fbpx

(Video) ରିଙ୍କୁ ସିଂହ ପାଇଲେ ‘ବଡ଼ ସଫଳତା’: କିଙ୍ଗ କୋହଲି ଦେଲେ ସ୍ପେଶାଲ ଗିଫ୍ଟ

ନୂଆଦିଲ୍ଲୀ: ଆଇପିଏଲରେ ମ୍ୟାଚ ଯେତିକି ରୋମାଞ୍ଚ ଥାଏ ପଡ଼ିଆ ବାହାରେ ଖେଳାଳିମାନଙ୍କର ମସ୍ତି ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପ୍ରାୟତଃ ଖେଳାଳି ପରସ୍ପର ଭିତରେ ମସ୍ତି କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ…

ମିରଟରେ ୧ ଡର୍ଜନ EVM ମେସିନ୍ ଖରାପ: ନିର୍ବାଚନରେ ବିଜେପିରୁ ଲଢୁଛନ୍ତି ରାମାୟଣର ‘ରାମ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନରେ ଗାଜିଆବାଦ, ମିରଟ ଏବଂ ମଥୁରା ସମେତ ୮ଟି ଆସନ ପାଇଁ ଭେଟ ଗ୍ରହଣ ଜାରି ରହିଛି ।…

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ଟି ଲୋକସଭାରୁ ୭୫ ପ୍ରାର୍ଥୀ, ୨୮ଟି ବିଧାନସଭା ଆସନରେ ୪୮୩ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଯାଇଛି । ଏହି ପ୍ରକ୍ରିୟାରେ ରାଜ୍ୟର ୪ଟି ଲୋକସଭା ଆସନ ପାଇଁ କ୍ଷମୋଟ ୩୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ: ମେ’ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ବହୁଛି ନିର୍ବାଚନ ତାତି । ଓଡ଼ିଶା ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉତିବା ବେଳେ ନିର୍ବାଚନ କମିଶନ୍ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ…

ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ-ସିରାଜ: ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଆଇପିଏଲ ରୋମାଞ୍ଚ ଭିତରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଆଇସିସିର ଏହି ବଡ଼ ଇଭେଣ୍ଟ ପାଇଁ ଭାରତୀୟ ବୋର୍ହକୁ କିଛି କଠିନ ପଦକ୍ଷେପ ନେବାକୁ ପଡ଼ିପାରେ ।…

ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ମେଡିକାଲ ବୋର୍ଡ: AIIMSର ୫ ଡାକ୍ତର କରିବେ

ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥତା ଯୋଗୁଁ ଚିକିତ୍ସା ଖୋଜିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚେକ୍-ଅପ୍ ପାଇଁ ଗଠନ କରାଯାଇଛି ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ।…

Big Breaking; ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୨୦୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ । ଦେଶର ମୋଟ ୮୮ଟି ଲୋକସଭା…

ସରିନି ଖରାର ଉତ୍ତାପ: ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା!

ଭୁବନେଶ୍ୱର: ପ୍ରକୃତିର ତାଣ୍ଡବରେ କଲବଲ ହେଉଛି ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନକୁ ନେଇ ରେଡ ସିଗନାଲ ଦେଇଛି ହିଟୱେଭ । ଆଗକୁ ତାପମାତ୍ରା ଜାରି…

ବାପା-ମାଆଙ୍କ ପରେ ପିଲାଙ୍କ ହାତରେ ରାଜନୀତି ଡୋରୀ: କେନ୍ଦ୍ରାପଡ଼ାରେ ନେତାଙ୍କ ଉତ୍ତରାଧିକାରୀଙ୍କୁ ମିଳୁଛି ଟିକେଟ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ସାରା ଦେଶରେ ପରିବାରବାଦକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ । ଏହାର ଏକ ବେମାରି କେନ୍ଦ୍ରାପଡାକୁ ଘାରିଯାଇଛି । ଏହି…

ଦମଦାର ରେକର୍ଡରେ ‘କଳଙ୍କ’ ଲଗାଇଦେଲେ ଋଷଭ: ମୋହିତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ: କାଲି ଥିଲେ ଦଳର ସୁପରଷ୍ଟାର, କିନ୍ତୁ ଆଜି ମୁଣ୍ଡରେ ଲାଗିଛି କଳଙ୍କର ଚିହ୍ନ । ଗୁଜୁରାଟ ଟାଇଟନ୍ସର ସର୍ବଶ୍ରେଷ୍ଠ ବୋଲରଙ୍କୁ ଆଜି ବଦନାମ କରିଛି ଦିଲ୍ଲୀର ବ୍ୟାଟିଂ ଡିପାର୍ଟମେଣ୍ଟ । ଆଇପିଏଲ ଇତିହାସରେ…