(Video) ପ୍ରଦର୍ଶନୀରେ ମଇଁଷିର ଉତ୍ପାତ: ୫ ଗୁରୁତର, ଗୋଡ଼ାଇ ଗୋଡ଼ାଇ ପର୍ଯ୍ୟଟକଙ୍କୁ କରୁଛି ଆକ୍ରମଣ

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଉତ୍ସବ-ମହୋତ୍ସବ ଅନୁଷ୍ଠିତ ହେଉଛି । ହସଖୁସିର ମାହୋଲରେ ଝୁମି ଉଠୁଛି ସାରା ମହୋତ୍ସବ ପଡ଼ିଆ । କିନ୍ତୁ ଏହି ଖୁସିର ଆସର ଭିତରେ ଅଚାନକ ଖେଳିଯାଇଛି ଆତଙ୍କ । ପ୍ରଦର୍ଶନୀ…

ମୁଁ ଅଲଗା ହିଁ ଥିଲି… କ୍ରିକେଟରୁ ଅବସର ନେଲେ ବିରାଟ! ସୋସିଆଲ ମିଡିଆରେ ଦେଲେ ଏମିତି ମେସେଜ

ନୂଆଦିଲ୍ଲୀ: ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବର୍ଡର ଗାଭାସ୍କର ଟ୍ରଫି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଘମାଘୋଟ ଲଢେଇ । କିନ୍ତୁ ଏହାର ମାତ୍ର ଦିନକୁ ପୂର୍ବରୁ କିଙ୍ଗ କୋହଲି ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି…

ଏଣିକି ବର୍ଷ ତମାମ ଚାଲିବ ବାଲିଯାତ୍ରା: ୧୨ ମାସ କମ୍ପିବ ମହାନଦୀ ପଠା: ଉନ୍ନୟନ ମନ୍ତ୍ରୀ

କଟକ: ସାରା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସିର ଖବର । ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା, ସବୁଦିନ ଲାଗିବ…

ଧନ୍ୟ ତୁମେ ଜନନାୟକ, ଧନ୍ୟ ତୁମର ତ୍ୟାଗ… ଜନ୍ମ ଜୟନ୍ତୀରେ ହରେକୃଷ୍ଣଙ୍କୁ ଝୁରୁଛି ସାରା ଓଡ଼ିଶା, ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ମହତାବ

ଓଡ଼ିଶା ଭାସ୍କର: ସେଦିନ ବି ଥିଲା ୧୮୯୯ ମସିହା ନଭେମ୍ବର ୨୧ ତାରିଖ । ଜନ୍ମ ନେଇଥିଲେ ରାଜ୍ୟର ପ୍ରଥମ ମୁଖିଆ, ସେ ଥିଲେ ପ୍ରଥମ ଜନନାୟକ, ସାହସ ଆଉ ତ୍ୟାଗକୁ ମିଶାଇ ଗଢି ତୋଳିଥିଲେ ସୁନ୍ଦର ଓଡ଼ିଶା । ବିକାଶ, ସଫଳତା ଆଉ…

ବାଲିଯାତ୍ରାରେ ଚଢାଉ କଲା CMC: ଦୋକାନରୁ ଆଣି ଖାଦ୍ୟ ସାମଗ୍ରୀ ଫିଙ୍ଗିଦେଲେ ଅଫିସର

କଟକ: ନାଚଗୀତ ଆସରରେ ଜମୁଛି ଐତିହାସିକ କଟକ ବାଲିଯାତ୍ରା । କିନ୍ତୁ ଏହାଭିତରେ ପଡ଼ିଆରେ ବୁଲୁଛନ୍ତି ସିଏମସି ଅଫିସର । ବାଲିଯାତ୍ରା ପଡ଼ିଆରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରୁ ଖାଦ୍ୟ ସାମଗ୍ରୀ ଆଣି ଫିଙ୍ଗ ଦେବା ଜାଳି…

ଦଳରୁ ବାହାରିବେ ରୋହିତ-ବିରାଟ: ଅଷ୍ଟ୍ରେଲିଆ ସିରିଜ କରିବ ଭାଗ୍ୟ ନିରୂପଣ, ଜଗିଛନ୍ତି ଅଗରକର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ନିଆଯିବ ବଡ଼…

ଆଜି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କ ପୂଜା: ଘରେ ଘରେ ପୂଜା ପାଉଛନ୍ତି ଧନଦାତ୍ରୀ

ଓଡ଼ିଶା ଭାସ୍କର: ମହାଲକ୍ଷ୍ମୀ ଧନ ଓ ଐଶ୍ୱର୍ୟ୍ୟର ଅଧିଷ୍ଠାତ୍ରୀ ଦେବୀ । ମାର୍ଗଶୀର ମାସ ଗୁରୁବାର ଧାନ୍ୟଲକ୍ଷ୍ମୀଙ୍କ ଉପାସନା କରାଯାଇଥାଏ । ଏହାକୁ ମାଣବସା ଗୁରୁବାର ଓଷା କୁହାଯାଏ । ଦେବୀ ଧାନ୍ୟ ଲକ୍ଷ୍ମୀଙ୍କ ପ୍ରତୀକ…

ରାତି ଅଧରେ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ: ପୋଲିସ ପହଞ୍ଚି କରୁଛି ଖୋଳତାଡ଼

ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲୁଟ-ତରାଜ ମାମଲା ବଢିବାରେ ଲାଗିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଏକ ବଡ଼ ଲୁଟ ଘଟଣା ସାମନାକୁ ଆସିଛି । ରାତି ଅଧରେ ଏଟିଏମ ଭାଙ୍ଗି ଲୁଟି ନେଇଥିବା ଜାଣିବାକୁ…

(Video) ଫୁଲକୋବି ଭିତରୁ ବାହାରୁଛି ବିଷାକ୍ତ ସାପ: ଭୟରେ ଖାଉଟି

ଓଡ଼ିଶା ଭାସ୍କର: ଥଣ୍ଡା ଆରମ୍ଭ ହୋଇଯାଇଛି । ଏହି ସିଜନରେ କୋବିର ଚାହିଦା ବେଶ୍ ବଢିଯାଏ । କୋବିରେ ତିଆରି ବିଭିନ୍ନ ଖାଦ୍ୟ ଖାଇବା ପାଇଁ ଲୋକେ ବେଶ୍ ପସନ୍ଦ କରିଥାନ୍ତି । କୋବିର ସ୍ୱାନ ଯେମିତି, ଶରୀରକୁ ମଧ୍ୟ ବେଶ୍…

ନିର୍ବାଚନ ବେଳେ ହଙ୍ଗାମା କଲେ ଭୋଟର: ୪୦ରୁ ଅଧିକ ଅଭିଯୋଗ, ନିର୍ବାଚନ ଆୟୋଗରେ ପହଞ୍ଚିଲା ବିଜେପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୯ଟି ସିଟ୍ ପାଇଁ ଉପନିର୍ବାଚନ ଜାରି ରହିଛି । ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ଏବେ ଧିରେ ଧିରେ ଅଶାନ୍ତ ହେଉଛି ଭୋଟିଂ ଏରିଆ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଙ୍ଗା ଏବଂ ଅଶାନ୍ତି…