fbpx

(Video) ତୁମେ ସବୁ ବସ, ଆଜି ମୁଁ ଗାଡ଼ି ଚଳେଇବି…. ମୁମ୍ବାଇ ବସ୍ ଡ୍ରାଇଭର ସିଟରେ ରୋହିତ ଶର୍ମା

ମୁମ୍ବାଇ: ଆଇପିଏଲ-୨୦୨୪ରେ ନିଜ ବିଜୟ ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ଟୁର୍ଣ୍ଣାମେଣ୍ଟରେ ଲଗାତାର ୩ଟି ପରାଜୟର ସାମନା କରିବା ପରେ ୨ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ହାର୍ଦ୍ଦିକ ସେନା । ତେବେ ଆଜି…

ପ୍ରକୃତି ନିଆଁରେ ଜଳୁଛି ଭୁବନେଶ୍ୱର: ୨.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରକୃତିର ଭୟଙ୍କର ନିଆଁ ଜଳୁଛଇ । ଦିନର ତାପମାତ୍ରା ଭୁବନେଶ୍ୱରକୁ ସବୁଠୁ ଉତ୍ତପ୍ତ ସହର ଭାବରେ ପରିଚୟ ଦେଇଛି । ଆଜି ଦିନ ୨.୩୦ ସୁଦ୍ଧା ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର…

ମାଳିକା ହେଲା ସତ! ପୃଥିବୀରୁ ଏହି ତାରିଖରେ ଲୋପ ପାଇବ ମଣିଷଜାତି: ଧ୍ୱଂସ ହେବ ପୃଥିବୀ

ନୂଆଦିଲ୍ଲୀ: ଡାଇନାସୋର ଭଳି ପୃଥିବୀରୁ ଲୋପ ପାଇଯିବ ମଣିଷ । ଯାହାକୁ ନେଇ ବୈଜ୍ଞାନିକମାନେ ତାରିଖ ବି ଆକଳନ କରିସାରିଛନ୍ତି । ପୃଥିବୀ ପୃଷ୍ଠରୁ ମଣିଷ ଲୋପ ପାଇଯିବା ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର…

Made For Each Other… ବିଶ୍ୱକପ ଟ୍ରଫି ସହ କ୍ୟାପଟେନ୍ ଧୋନୀ: ଫ୍ୟାନ୍ସଙ୍କର ମନେ ପଡ଼ିଲା ୨୦୧୧ ମୁହୂର୍ତ୍ତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ଏମ.ଏସ ଧୋନୀ ଭାରତକୁ ଅନେକ ସଫଳତା ଭେଟି ଦେଇଛନ୍ତି । ମାହିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଇସିସିର ୩ଟି ଯାକ ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇଛି । ତେବେ ୨୦୧୧…

Big Breaking; କଂଗ୍ରେସର ପ୍ରାର୍ଥୀ ଘୋଷଣା: ନିର୍ବାଚନରେ ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ…

(Video) ଯୁବରାଜଙ୍କ ରେକର୍ଡ ଭାଙ୍ଗି ଚୁରମାର: ୬ ବଲରେ ୬ ଛକା ମାରି ଇତିହାସ ଲେଖିଲେ ନେପାଳି ବ୍ୟାଟର

ନୂଆଦିଲ୍ଲୀ: ଟି-୨୦ କ୍ରିକେଟର ସବୁଠୁ ବଡ଼ ରେକର୍ଡ ଏବେ ଭାଙ୍ଗି ଚୁରମାର ହୋଇଛି । ପ୍ରଥମ ବ୍ୟାଟର ଭାବରେ ଟି-୨୦ ଇତିହାସରେ ଗୋଟିଏ ଓଭରରେ ୬ଟି ଛକା ମାରି ନୂଆ ରେକର୍ଡ କରିଥିଲେ ଯୁବରାଜ ସିଂହ । ୨୦୦୭ ମସିହାରେ ଏହି…

(Video) ଏ କି କାରନାମା? ମହିଳା ଟଏଲେଟରେ ପଶିଗଲେ ବିଜେପି ନେତା: ନିର୍ବାଚନ ପୂର୍ବରୁ ମାମଲା ଗରମ

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ଏବେ ପ୍ରତ୍ୟେକ ଦଳର ସମସ୍ତ ପ୍ରାର୍ଥୀଙ୍କ ଉପରେ ରହିଛି ଭୋଟରଙ୍କ ନଜର । ନେତା-ମନ୍ତ୍ରୀଙ୍କ କାଣ୍ଡ କାରନାମାକୁ ପରଖୁଛନ୍ତି ଜନତା ଜନାର୍ଦ୍ଦନ । ପ୍ରାର୍ଥୀଙ୍କୁ…

(Video) ସଜ ହେଉଛି ମଇଦାନ: ନିର୍ବାଚନରେ କାହାକୁ ସାରଥୀ କରିବ BJP? ଟାର୍ଗେଟରେ ଏହି ନେତାଙ୍କ ନାଁ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଚା' ଖଟିରେ ଆରମ୍ଭ ହୋଇଛି ଖଟଚମଟ । ବିଜେଡି-ବିଜେପି ଲଢେଇ ନିର୍ବାଚନର ମାହୋଲକୁ ଆହୁରି ସରଗରମ କରିଦେଇଛି । ତେବେ ଆଜି ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା…

Breaking News; ଭୀଷଣ ନିଆଁରେ ଜଳୁଛି ଚିଲିକା ନଳବଣ: ଜଳଚର ଜୀବ ପ୍ରଭାବିତ

ଟାଙ୍ଗୀ: ଚିଲିକା ନଳବଣରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ହୁତୁ ହୁତୁ ହୋଇ ନିଆଁରେ ଜଳୁଛି ଚିଲିକା ନଳବଣ । ଆଖପାଖରେ ଜୋରରେ ପବନ ବହୁଥିବାରୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ଚିଲିକାର କାଳୁପଡ଼ା ଜେଟି…

Agniveer Yojna ରଦ୍ଦ-ଯୁବବର୍ଗଙ୍କୁ ୫ ହଜାର କୋଟି: କୃଷକ, ମହିଳାଙ୍କ ପାଇଁ ବିକାଶ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । ଯୁବବର୍ଗଙ୍କ ମଧ୍ୟରେ ଏହାକୁ ନେଇ ଖୁବ କ୍ରେଜ ରହିଥିବା ବେଳେ ଅନେକ ସମୟରେ ଏହାକୁ ବିରୋଧ କରାଯାଉଛି । ତେବେ ଆଗାମୀ ଦିନରେ…