fbpx

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ: କାମ ଥିଲେ ଏବେ ହିଁ ସାରି ଦିଅନ୍ତୁ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ସେପ୍ଟେମ୍ବର ମାସ । ତେବେ ଏହି ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଥିଲେ ଏହାକୁ ଯଇାଶୀଘ୍ର ସାରି ଦିଅନ୍ତୁ । ନଚେତ୍ ବ୍ୟାଙ୍କରେ ସମୟ ପାଇବା କଷ୍ଟସାଧ୍ୟ ହୋଇପଡ଼ିବ ।…

୧୨୦ ବର୍ଷରେ ସବୁଠୁ ଶୁଖିଲା ଅଗଷ୍ଟ: କାହିଁକି ହେଉନି ବର୍ଷା?

ନୂଆଦିଲ୍ଲୀ: ମୌସୂମୀ ବିଭାଗର ରିପୋର୍ଟ ଅନୁସାରେ, ଚଳିତବର୍ଷର ବର୍ଷା ସାରା ଦେଶବାସୀଙ୍କୁ ହତାଶ କରିଛି । ୧୨୦ ବର୍ଷ ମଧ୍ୟରେ ଚଳିତବର୍ଷର ଅଗଷ୍ଟ ମାସ ଅଧିକ ଶୁଷ୍କ ଭାବରେ ରେକର୍ଡ କରାଯାଇଛି । ୧୯୦୧ ମସିହା ପରେ…

ଆଜିଠାରୁ ମିଳିବ ବିଶ୍ୱକପ ଟିକେଟ: କେବେ, କେଉଁଠି ଏବଂ କେଉଁ ମ୍ୟାଚ ପାଇଁ ମିଳିବ ଟିକେଟ ଜାଣନ୍ତୁ…

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ଏଥିପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ତେବେ ସେମାନଙ୍କ ପାଇଁ ଆଜି ଏକ ଖୁସି ଖବର ଆସିଛି ।…

କାହିଁକି ଚନ୍ଦ୍ରଯାନରେ ଦିଆଯାଇଛି ସୁନେଲି ପ୍ଲେଟ? ଚନ୍ଦ୍ରପୃଷ୍ଠରେ କିପରି ସାହାଯ୍ୟ କରୁଛି ଏହି ଆସ୍ତରଣ

ନୂଆଦିଲ୍ଲୀ: ଯେବେଠାରୁ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚିଛି ସେବେଠାରୁ ଚନ୍ଦ୍ରଯାନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଚନ୍ଦ୍ରଯାନରେ ଲାଗିଥିିବା ସୁନା ଭଳି ଆସ୍ତରଣକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ…

ODI WC-2023 ପରେ ଅବସର ନେବେ ଅଧିନାୟକ ରୋହିତ? ବଡ଼ ସଂକେତ ଦେଲେ ହିଟମ୍ୟାନ୍…

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏହି ଇଭେଣ୍ଟ । ଭାରତୀୟ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖୁବ…

(Video) ପୃଥିବୀ ଓ ଚନ୍ଦ୍ରର ମାଟିରେ କ’ଣ ଥାଏ ଫରକ? ରୋଭର ‘ପ୍ରଜ୍ଞାନ’ ଦେଲା ଉତ୍ତର

ଇତିହାସ ରଚିଛି ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ବିଶ୍ୱ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁର ମାଟି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ଲାଣ୍ଡର ବିକ୍ରମ । ଏହାର ଭୂପୃଷ୍ଠ ତଳେ ୧୦…

ଆଉ ଫିଲ୍ମ କରିବେନି ସନ୍ନି ଦେଓଲ: ‘ଗଦର-୨’ର ସଫଳତା ପରେ ନିଜେ କଲେ ଘୋଷଣା

ମୁମ୍ବାଇ: ରିଲିଜ ହେବା ଦିନରୁ ବକ୍ସ ଅଫିସରେ ରାଜ୍ କରୁଛି ସନ୍ନି ଦେଓଲ ଅଭିନୀତ ‘ଗଦର-୨’ । ଅକ୍ଷ୍ର କୁମାରଙ୍କ ‘ଓଏମଜି-୨’କୁ ପଛରେ ପକାଇ ସୁପରହିଟ ସାବ୍ୟସ୍ତ ହୋଇଛି ଏହି ଚଳଚ୍ଚିତ୍ର । ବର୍ତ୍ତମାନ ସୁଦ୍ଧା ଏହି…

କାହିଁକି ପାଳନ ହୋଇଥାଏ ଜାତୀୟ କ୍ରୀଡ଼ା ଦିବସ? କିଏ ମେଜର ଧ୍ୟାନଚାନ୍ଦ, ଜାଣନ୍ତୁ ସବୁକିଛି

ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା…

କେନ୍ଦ୍ର ସରକାର ବିହାର ସରକାର ମୁହାଁମୁହିଁ: ସୁପ୍ରିମକୋର୍ଟରେ ନୂଆ ପ୍ରମାଣପତ୍ର ଦାଖଲ

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ନେଇମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଏବଂ ବିହାର ସରକାର । ବିହାରର ଜାତିଗତ ସର୍ବେକ୍ଷଣ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାୟର କରିଛନ୍ତି ।…

ଖାଲଢିପ ମାନୁନି ‘ପ୍ରଜ୍ଞାନ’: ଏକ ବଡ଼ ବିପଦରୁ ଚନ୍ଦ୍ରଯାନକୁ ରକ୍ଷା କରିଦେଲା ଲାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରଠାରୁ ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଜହ୍ନ ରାଇଜ ସାରା ଘୁରି ବୁଲୁଛନ୍ତି । ଆଗେ ଆଗେ ରୋଭର ‘ପ୍ରଜ୍ଞାନ’ ଯାଉଥିବା ବେଳେ ଲାଣ୍ଡର ବିକ୍ରମ ତାକୁ ବାଟ ଦେଖାଇ ଚାଲିଛି ।…