ସମୁଦ୍ର ପାଣି ଲୁଣିଆ କାହିଁକି? କିଏ ଦେଲା ଅଭିଶାପ? ଏହି କାରଣ ପାଇଁ ମଧୁରତା ହରାଇଲା ସମୁଦ୍ର
ନୂଆଦିଲ୍ଲୀ: ପ୍ରତିବର୍ଷ ୫ ଏପ୍ରିଲ୍ କୁ ଭାରତରେ ଜାତୀୟ ସାମୁଦ୍ରିକ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବାଣିଜ୍ୟ ଏବଂ ବିଶ୍ୱ ଅର୍ଥନୀତିରେ ସମୁଦ୍ରର ଗୁରୁତ୍ୱକୁ ପ୍ରତିପାଦିତ କରିବା…