ଦେଶରେ ପ୍ରଥମ Mobile Calling କରିଥିଲେ ଏହି ବ୍ୟକ୍ତି… Nokia ଥିଲା ପ୍ରଥମ ଫୋନ୍

ଓଡ଼ିଶା ଭାସ୍କର: ଆଜି ଜୁଲାଇ ୩୧ ତାରିଖ, ଭାରତ ପାଇଁ ଏକ ଖାସ୍ ଦିନ । କାରଣ ବିକାଶର ଆଉ ଏକ ନୂଆ ଅଧ୍ୟାୟ ମଧ୍ୟ ସାମିଲ ହୋଇଥିଲା । ଗୋଟିଏ ଜାଗାରେ ରହି ଅନ୍ୟ ଏକ ସ୍ଥାନରେ ଥିବା ସାଙ୍ଗ-ସାଥୀଙ୍କ ସହ ମୋବାଇଲ ଫୋନ୍ ଯୋଗେ…

Alcohol Massage; ଫେରାଇ ଦେବ ଯୁବାବସ୍ଥା, ଦେହରେ ଭରିବ ଶକ୍ତି: ଜାଣନ୍ତୁ ଏହାର ଅଦ୍ଭୁତ ଫାଇଦା

ଓଡ଼ିଶା ଭାସ୍କର: ଅତ୍ୟଧିକ ମଦ୍ୟପାନ କରିବା ଶରୀର ପାଇଁ କ୍ଷତିକାରକ, କିନ୍ତୁ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ବ୍ୟବହୃତ ହୋଇପାରେ । ତ୍ୱଚା ଓ କେଶରେ ମଦର ମସାଜ କରିବା ଦ୍ୱାରା ସେଥିରେ ଚମକ୍ ଆସିଥାଏ । ଏହା ସହ…

କୋଚିଂ ସେଣ୍ଟର ଉପରେ କଡ଼ା ଆକ୍ସନ… Basement ହେବ ସିଲ୍, ଘଟଣାସ୍ଥଳରେ MCD

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଯାଇଛି ବିରାଟ ଅଘଟଣ । କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ୩ ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଏହାପରେ ମାମଲା ଏବେ ସବୁଆଡ଼େ ହଲଚଲ…

କେବେ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ? କାଲି ଦିନ ୧୧ ଟାରେ ବସିବ ବୈଠକ!

ଓଡ଼ିଶା ଭାସ୍କର: ଦୀର୍ଘ ବର୍ଷର ଅପେକ୍ଷା ପରେ ଖୋଲିଛି ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ବାହାର କରିବା ପରେ ଏହାର ମରାମତି କାର୍ଯ୍ୟକୁ ନେଇ ଆଲୋଚନା ହେବ ।…

ସାରି ଦିଅନ୍ତୁ ସବୁ କାମ, ଅଗଷ୍ଟରେ ଏତିକି ଦିନ ଖୋଲିବନି ବ୍ୟାଙ୍କ: ସରକାର ଜାରି କଲେ ଛୁଟି ତାଲିକା

ଓଡ଼ିଶା ଭାସ୍କର: ଜୁଲାଇ ମାସ ଏବେ ସରିବାକୁ ଯାଉଛି । ଆଉ ଦିନ ୨ଟା ପରେ ଅଗଷ୍ଟ ମାସ ଆରମ୍ଭ ହୋଇଯିବ । ନୂଆ ମାସରେ ଅନେକ କିଛି ନୂଆ ନିୟମ ଦେଖିବାକୁ ମିଳିପାରେ । ଏହାବ୍ୟତୀତ ବ୍ୟାଙ୍କ ପାଇଁ ମଧ୍ୟ ଛୁଟି ତାଲିକା ଜାରି…

ପ୍ରଭୁ ଶିବଙ୍କ ପୂଜାରେ କାହିଁକି ଅର୍ପଣ ହୁଏନି ତୁଳସୀ? ଜାଣନ୍ତୁ ଭୋଳାବାବାଙ୍କ ପୂଜାର ବିଧି

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଶ୍ରଦ୍ଧାଳୁ ପୂଜା ସମୟରେ ନିଜର ଇଷ୍ଟଦେବଙ୍କୁ ତାଙ୍କ ମନ ପସନ୍ଦର ଜିନିଷ ଅର୍ପଣ କରି ବିଧି ଅନୁଯାୟୀ ପୂଜା କରିଥାନ୍ତି । କିନ୍ତୁ…

‘ଏସିଆ କୁଇନ୍’ ସାଜିଲା ଶ୍ରୀଲଙ୍କା: ଭାରତ ହାତରୁ ଖସିଗଲା ଅଷ୍ଟମ ଟାଇଟଲ

ନୂଆଦିଲ୍ଲୀ: ମହିଳା ଏସିଆ କପ୍-୨୦୨୪ର ଫାଇନାଲ ମ୍ୟାଚରେ ଭାଙ୍ଗିଯାଇଛି ସବୁ ଭାରତୀୟଙ୍କ ହୃଦୟ । ରୋହିତ ସେନା ଭାରତକୁ ଟି-୨୦ ବିଶ୍ୱକପ ଭେଟି ଦେବା ପରେ ହରମନପ୍ରୀତ କୌର ଏସିଆ କପ୍ ଆଣିବାରେ ସଫଳ ହେବେ ବୋଲି ଆଶା…

ଶ୍ରାବଣ ସୋମବାରରେ କେମିତି ମିଳେ ଭୋଳାବାବାଙ୍କ କରୁଣା? କରନ୍ତୁ ଏହିସବୁ ଉପାୟ, ମିଳିବ ସୁଫଳ…

ଭୁବନେଶ୍ୱର: ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କ ପୂଜା – ଆରାଧନା ଏବଂ ବ୍ରତ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶ୍ରାବଣ ସୋମବାରର ବ୍ରତ ଏବଂ ପୂଜା କରିଲେ ସୁଖ, ସୌଭାଗ୍ୟ, ଧନ ମିଳେ । ଏହା ସହ ସବୁ କଷ୍ଟ ଦୂର ହୋଇଯାଏ…

ଟିମ ଇଣ୍ଡିଆ ନଜରରେ Asia Cup ଟ୍ରଫି: ଫାଇନାଲରେ ଶ୍ରୀଲଙ୍କାକୁ ଦେଲା କଷ୍ଟସାଧ୍ୟ ଟାର୍ଗେଟ

ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପ୍ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଛି ଟିମ ଇଣ୍ଡିଆ । ଷ୍ଟାର କ୍ରିକେଟର…

ଅଲିମ୍ପିକ୍ସ-୨୦୨୪: ଇତିହାସ ରଚିଲେ ବଲରାଜ୍, ରୋଇଂ ଜଗତରେ M.S Dhoni…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇବା ଆରମ୍ଭ କରିଛନ୍ତି ଭାରତର ଆଥଲେଟ୍ । ବିଭିନ୍ନ କ୍ରୀଡ଼ାରେ ଭାରତ ପାଇଁ ଗୌରବ ଆଣିବାକୁ ଚାଲିଛି ମହାଯୁଦ୍ଧ । ତେବେ ଏହାଭିତରେ ସବୁଠାରୁ ଅଧିକ ଚର୍ଚ୍ଚାକୁ…