ଘୁଷୁରୀ କିଡନୀ ଲାଗିଥିବା ବ୍ୟକ୍ତିଙ୍କ ମୃତ୍ୟୁ: ଅପରେସନର ୨ ମାସ ପରେ ଆସିଲା ମରଣ
ନୂଆଦିଲ୍ଲୀ: ଘୁଷୁରୀ କିଡନୀ ନେଇ ଜୀବନଯାପନ କରୁଥିବା ଜଣେ ବ୍ୟକ୍ତି ଆଜି ମୃତ୍ୟୁବରଣ କରିଛନ୍ତି । ଆମେରିକାର ଜଣେ ବ୍ୟକ୍ତିଙ୍କ ଦେହରେ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିବା ବେଳେ ଅପରେସନର ୨ ମାସ ପରେ ଦେହତ୍ୟାଗ…