fbpx

(Video) ଜନ୍ମଦିନ ହେଲା ଶେଷ ଦିନ… Birthday କେକ୍ ଖାଇ ଚାଲିଗଲା କୁନି ଝିଅର ଜୀବନ

ନୂଆଦିଲ୍ଲୀ: ଜନ୍ମଦିନର ସୁନ୍ଦର କେକ୍ କୁନି ଝିଅ ପାଇଁ ମୃତ୍ୟୁର କାରଣ ପାଲଟି ଯାଇଛି । ଜନ୍ମଦିନର ସବୁ ଖୁସି ମାତ୍ର କେଇଟା ମୁହୂର୍ତ୍ତରେ ଶୋକରେ ପରିଣତ ହୋଇଯାଇଛି । ହସ ଖୁସିରେ ଜନ୍ମଦିନ କେକ୍ କାଟି ଖୁସିରେ ଜନ୍ମଦିନ…

(Video) ୧୫୬ ସ୍ପିଡରେ ବୋଲିଂ, ୩ ୱିକେଟ… Limelightରେ ଡେବ୍ୟୁ ବୋଲର ମୟଙ୍କ

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଉପ-ଅଧିନାୟକ ନିକୋଲାସ ପୁରନଙ୍କ ନେତୃତ୍ୱରେ ଦଳ ସିଜନର ପ୍ରଥମ ବିଜୟ ହାସଲ କରିଛି । ପଞ୍ଜାବକୁ ୨୧ ରନରେ ମାତ୍ ଦେଇ ସୁପର…

୪୧ ଡିଗ୍ରୀ ଛୁଇଁଲା ମାଲକାନଗିରି: ୪/୫ ଦିନ ଆହୁରି ରହିବ ଗରମ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଟ୍ୱିନ ସିଟି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ…

ପଞ୍ଜାବ ଲଢେଇ ପୂର୍ବରୁ ସୁପର ଜିଆଣ୍ଟସକୁ ଝଟକା: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଜି ଆଇପିଏଲ ୨୦୨୪ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପଞ୍ଜାବ କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଏହି ମ୍ୟାଚ ପୂର୍ବରୁ ସୁପର ଜିଆଣ୍ଟସକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ଡାଭିଡ…

ସିନେ ଷ୍ଟାରଙ୍କ ବିନା ‘ଚମକ’ ହରାଉଛି ବିଜେଡି: କିଏ ପୂରା କରିବ ‘Mission-2024’?

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ପର କରି ଦେଇଛନ୍ତି ଅନେକ ଚିହ୍ନା ଚେହେରା । ଦିନେ ବିଜେଡିକୁ ଶକ୍ତିଶାଳୀ କରିଥିବା ବଡ଼ ବଡ଼ ନେତା ଆଜି ଦଳର ହାତ ଛାଡ଼ି ଦେଇଛନ୍ତି । ଜଣକ ପରେ ଜଣେ ସାଂସଦ ତଥା…

ବଡ଼ ଖବର; ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ମହାନ୍ତି: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି…

ଜୁଲାଇ ୭ ତାରିଖରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଜି ପ୍ରଥମ ପରିଚାଳନା ବୈଠକ

ପୁରୀ: ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥିପାଇଁ ଆଜି ପ୍ରଥମ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ପରିଚାଳନା ବୈଠକ ଜାରି ରହିଛି ।…

ବଡ଼ ଖବର BJDରୁ ଦୂରେଇ ଗଲେ ଆକାଶ ଦାସନାୟକ: ଦଳରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ ମସିହାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାସହିତ ବିଜେଡିର 'ମୋ…

ଏବେ ‘X’ରେ ଦେଖିବାକୁ ମିଳିବ Adult Content: ଯୋଜନା କରୁଛନ୍ତି ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ଏବେ ଆଉ ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି । ଏହି ଫିଚରରେ ୟୁଜରମାନେ ଆଡଲ୍ଟ କଣ୍ଟେଣ୍ଟ ଦେଖିପାରିବେ । ବିଶେଷ କରି ଏହା ୟୁଜର୍ସମାନଙ୍କୁ ଆଡଲ୍ଟ କଣ୍ଟେଣ୍ଟ ବା 'Not…

(Video) ସେଦିନ ନବୀନ, ଏବେ ଗମ୍ଭୀର… ‘ଦୋସ୍ତି’ର ନୂଆ କାହାଣୀ ଲେଖୁଛନ୍ତି ବିରାଟ: ଯୋଡ଼ି ସୁପରହିଟ

Virat Kohli ଆଇପିଏଲ ୨୦୨୪ରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । କେଉଁଠି ବନ୍ଧୁତାରେ ଫାଟ ସୃଷ୍ଟି ହେଉଛି ତ ଆଉ କେଉଁଠି ଦୀର୍ଘ ଦିନର ମତଭେଦରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ । ବର୍ତ୍ତମାନ ଆଇପିଏଲ ଆରମ୍ଭ ହୋଇ…