(Video) କୋର୍ଟରେ Butter Chicken ମାମଲା… କିଏ ଉଦ୍ଭାବନ କରିଥିଲେ ଏହି Item? ନିଷ୍ପତ୍ତି ନେବେ ବିଚାରପତି
ନୂଆଦିଲ୍ଲୀ: ସମସ୍ତଙ୍କ ପସନ୍ଦ ବଟର ଚିକେନ୍ । ପାଟିକୁ ଯାହା ଭଲ ଲାଗିଲା ତାହା ଆମେ ଖାଇ ଯାଉଛେ । ହେଲେ ପ୍ରଥମେ ସେହି ଖାଦ୍ୟ କିଏ ବନାଇଥିଲେ ସେ ବିଷୟରେ କେହି ଜାଣିବାକୁ ଚେଷ୍ଟା ବି କରନ୍ତି ନାହିଁ । କିନ୍ତୁ ଏବେ…