Love Relationରେ କାହିଁକି ସୃଷ୍ଟି ହୁଏ ଫାଟ? ଛୋଟ ଛୋଟ କଥାରେ ହୁଏ ମନମାଳିନ୍ୟ
ଓଡ଼ିଶା ଭାସ୍କର: ପ୍ରେମରେ ମନମାଳିନ୍ୟ ଓ ଛୋଟ ଛୋଟ ଝଗଡ଼ା ଲାଗି ରହିଥାଏ। ଏହି ସମ୍ପର୍କରେ ଆଗକୁ ବଢ଼ିବା ଯେତିକି ସହଜ ହୋଇଥାଏ ସମ୍ପର୍କକୁ ବାନ୍ଧିରଖିବା କଷ୍ଟକର ହେଇଯାଏ। ମାତ୍ର ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିଦେବା…