ପେଟରେ ଜମିଯାଏ ମଇଦା! Momos ପାଇଁ ହୋଇପାରେ ଭୟଙ୍କର ବିପଦ, ଜାଣନ୍ତୁ ରିପୋର୍ଟ
ଓଡ଼ିଶା ଭାସ୍କର: ମଇଦା କିମ୍ବା ଅଟା ଆମ ଜୀବନର ଏକ ମୁଖ୍ୟ ଖାଦ୍ୟ ସାମଗ୍ରୀ ପାଲଟି ସାରିଛି । କାରଣ ଅଧିକାଂଶ ଲୋକେ ଦିନକୁ ପ୍ରାୟ ଥରେ କି ୨ ଥର ରୁଟି ଖାଇଥାନ୍ତି । ଘର ଖାଇବା ହେଉ କି ବାହାରେ ଖାଇବା, ଅଟା ଏବଂ ମଇଦାର…