(Video) ଋଷଭ ପନ୍ତଙ୍କ All Rounder ଅବତାର… ବ୍ୟାଟିଂ-ୱିକେଟ କିପିଙ୍ଗ ସହ କରୁଛନ୍ତି ଦମଦାର ବୋଲିଂ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବେ ଆଉ ଏକ ନୂଆ ଅବତାରରେ ମଇଦାନରେ ଦେଖା ଦେଇଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗରେ ପୁରୁଣା ଦିଲ୍ଲୀ ୬ ପାଇଁ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି ଋଷଭ । ତେବେ…

କାଲି ରକ୍ଷାବନ୍ଧନ, ରାକ୍ଷୀ ବାନ୍ଧିବା ପାଇଁ ଶୁଭ ମୁହୂର୍ତ୍ତ କେତେବେଳେ? ମାତ୍ର ଏତିକି ସମୟ ରହିବ ଶୁଭ

ଓଡ଼ିଶା ଭାସ୍କର: ଆସନ୍ତାକାଲି ସାରା ଭାରତରେ ପାଳନ କରାଯିବ ପବିତ୍ର ରକ୍ଷାବନ୍ଧନ । ଭାଇ-ଭଉଣୀଙ୍କ ସ୍ନେହ ଭଲପାଇବା ଏବଂ ଅତୁଟ ବନ୍ଧନର ଉତ୍ସାହ ହେଉଛି ଏହି ପର୍ବ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଙ୍କ ମଙ୍ଗଳ କାମନା…

(Video) କ୍ୟାମେରା ସବୁ ଦେଖୁଛି… ଟ୍ରାଫିକ ବାବୁଙ୍କ ‘ଲାଞ୍ଚ ଭାଗବଣ୍ଟା’ ଭିଡିଓ ଲିକ୍: ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଆଜି ଦେଶର ରକ୍ଷକ ସାଜିଛି ଭକ୍ଷକ । ୟୁନିଫର୍ମ ଡର ଦେଖାଇ ନିରୀହ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି ସରକାରୀ ଲୁଟେରା । ସଡ଼କ ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରାଫିକ ପୋଲିସ ଜୀବନ ରକ୍ଷା କରିବା ବଦଳରେ ନିଜ…

ସାବଧାନ୍! ଦେଖିବାକୁ ଅସଲି, ହେଲେ ‘ସିମେଣ୍ଟର ରସୁଣ’କୁ ନେଇ ଚର୍ଚ୍ଚା: ମହିଳାଙ୍କୁ ଠକି ବିକ୍ରି କରିଦେଲା ଫେରିବାଲା

ନୂଆଦିଲ୍ଲୀ: ଅନେକ ସମୟରେ ନକଲି ଚାଉଳ, ଅଣ୍ଡା ଏବଂ ଲୁଣ ଇତ୍ୟାଦି ବଜାରରେ ବିକ୍ରି ହେଉଥିବା ଶୁଣିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ନକଲି ରସୁଣ ମଧ୍ୟ ବିକ୍ରି ହେବା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଏହାର କିଛି…

କୋଲକାତା ଷ୍ଟାଡିୟମ ବାହାରେ ପୋଲିସର ଲାଠିଚାର୍ଜ: ଫୁଟବଲ୍ ପ୍ରେମୀଙ୍କ ସହ ମୁହାଁମୁହିଁ

କୋଲକାତା: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ମାମଲା ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାଭିତରେ ଆୁ ଏକ ମାମଲା ଏବେ ମୁଣ୍ଡ ଟେକିଛି । କୋଲକାତା ଷ୍ଟାଡିୟମ ସାମନାରେ ପୋଲିସ ଏବଂ ଫୁଟବଲ ପ୍ରେମୀ…

IND vs AUS ମହାଯୁଦ୍ଧ ପୂର୍ବରୁ କ୍ରିକେଟରୁ ଦୂରେଇ ଗଲେ ଏହି ଖେଳାଳି: Test Series ଖେଳିବା ନେଇ ସନ୍ଦେହ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି ମହାସମର । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବେ ଦୁଇ ସର୍ବଶ୍ରେଷ୍ଠ ଦଳ । ତେବେ ଏହି ମହାଯୁଦ୍ଧ ପୂର୍ବରୁ…

୨୨ ତାରିଖରେ ଇଡି ଅଫିସ ଘେରାଉ: କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ତା. ୨୨.୮.୨୦୨୪ ରିଖ ଗୁରୁବାର ବିକ୍ଷୋଭ କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ…

ଆଜି ଭାରତର ଏହି ସ୍ଥାନରେ ପାଳନ ହେଉଛି ସ୍ୱାଧୀନତା ଦିବସ: ଅଗଷ୍ଟ-୧୫ରେ ହୁଏନି ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ୩ ଦିନ ତଳେ ଅଗଷ୍ଟ-୧୫ ତାରିଖରେ ସାରା ଭାରତ ଦସ୍ୱାଧୀନତା ଦିବସ ପାଳନ କରିସାରିଛି । ବ୍ରିଟିଶ ଶାସନରୁ ଏହିଦିନ ଭାରତ ସ୍ୱତନ୍ତ୍ରତା ହାସଲ କରିଥିଲା । ତେଣୁ ପ୍ରତ୍ୟେକ ବର୍ଷ ଅଗଷ୍ଟ-୧୫ତାରିଖକରୁ ସ୍ୱାଧୀନତା…

ଗଣେଶ ପୂଜାରେ ବାଜିବନି DJ: ପୁଷ୍ପାଞ୍ଜଳି ସମୟରେ ହେବ ନିଶାମୁକ୍ତି ଶପଥ

କଟକ: ଆସୁଛି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ସବୁଠାରୁ ବଡ଼ ପର୍ବ ଗଣେଶ ପୂଜା । ସେପ୍ଟେମ୍ବର ୭ ତାରିଖରେ ପୁଣିତରେ ମହୀକୁ ଆସୁଛନ୍ତି ଗଣପତି ବାବା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…

Gold Medal ହରାଇବା ପରେ ବଡ଼ ନିଷ୍ପତ୍ତି ନେଲେ ନୀରଜ: ଆହତ ପରେ ବି ଖେଳିବେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ସ୍ୱର୍ଣ୍ଣ ପଦକ ହରାଇଛନ୍ତି ଭାରତର ସୁନାପୁଅ ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ  ନୀରଜ । ତେବେ…