ନ୍ୟୁଜିଲାଣ୍ଡ ବିପକ୍ଷରେ ‘ସୁନ୍ଦର’ ବୋଲିଂ: ୱାଶିଂଟନଙ୍କ ଖାତାରେ ୭ଟି ସଫଳତା, ଅଶ୍ୱୀନଙ୍କୁ ୩

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଦୁର୍ବଳ ବୋଲିଂ ୟୁନିଟ ପାଇଁ ଟ୍ରୋଲ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚରେ ନିଜର ଦମ୍ ଦେଖାଇଛି । ଷ୍ଟାର…

‘ଦାନା’ ଦେଖାଉଛି ଦାନବ ରୂପ! ମାଡ଼ି ଆସୁଛି ସମୁଦ୍ର, ମଝି ସମୁଦ୍ରରୁ ଗାଏବ ହୋଇଗଲା ଟ୍ରଲର

ଓଡ଼ିଶା ଭାସ୍କର: ସ୍ଥଳ ଭାଗକୁ ମାଡ଼ିଆସୁଛି ଭୀଷଣ ବାତ୍ୟା । ଆସୁଛି ବାତ୍ୟା ‘ଦାନା’ । ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି ବାତ୍ୟା । ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ପ୍ରଳୟ ରଚିବ…

୩ଟି ଜିଲ୍ଲାରେ ବ୍ୟତ୍ୟାର ଅଧିକ ପ୍ରଭାବ ପଡ଼ିବ: ୧୦୦-୧୨୦ କି.ମି ବେଗରେ ବହିପାରେ ପବନ, ଆସିବ ଉଚ୍ଚ ଜୁଆର

ଓଡ଼ିଶା ଭାସ୍କର: ଲ୍ୟାଣ୍ଡଫଲ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲାଣି ବାତ୍ୟା ‘ଦାନା’ । ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ସୁଦ୍ଧା ଏହି ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହା…

କିଭଳି ବାତ୍ୟା ନିଏ ଭୟଙ୍କର ରୂପ? ଅକ୍ଟୋବର ମାସରେ ହିଁ ସୃଷ୍ଟି କରେ ମହାପ୍ରଳୟ: ଜାଣନ୍ତୁ କାହିଁକି

ଓଡ଼ିଶା ଭାସ୍କର: ସାମୁଦ୍ରିକ ଜଳରାଶି ଉପରେ କୌଣସି ବାଧାବିଘ୍ନ ନଥିବାରୁ ବାୟୁ ପ୍ରବାହର ବେଗ ସବୁବେଳେ ୬୦-୭୦ କି.ମି. ପାଖାପାଖି ରହିଥାଏ । ତେବେ ବାୟୁ ପ୍ରବାହର ବେଗ ଘଣ୍ଟା ପ୍ରତି ୬୫-୭୫ କି.ମି.ରୁ ବୃଦ୍ଧିି ପାଇଲେ…

କେମିତି ସୃଷ୍ଟି ହୁଏ ବାତ୍ୟା? ଏହି ସ୍ଥାନରୁ ହୁଏ ବାତ୍ୟାର ଜନ୍ମ, ପାଲଟିଯାଏ ମହାବାତ୍ୟା

ଓଡ଼ିଶା ଭାସ୍କର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଆଡକୁ ମୁହାଁଇଛି । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା…

କେଉଁ ଜିଲ୍ଲାକୁ କେତେ ବିପଦ ‘ଦାନା’? ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା, ବଢିବ ପବନର ବେଗ

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଅଭିମୁଖେ ଧୀରେ ଧୀରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଗୁରୁବାର (୨୪ ତାରିଖ) ସନ୍‌ଧ୍ୟାରୁ ଶୁକ୍ରବାର (୨୫ ତାରିଖ) ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।…

(Video) ବଦଳିଗଲା ଆକାଶର ରଙ୍ଗ, ଦେଲାଣି ଭୟଙ୍କର ସଂକେତ… ସାଂଘାତିକ ରୂପରେ ଆସୁଛି ‘ଦାନା’: ଗର୍ଜନ କରୁଛି ସମୁଦ୍ର

ଓଡ଼ିଶା ଭାସ୍କର: ସାରା ଓଡ଼ିଶା ପାଇଁ ଧୀରେ ଧୀରେ ନିକଟତର ହେଉଛି ବାତ୍ୟା ବିପଦ । ଯାହା ପୂର୍ବରୁ ବିଭିନ୍ନ ପ୍ରକାର ଏବେ ଆଭାସ ଦେଖାଗଲାଣି । ବାତ୍ୟା କେତେ ଯେ ଭୟଙ୍କର ହେବ, ସେ ନେଇ ଲୋକଙ୍କ ଭିତରେ ଛନକା ପଶିଲାଣି ।…

ଅଶାନ୍ତ ହେଲାଣି ସମୁଦ୍ର, ବଢୁଛି ପବନର ବେଗ…. କେତେ ଦୂରରେ ହେଲାଣି ‘ଦାନା’?

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଆଡ଼କୁ ତୀବ୍ର ଗତିରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭିତରକନିକା-ଧାମରା ମଧ୍ୟରେ ଏହି ବାତ୍ୟା ଲ୍ୟଣ୍ଡଫଲ କରିବ ବୋଲି ପାଣିପାଗ ସୂଚନା ଦେଇଛି । ତେବେ ସ୍ଥଳଭାଗରୁ ଆଉ ୪୦୦ କିଲୋମିଟର…

ଆସୁଛି ‘ଦାନା’, ରୁହନ୍ତୁ ସାବଧାନ୍: ବାତ୍ୟା ସମୟରେ କ’ଣ କରିବେ କ’ଣ ନ କରିବେ, ଜାଣି ନିଅନ୍ତୁ 

ଓଡ଼ିଶା ଭାସ୍କର: ମାଡି ଆସୁଛି ବାତ୍ୟା 'ଦାନା'  । ୨୪ ତାରିଖ ରାତିରୁ ୨୫ ତାରିଖ ପୂର୍ବାହ୍ନ ମଧ୍ୟରେ ଏହା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । କିନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ…

RCBରେ କିଏ ହେବ ନୂଆ Captain ? କେଉଁ ଖେଳାଳିଙ୍କୁ ରିଟେନ୍ କରିବ ବେଙ୍ଗଲୁରୁ, ଦେଖନ୍ତୁ ଲିଷ୍ଟ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ଦଳର ରିଟେନ୍ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସବୁଠୁ ଚର୍ଚ୍ଚାରେ ରହିଛି ବିରାଟ…