ପେନସନ ଭୋଗୀଙ୍କ ପାଇଁ ନୂଆ ନିୟମ: ଏଣିକି କରିବାକୁ ପଡ଼ିବ ଏହି କାମ, ନଚେତ୍ ମିଳିବନି ଟଙ୍କା
ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରୀ ଅଫିସରମାନଙ୍କ ପାଇଁ ବଡ଼ ଖବର । ପେନସନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ପେନସନ ପାଇବା ପୂର୍ବରୁ ଆଉ ଏକ ବଡ଼ କାମ କରିବାକୁ ହେବ । ନଚେତ୍ ଟଙ୍କା ପାଇବାରୁ ବଞ୍ଚିତ ହେବେ…