ସରକାରୀ ଶିକ୍ଷକଙ୍କୁ ବଡ଼ ଖବର, Private Tuition କଲେ କାର୍ଯ୍ୟାନୁଷ୍ଠାନ… ନଜର ରଖିଛି ଶିକ୍ଷା ବିଭାଗ
ନୂଆଦିଲ୍ଲୀ: ସରକାରୀ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ଜାରି ହୋଇଛି କଟକଣା । ଏଣିକି ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ପାଠ ପଢାଇ ପାରିବେ ନାହିଁ ସରକାର ଶିକ୍ଷକ । ଏ ନେଇ କଟକଣା ଲାଗୁ ହେବା ପରେ ଶିକ୍ଷା ବିଭାଗର…