବର…

T-20 ବିଶ୍ୱକପ ପୂର୍ବରୁ ଷ୍ଟାର ଖେଳାଳି ବ୍ୟାନ୍, ୩୦୩ ମ୍ୟାଚରେ ବେଟିଂ: ଇଂଲଣ୍ଡ ଟିମକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଜଣେ ଷ୍ଟାର କ୍ରିକେଟରଙ୍କ ଉପରେ ବ୍ୟାନ୍ ଆଦେଶ ଜାରି କରାଯାଇଛି । କ୍ରିକେଟ ନିୟମର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଇଂଲଣ୍ଡର…

ମତଦାନ ବେଳେ ଭୋଟରଙ୍କ ମୃତ୍ୟୁ: ବୁଥ ଭିତରେ ଟଳିପଡ଼ିଲେ ବୃଦ୍ଧ

ନୀଳଗିରି: ଆଜି ଶେଷ ପର୍ଯ୍ୟାୟ ମତଦାନରେ ଘଟିଯାଇଛି ଏକ ବିରାଟ ଅଘଟଣ । ଭୋଟ ଦେବାକୁ ଆସି ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ ଭୋଟର । ନୀଳଗିରି ଇଶ୍ୱରପୁର ପଞ୍ଚାୟତର ୧୫୯ ନମ୍ବର ବୁଥରେ ଜଣେ ବୃଦ୍ଧ ଭୋଟରଙ୍କ ମୃତ୍ୟୁ ହୋଇଛି…

ବଡ଼ ଖବର; ୭୨ ଟଙ୍କା କମ୍ ହେଲା LPG ସିଲିଣ୍ଡର ଦାମ୍: ମାସର ପ୍ରଥମ ଦିନରେ ଜନତାଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ: ଆଜିଠାରୁ ଜୁନ୍ ମାସ ଆରମ୍ଭ ହୋଇଛି । ନୂଆ ମାସର ପଥମ ଦିନରୁ ସାଧାରଣ ଜନତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସରକାର । ଆଜିଠାରୁ ୭୨ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଏଲପିଜି ସିଲିଣ୍ଡର । ଅଏଲ କମ୍ପାନୀମାନଙ୍କ…

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ: ଅସୁସ୍ଥ ଅବସ୍ଥାରେ ବାସଭବନରେ ଆଖି ବୁଜିଲେ ବିଶିଷ୍ଟ କଳାକାର

କେନ୍ଦୁଝର: କଣ୍ଢେଇ ନାଚକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥ ରହିଥିବା ବେଳେ ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୨ ମାସ…

ଶେଷ ପର୍ଯ୍ୟାୟରେ ଭୋଟ ଦେଉଛି ଓଡ଼ିଶା: ‘ନିର୍ବାଚନର Climax’ରେ ୬ଟି ଆସନ ପାଇଁ ଚାଲିଛି ମତଦାନ

ଓଡ଼ିଶା ଭାସ୍କର: ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ…

Breaking News; ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ: ନିଆଁ ଲିଭାଇବା ଉଦ୍ୟମରେ ଦମକଳ ବାହିନୀ

ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାଚକଣା ଦ୍ୱାର ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜାଣିବାକୁ ମିଳିଛି । ନିଆଁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି…

(Video) Surgery ପରେ ବୋଲିଂ କରୁଛନ୍ତି ମହମ୍ମଦ ଶାମୀ: T20 ବିଶ୍ୱକପରେ ମିଳିବ କି Wild Card Entry?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ସମ୍ପୂର୍ଣ୍ଣ ଫିଟ୍ । ସୁସ୍ଥ ହୋଇ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି ମହମ୍ମଦ ଶାମୀ । ପୁଣିଥରେ ପୁରୁଣା ଅନ୍ଦାଜରେ ବୋଲିଂ କରୁଥିବାର ଏକ ଭିଡିଓ ଏବେ ସୋସିଆଲ…

+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ କେବେ ଠାରୁ କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ୩ ତାରିଖରୁ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । +୩ ନାମଲେଖା ପାଇଁ ଆବେଦନ କରିବାକୁ…