କିଡନୀ-ହାର୍ଟ ରୋଗ ଦୂର କରେ ଏହି ଫଳ: ଗର୍ଭବତୀଙ୍କ ପାଇଁ ମଧ୍ୟ ହୋଇଥାଏ ବେଶ୍ ଉପକାରୀ
ଓଡ଼ିଶା ଭାସ୍କର: ଫଳ ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ତେବେ ଏପରି ମଧ୍ୟ କୁହାଯାଏ ଯେ କିଛି ଫଳ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପରେ । ତାହେଲେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା । ସେହି ସବୁ ଫଳ ମଧ୍ୟରେ…