କାହିଁକି ଆସୁନି ସୁଭଦ୍ରା ଟଙ୍କା? ଏହି ଭୁଲ ଥିଲେ ମିଳିବନି ୫୦୦୦, ପ୍ରକୃତ ସମସ୍ୟା କହିଦେଲେ ଉପ-ମୁଖ୍ୟମନ୍ତ୍ରୀ
ଓଡ଼ିଶା ଭାସ୍କର: ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ୨୪ ତାରିଖ ଏହି ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ସରକାର । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ…