ଜାପାନ ନୁହେଁ, ଭାରତର ଏହି ସ୍ଥାନରେ ହୋଇଥିଲା ପରମାଣୁ ବିସ୍ଫୋରଣ! ଏବେ ବି ମିଳୁଛି ହାଡ଼ କଙ୍କାଳ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦେଶ ପରମାଣୁ ଅସ୍ତ୍ରରେ ସୁସଜ୍ଜିତ ହୋଇ ରହିଛନ୍ତି । କିନ୍ତୁ ଏହାର ବ୍ୟବହାର ସେତେଟା ସହଜ ନୁହେଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ବିନାଶକରୀ ରୂପ ଦେଖିଛି ସାରା…