fbpx

ଆପଣଙ୍କ ଆଧାରରେ ଆଉ କେହି Sim Card ବ୍ୟବହାର କରୁଛନ୍ତି କି? କିପରି ଜାଣିବେ ଏବଂ କେମିତି କରିବେ ବ୍ଲକ୍

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାର କାର୍ଡ ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉଛି । ଏହାସହିତ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ରାସନ କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ…

(Video) ଏଇ ତ ମୋର ଶେଷ… IPLରୁ ବିଦାୟ ନେବେ କି ରୋହିତ? ଅଭିଷେକ ନାୟରଙ୍କ ସହ ଭିଡିଓ ଲିକ୍

ନୂଆଦିଲ୍ଲୀ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହାପୂର୍ବରୁ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।…

ଜାମିନ୍ ପରେ ବି କଟକଣାରେ ରହିବେ କେଜ୍ରିୱାଲ: ଏହିସବୁ କାମରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଙ୍ଗ ମାମଲାରେ ଜାମିନ୍ ପାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ନିର୍ବାଚନୀ ପ୍ରଚାର କରିବା ପାଇଁ ଆମ୍ ଆଦମୀ ପାର୍ଟିର ମୁଖିଆଙ୍କ ଅନ୍ତରୀଣ…

ଭାଗ ହୋଇଯିବ ମୁମ୍ବାଇ ଇଣ୍ଡିଆନ୍ସ! ରୋହିତ ଶର୍ମାଙ୍କ ସହ ସୂର୍ଯ୍ୟକୁମାର-ବୁମରାହଙ୍କ ବୈଠକ!

ନୂଆଦିଲ୍ଲୀ: ଆଇପିଏଲର ପ୍ଲେଅଫ ଦୌଡ଼ରୁ ବିଧିବଦ୍ଧ ଭାବେ ବାଦ ପଡ଼ିଛି ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ନିରାଶଜନକ ପ୍ରଦର୍ଶନ କରିଛି ୫ ଥରର ଚମ୍ପିଆନ୍ ଦଳ । ଚଳିତ ଆଇପିଏଲ ସିଜନରେ ପୂର୍ବତନ…

ମାଲକାନଗିରିରେ ବଦଳିଲା Voting Time: ଏହି ସମୟରେ ମତଦାନ କରିବେ ଭୋଟର

ଭୁବନେଶ୍ୱର: ଓଡ଼ିଶା ନିର୍ବାଚନ ମାହୋଲ ଏବେ ଚର୍ଚ୍ଚାର ବିଷୟ ରହିଛି । ଏହାଭିତରେ ମାଲକାନଗିରିରେ ମତଦାନ ସମୟକୁ ନେଇ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ନେଇ…

(Breaking News) ଆଜି ମୋଦୀଙ୍କ ମାରାଥନ୍ ପ୍ରଚାର: ୩ଟି ଜିଲ୍ଲାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶାର ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରୁ ବାହାରି ୩ଟି ଜିଲ୍ଲାରେ ଜନସମାବେଶ କରିବା ସହ ବିଜେପି ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଫୁଲବାଣୀ,…

(Video) ଗେରୁଆ ରଙ୍ଗରେ ଝଲସୁଛି ଜନପଥ… ମୋଦୀଙ୍କ ରୋଡ ସୋ’ରେ ଲୋକାରଣ୍ୟ: ଭୁବନେଶ୍ୱର ଦେଖିଲା ବିଜେପି ପାୱାର

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଦମଦାର ଟ୍ରେଲର ଦେଖାଇଛି ଭାରତୀୟ ଜନତା ପାର୍ଟି । ଭୁବନେଶ୍ୱରରେ ଫୁଟିଛି ପଦ୍ମ । ଗେରୁଆ ରଙ୍ଗରେ ଭରିଯାଇଛି ଜନପଥ, ସବୁଠି ପୁଷ୍ପବୃଷ୍ଟି ସାଙ୍ଗକୁ ବିଜେପିର ଜୟ ଜୟକାର ।…

ଶ୍ରୀଜୀଉଙ୍କ ରଥ କାଠ ଅନୁକୂଳ କିପରି ହୋଇଥାଏ ? ଜାଣନ୍ତୁ କାହିଁକି ସୁନା କୁରାଢୀରେ ରଥକାଠ ଅନୁକୂଳ ହୁଏ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏଥିପାଇଁ ଉତ୍ସବମୁଖର…

Big Breaking; ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ: ଚେନ୍ନାଇ ବିପକ୍ଷରେ ଗିଲ୍-ସୁଦର୍ଶନଙ୍କ ଦମଦାର ଶତକ

ନୂଆଦିଲ୍ଲୀ: ଅହମ୍ମଦାବାଦ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛି ଗୁଜୁରାଟ ଟାଇଟନ୍ସ । ଚେନ୍ନାଇର ସମସ୍ତ ବୋଲରଙ୍କୁ ଟାର୍ଗେଟ କରି ବ୍ୟାଟିଂ ଜାରି ରଖିଛନ୍ତି ଦଳର ଅଧିନାୟକ ଶୁଭମନ ଗିଲ୍…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: କିଛି ସମୟରେ ମୋଦୀଙ୍କ ମେଗା ରୋଡ୍ ସୋ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ବିଜେପିର ଧ୍ୱଜା ଉଡ଼ାଇବା ଲକ୍ଷ୍ୟରେ ଏକ ମେଗା ରୋଡ୍ ସୋ’ କରିବାକୁ ଯାଉଛନ୍ତି…