(Video) ବିଶ୍ୱକୁ ଘାରିଲା ନୂଆ Virus ଆତଙ୍କ! ଲ୍ୟାବରୁ ଚୋରି ହୋଇଗଲା Sample, କେତେ ଭୟଙ୍କର ଏହି ଭାଇରସ?

ଓଡ଼ିଶା ଭାସ୍କର: ମହାମାରୀ କରୋନା ଭଳି ପୁଣି ମୃତ୍ୟୁର ତାଣ୍ଡବ ରଚିବ ଆଉ ଏକ ଭାଇରସ । ସାରା ବିଶ୍ୱରେ ବଢିବାରେ ଲାଗିଛି ଏହି ନୂଆ ଘାତକ ଭାଇରସର ଭୟ । ଏକ ଲ୍ୟାବରୁ ଭାଇରସର ନମୁନା ଗାଏବ ହେବା ପରେ ଏହାକୁ ନେଇ ଆହୁରି ଭୟ…

(Video) ପ୍ରଭୁଙ୍କ ଲୀଳା ଅପାର! କୁକୁଡ଼ା କହୁଛି ଜୟ ଶ୍ରୀରାମ, ଜଗତର ନାଥ ଜଗନ୍ନାଥଙ୍କ ଆଗରେ ମୁଣ୍ଡ ନୂଆଇଁ ପ୍ରଣାମ କରୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ପରି ପଶୁ, ପକ୍ଷୀ, ସରିସୃପ, ବୃକ୍ଷଲତା ସମସ୍ତେ ସମାନ । ଯଦିଓ ମଣିଷକୁ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଇଥାଏ, ତେବେ ପଶୁ, ପକ୍ଷୀମାନେ ମଧ୍ୟ ସବୁ…

Xiaomi ଭାରତରେ ଲଞ୍ଚ କଲା ୩ଟି ୫ଜି ଫୋନ୍: Redmi Note 14 ସିରିଜରେ ଗ୍ରାହକଙ୍କୁ ମିଳିବ ଦମଦାର୍ ଫିଚର୍ସ

ନୂଆଦିଲ୍ଲୀ: ସାଓମୀ ଭାରତରେ ୩ଟି ୫ଜି ଫୋନ୍ ଲଞ୍ଚ କରିଛି । କମ୍ପାନୀ ଏହି ରେଡମି ନୋଟ ସିରିଜରେ ତିନୋଟି ସ୍ମାର୍ଟ ଫୋନ୍ ରେଡମୀ ନୋଟ ୧୪ ୫ଜି, ନୋଟ ୧୪ ପ୍ରୋ ୫ଜି ଓ ନୋଟ ୧୪ ପ୍ରୋ ପ୍ଲସ ୫ଜି’କୁ ଲଞ୍ଚ କରିଛି । ଏହି…

ଆମ ଆଖି କାହିଁକି ଲାଲ ପଡ଼େ? ଏହିସବୁ କାରଣ ପାଇଁ ବଢେ ଯନ୍ତ୍ରଣା, ଜାଣନ୍ତୁ ସବୁ ସମସ୍ୟା

ନୂଆଦିଲ୍ଲୀ: ବେଳେ ବେଳେ ନିଦରୁ ଉଠିବା ପରେ ଦେଖାଯାଏ ଯେ, ଆଖି ବହୁତ ଲାଲ୍ ପଡିଯାଇଛି କିମ୍ବା ଅଧିକ ଘଷିବା ଦ୍ୱାରା ଲାଲ୍ ହୋଇଯାଇଛି। ଏଭଳି ଅବସ୍ଥାରେ ଏକ ସାଧାରଣ ଅବସ୍ଥା ଏବଂ ନିଦ୍ରା ଅଭାବ ଏବଂ ଥକାପଣ ହେତୁ…

KKRର ଷ୍ଟାର କ୍ରିକେଟର, ଖେଳ ଛାଡ଼ି ହେବେ ‘ଡକ୍ଟର’… IPL-2025 ପାଇଁ ମିଳିଥିଲା ବଡ଼ ଆମାଉଣ୍ଟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ବଡ଼ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିଛି ପୂର୍ବତନ ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ । ରିଟେନସନ ପରେ ଅକ୍ସନରେ ମଧ୍ୟ ଅନେକ ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କରିଛି କୋଲକାତା । ତେବେ…

Drinks କରୁଥିଲେ ସାବଧାନ! ଭାଙ୍ଗିଯିବ ବାପା-ମା ହେବାର ସ୍ୱପ୍ନ, ଦେଖା ଦିଏ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର: ଆଲକହଲ୍ ବା ମଦ୍ୟପାନ ଆଜିକାଲି ସାଧାରଣ କଥା ହୋଇଗଲାଣି । ପାର୍ଟି ନାଁରେ ହେଉ କି କିଛି ସ୍ପେସାଲ୍ ଅକାଜେନ୍, ଲୋକେ ଟିକେ ମଜା କରିବାକୁ ପରସ୍ପରକୁ ଅଫର୍ କରନ୍ତି । ତେବେ ମଦ ପିଉଥିଲେ ସାବଧାନ! ଏହି…

WTC Final ରୁ କେତେ ଦୂରରେ ଭାରତ? ଅଧା ବାଟରେ ଅଟକିଛି ରୋହିତ ସେନା, ଜାଣନ୍ତୁ ସମୀକରଣ

ଓଡ଼ିଶା ଭାସ୍କର: ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଏହାର ରୋମାଞ୍ଚ ଶିଖରରେ ପହଞ୍ଚିଛି । ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି ଏକ ବଡ଼ ପରିବର୍ତ୍ତନ । ଦୀର୍ଘ ଦିନରୁ ଭାରତ ଶୀର୍ଷ ସ୍ଥାନ କବଜା…

SBIରେ ବମ୍ପର ନିଯୁକ୍ତି ସୁଯୋଗ: ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପଦ ପଦବୀରେ ନୂଆ ନିଯୁକ୍ତି କରିବ ଷ୍ଟେଟ ବ୍ୟାଙ୍କ । ଏ ନେଇ ନୋଟିଫିକେସନ ଜାରି ହୋଇସାରିଛି । ବ୍ୟାଙ୍କ…

ମାର୍କେଟକୁ ଆସୁଛି Robotuc Mouse: ବଞ୍ଚାଇବ ମଣିଷଙ୍କ ଜୀବନ, ଆହୁରି ଅନେକ କିଛି

ଓଡ଼ିଶା ଭାସ୍କର: ହାଇ ସ୍ପିଡରେ ଆଗକୁ ବଢୁଛି ଆଜିର ଟେକନୋଲୋଜି । ଅଧିକାଂଶ କାମ ଏବେ ଯନ୍ତ୍ରଚାଳିତ ଏବଂ ରୋବୋଟ ମାଧ୍ୟମରେ କରିବାରେ ସଫଳ ହୋଇଛି ମଣିଷ । ହ୍ୟୁମାନ୍ ରୋବୋଟର ଉଦ୍ଭାବନ ପରେ ମଣିଷ ପାଇଁ ଅନେକ କାମ ସହଜ…

Box Officeରେ ରାଜ୍ କରୁଛି ‘ପୁଷ୍ପାରାଜ୍’: Super Sundayରେ ରେକର୍ଡ ଭାଙ୍ଗିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ରିଲିଜ ହେବା ଦିନରୁ ବକ୍ସ ଅଫିସରେ ଦମଦାର ଇନକମ୍ କରିବାରେ ଲାଗିଛି ‘ପୁଷ୍ପା-୨’ । ସାଉଥ ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନୂଆ ଫିଲ୍ମ ପୁଷ୍ପା-୨ ସମସ୍ତଙ୍କୁ ପସନ୍ଦ ଆସିଛି । ସିନେମା ହଲରେ ଗୋଟିଏ ପରେ…