ଉପକୂଳରେ ମାଡ଼ ହେଲା ‘ଦାନା’, ତାଣ୍ଡବ ପ୍ରକ୍ରିୟା ଆରମ୍ଭ… ଲ୍ୟାଣ୍ଡଫଲ ସମୟରେ ଶୁଭୁଛି ଭୟଙ୍କର ଶବ୍ଦ
ଓଡ଼ିଶା ଭାସ୍କର: ବାତ୍ୟା ‘ଦାନା’ ସ୍ଥଳଭାଗରେ ପହଞ୍ଚିବା ପରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମୁଦ୍ର ଭିତରେ ୧୩ କିଲୋମିଟର ବେଗରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ବାତ୍ୟା ସ୍ଥଳଭାଗ ଛୁଇଁବା ସହିତ ଓଡିଶାରେ…