ଖୋଜୁଛି ମାଟି, ଝୁରୁଛି ବାରବାଟୀ…. ଆଜି ଶେଷକୃତ୍ୟ, ରାଷ୍ଟ୍ରୀୟ ସମ୍ମାନରେ ବାହୁଡ଼ିବେ ସମୀର ଦେ’

ଓଡ଼ିଶା ଭାସ୍କର: ମାଟିର ଗର୍ବ ଆଉ ଗାଁର ପୁଅକୁ ହରାଇ କାନ୍ଦି ଉଠିଛି କଟକ ସହର । ଝୁରୁଛି ବାରବାଟୀର ଦୁର୍ଗ, ଡାକୁଛି ବାରବାଟୀ ଷ୍ଟାଡିୟମ୍, କିନ୍ତୁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ସମୀର ଆଜି ସ୍ମୃତିର ପୁସ୍ତକଟିଏ…

କମ ବୟସରେ ମଧ୍ୟ ହୋଇପାରେ Heart Attack! ଜାଣନ୍ତୁ କିପରି ନେବେ ହୃଦୟର ଯତ୍ନ

ଓଡ଼ିଶା ଭାସ୍କର: ବୟସ ବଢ଼ିବା ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢ଼ିଥାଏ । ତେବେ କମ ବୟସରୁ ଏକ ସୁସ୍ଥ ଜୀବନଶଶୈଳୀ ଗ୍ରହଣ କରି ଏହି ରୋଗରୁ ଆପଣ ରକ୍ଷା ପାଇପାରିବେ । ପୂର୍ବ କାଳରେ ବୟସ୍କ ଏବଂ ବୃଦ୍ଧମାନେ ହୃଦରୋଗ ତଥା…

Xiaomi ଆଣିଲା HyperOS 2.0: ପୁଣି ମିଳିବ ନୂଆ AI ଫିଚର: କେଉଁ ଫୋନରେ ମିଳିବ ସୁବିଧା?

ଓଡ଼ିଶା ଭାସ୍କର: Xiaomi ତରଫରୁ ରୋଲ ଆଉଟ ହୋଇଛି ନୂଆ ଅପରେଟିଙ୍ଗ ସିଷ୍ଟମ HyperOS 2.0 । ୟୁଜରମାନଙ୍କ ଏକ୍ସପେରିଏନ୍ସକୁ ଆହୁରି ମଜାଦାର କରିବା ପାଇଁ Xiaomi ନୂଆ ଫିଚର ସାମିଲ କରିବାକୁ ଯାଉଛି । Xiaomi ଏହି ନୂଆ…

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଯିବେ ପୂଜାରା: ଟେଷ୍ଟ ସିରିଜରେ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଛି । ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଉଭୟଙ୍କ…

ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅସୀମା: କହିଲେ କିଛି ଶୁଣୁନି ପୋଲିସ…

ଭୁବନେଶ୍ୱର: ପୋଲିସ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଲିଉଡ ଗାୟିକା ଅସୀମା ପଣ୍ଡା । ସହାୟତା ପାଇଁ ଫୋନ୍ କଲେ ପୋଲିସ କିଛି ଶୁଣୁନି ବୋଲି ଅଭିଯୋଗ କରିଛନ୍ତି ଅସୀମା । ମହିଧରପୁର ବିଟ୍ ହାଉସ ଏବଂ…

WAR-STREE ମହାମିଳନ! ହ୍ରିତିକଙ୍କ ସିନେମାରେ ଏଣ୍ଟ୍ରି କରିବେ ଶ୍ରଦ୍ଧା, War II କରିବ ଧମାକା…

ଓଡ଼ିଶା ଭାସ୍କର: ବଲିଉଡରେ ଧମାକା କରିବାକୁ ଯାଉଛି ୟଶ ରାଜ ଫିଲ୍ମସ । ସ୍ପାଏ ୟୁନିଭର୍ସକୁ ନେଇ ପ୍ଲାନ କରୁଛି ୨ଟି ବଡ଼ ବଡ଼ ଖତରନାକ ସିନେମା । ହ୍ରିତିକ ରୋଶନଙ୍କ ‘ୱାର-୨’ ସହିତ ‘ଅଲଫା’ ଖୁବଶୀଘ୍ର ବଡ଼ ପରଦାରେ ଏଣ୍ଟ୍ରି…

କାନ ପାଇଁ ମୁଣ୍ଡରେ ହୁଏ ଅସହ୍ୟ ଯନ୍ତ୍ରଣା: କମିଯାଏ ଶ୍ରବଣ ଶକ୍ତି, ଏହିସବୁ ଜିନିଷକୁ କରନ୍ତୁନି ଅଣଦେଖା

ଓଡ଼ିଶା ଭାସ୍କର: କାନ ଆମ ଶରୀରର ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ ଅଙ୍ଗ । ମସ୍ତିଷ୍କ ସହିତ କାନ ସଂଲଗ୍ନ ହୋଇଥିବାରୁ ଏହାର ମସ୍ତିଷ୍କ ପରିଚାଳନା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପର୍ଣ୍ଣ ଭୂମିକା ରହିଛି । କାନ ହେଉଛି ଶରୀରର ଏକ…

IPL-2025; ୨୦୪ ଖେଳାଳିଙ୍କ ଉପରେ ବର୍ଷିବ ୬୪୧ କୋଟି: ଏହିସବୁ ଖେଳାଳିଙ୍କ ଉପରେ ରହିବ ସବୁ ଦଳର ନଜର

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଆସନ୍ତା ୨୪-୨୫ ତାରିଖରେ ହେବ ମେଗା ଅକ୍ସନ । ଏଥିପାଇଁ ୧୫୭୪ ଜଣ ଖେଳାଳି ନାମ ପଞ୍ଜିକରଣ କରିଥିବା ବେଳେ ୧୦୦୦ ଜଣ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ତେଣୁ ମେଗା…

‘ସାଉଥ ସୁନ୍ଦରୀ’ଙ୍କୁ ଗିରଫ କଲା ପୋଲିସ: ବିବାଦୀୟ ବୟାନ ଦେଇ ଥିଲେ ଚର୍ଚ୍ଚାରେ

ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ସିନେ ଦୁନିଆର ସୁନ୍ଦରୀ ହିରୋଇନ୍ ଏବେ ପୋଲିସ କବଜାରେ । ବିବାଦୀୟ ବୟାନ ଦେବା ପରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି । ତେଲୁଗୁ କମ୍ୟୁନିଟି ବିପକ୍ଷରେ ବୟାନ ଦେବା ପରେ ଏହାକୁ…

ପେନସନ ଭୋଗୀଙ୍କ ପାଇଁ ନୂଆ ନିୟମ: ଏଣିକି କରିବାକୁ ପଡ଼ିବ ଏହି କାମ, ନଚେତ୍ ମିଳିବନି ଟଙ୍କା

ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରୀ ଅଫିସରମାନଙ୍କ ପାଇଁ ବଡ଼ ଖବର । ପେନସନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ପେନସନ ପାଇବା ପୂର୍ବରୁ ଆଉ ଏକ ବଡ଼ କାମ କରିବାକୁ ହେବ । ନଚେତ୍ ଟଙ୍କା ପାଇବାରୁ ବଞ୍ଚିତ ହେବେ…