ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ପ୍ରସନ୍ନ? ଆର୍ଥିକ ସଂକଟରୁ ମିଳିବ ମୁକ୍ତି, ବଢିବ ଯଶ
ଓଡ଼ିଶା ଭାସ୍କର: କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପାଳନ କରାଯାଏ । ବିଶେଷକରି ହିନ୍ଦୁଧର୍ମର ଲୋକମାନେ ବର୍ଷାସାରା ଏହି ଉତ୍ସବକୁ ଅପେକ୍ଷା କରି ରହିଥାନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଦୀପାବଳୀର…