ବନ୍ଦ ହୋଇଯିବ ମହିଳାଙ୍କ ସ୍ପେଶାଲ ଯୋଜନା! ମିଳୁଥିଲା ଅନେକ ଲାଭ: ଇସାରା ଦେଲେଣି ସରକାର

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଥିବା ଏକ ସରକାରଙ୍କର ଏକ ସ୍ପେଶାଲ ଯୋଜନା ବନ୍ଦ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କମ୍ ସେଭିଙ୍ଗସରେ ମହିଳାଙ୍କୁ ଅଧିକ ଲାଭ ଏବଂ ଅଧିକ ରିଟର୍ଣ୍ଣ ଦେଉଥିବା ଏହି ସ୍କିମ ବନ୍ଦ କରିବା…

(Video) କାହିଁକି Hockey Indiaର ଜର୍ସିରୁ ହଟିଲା ‘Odisha’ ଲୋଗୋ? ପ୍ରାୟୋଜକ ଥାଇ ମଧ୍ୟ ରହିଲାନି ନାଁ…

ଓଡ଼ିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଭାରତ ବିଭିନ୍ନ ଖେଳରେ ନିଜ ପାରଦର୍ଶିତା ଦେଖାଉଛି । ବିଶେଷ କରି ଭାରତୀୟ ହକି ଦଳକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଅଷ୍ଟ୍ରେଲିଆକୁ ୫୨ ବର୍ଷ ପରେ ପରାସ୍ତ…

ତୁଣ୍ଡରେ ଶିବ, କାମରେ ହିଂସା… କାଉଡ଼ି ଯାତ୍ରାରେ ହତ୍ୟାର ଖେଳ: ଜଣେ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଶ୍ରାବଣ ମାସରେ ବାବା ଭୋଳାନାଥଙ୍କ ଜଳାଭିଷେକ କରିବା ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଭକ୍ତିରେ ଶିବ ନାମ ଗାଇ ଗାଇ ଆଗେଇ ଯାଉଛନ୍ତି ଶୈବଭକ୍ତ । କିନ୍ତୁ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦେଖିବାକୁ ମିଳିଛି…

(Video) ସଂଘର୍ଷ କରି ପାରିଲେନି ଶିବମ ଦୁବେ: ବ୍ୟାଟିଂ ବିପର୍ଯ୍ୟୟ ପାଇଁ ପ୍ରଥମ ଦିନିକିଆ ଟାଇ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ବିଜୟ ହାସଲ କରିବାରେ ବିଫଳ ହୋଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ କଡ଼ା ସଂଘର୍ଷ କରି ମଧ୍ୟ ଭାରତକୁ ବିଜୟ ଭେଟି ଦେଇ ପାରି ନାହାନ୍ତି ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ।…

EPFOର ବଦଳିଲା ନିୟମ; ଆପଣଙ୍କ PF ଆକାଉଣ୍ଟର ଟଙ୍କା ରହିବ ଆହୁରି ସୁରକ୍ଷିତ

ନୂଆଦିଲ୍ଲୀ: ଚାକିରିରୁ ଅବସର ପରେ କର୍ମଚାରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସରକାର କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ) ଆରମ୍ଭ କରିଛନ୍ତି । ପ୍ରତ୍ୟେକ ମାସ କର୍ମଚାରୀଙ୍କ ରୋଜଗାରର କିଛି ପ୍ରତିଶତ…

Olympics-2024; ହକିରେ ଭାରତର ବୃହତ୍ ବିଜୟ: ଅଷ୍ଟ୍ରେଲିଆକୁ ୩-୨ରେ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇଛି ଭାରତୀୟ ହକି ଦଳ । ଅଲିମ୍ପିକ୍ସରେ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ହକିରେ ଶେଷ ଗ୍ରୁପ ମ୍ୟାଚରେ ଅଷ୍ଟ୍ରେଲିଆକୁ…

SL vs IND; ଶ୍ରୀଲଙ୍କା ବିପକ୍ଷରେ କାହିଁକି ବାଦ୍ ପଡ଼ିଲେ ଋଷଭ? ପ୍ରଥମ ଦିନିକିଆରେ ରାହୁଲଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମ ଦିନିକିଆ ଖେଳୁଛି ଟିମ ଇଣ୍ଡିଆ । ତେବେ ମ୍ୟାଚରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ…

RAU’s ଏକାଡେମୀରେ ୩ ଛାତ୍ରଙ୍କ ମୃତ୍ୟୁ… ଏବେ ସିବିଆଇ କରିବ ଛାନଭିନ୍: ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଓଲ୍ଡ ରାଜେନ୍ଦ୍ର ନଗରର ରାଓ ଆଇଏଏସ ଏକାଡେମୀରେ ୩ ଜଣ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାକୁ ନେଇ ଏବେ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରମୃତ୍ୟୁ ଘଟଣାରେ…

(Video) ସରକାରଙ୍କ ଚେତାବନୀ, ଏହି କାମ ନ କଲେ କଟିଯିବ ରାସନ କାର୍ଡ, ମିଳିବନି ଚାଉଳ !

ଓଡ଼ିଶା ଭାସ୍କର: ରାସନ୍ କାର୍ଡଧାରୀମାନଙ୍କ ପାଇଁ ଏକ ବଡ଼ ଚେତାବନୀ ଜାରି କରିଛନ୍ତି ସରକାର । ସରକାରଙ୍କ ଏହି ଚେତାବନୀ ନ ମାନିଲେ ଖାଉଟି ତାଲିକାରୁ ହିତାଧିକାରୀଙ୍କ ନାଁ ସହିତ ରାସନ୍ କାର୍ଡ ମଧ୍ୟ ରଦ୍ଦ ହୋଇପାରେ ।…

(Video) BSNL ଲଞ୍ଚ୍ କଲା 5G Sim Card! ଏଣିକି ୟୁଜରଙ୍କୁ ମିଳିବ ଶସ୍ତା ପ୍ଲାନ, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ସମସ୍ତ ଘରୋଇ ଟେଲିକମ୍ ନେଟୱର୍କ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ BSNLକୁ ମନେ ପକାଇଛନ୍ତି ୟୁଜର । ତେବେ ଏହି କମ୍ପାନୀ ହାଇସ୍ପିଡ ଇଣ୍ଟରନେଟ ସୁବିଧା ନଥିବାରୁ ଏହାର ୟୁଜର ଖୁବ କମ୍ ରହିଛି ।…