fbpx

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ବଢିବ GDP Rate: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୪- ୨୫ରେ ଭାରତର ବାସ୍ତବ ଜିଡିପି ୬.୫ ରୁ ୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ମହାମାରୀରୁ ଦ୍ରୁତ ଗତିରେ ପୁନରୁଦ୍ଧାର କରିଥିଲା ଏବଂ ଆରô୍ଥକ ବର୍ଷ ୨୦୨୩-୨୪ରେ…

ଆଜି ମୋଦୀ ୩.୦ରେ ପ୍ରଥମ Budget: ଭାରତ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍? ଜାଣନ୍ତୁ Time Table

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ପ୍ରଥମ ସାଧାରଣ ବଜେଟ । ତେବେ ଏହି ବଜେଟ ପୂର୍ବରୁ ସରକାରଙ୍କ ପାଇଁ…

୬ ଜିଲ୍ଲାକୁ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶ୍ରାବଣ ମାସରେ ଲାଗି ରହିଛି ଧାରା ଶ୍ରାବଣ । ବିଭିନ୍ନ ସ୍ଥାନରେ ଶ୍ରାବଣର ବର୍ଷାରେ ଭିଜୁଛି ଓଡ଼ିଶା । ତେବେ ଏହାମଧ୍ୟରେ ଆସନ୍ତା ୩ ଘଣ୍ଟା ପାଇଁ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟ…

Indian Railwayରେ ବମ୍ପର ନିଯୁକ୍ତି ସୁଯୋଗ: ୮ ହଜାରରୁ ଅଧିକ ପଦରେ ଚାକିରି, କେବେ କରିବେ ଆବେଦନ?

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଖୁବଶୀଘ୍ର ରେଲୱେର ଏକ ବଡ଼ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ…

ସରକାର ଦେବେ ମାଗଣା ବିଜୁଳି: ଏହିମାନଙ୍କୁ ମିଳିବ ସୁବିଧା… ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଆସନ୍ତାକାଲି ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହାପୂର୍ବରୁ ସରକାର ସାଧାରଣ ଲୋକଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୋସିଆଲ…

(Video) Bullet Raja… ୪ ବର୍ଷରେ ବୁଲେଟ ଚଳାଉଛି ବାଳକ: ହାଇ ସ୍ପିଡରେ ଚାଲୁଛି Royal Enfield Classic 350 Bike

ଓଡିଶା ଭାସ୍କର: ଦକ୍ଷିଣ ଭାରତ, କେରଳ ରାଜ୍ୟରେ ଏକ ଭିଡିଓ ଇଣ୍ଟରନେଟକୁ ଖୁବ ଆକର୍ଷିତ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ଜଣେ ଚାରି ବର୍ଷର ବାଳକ ଅସାଧାରଣ ମୋଟରସାଇକେଲ ଚଲାଇବା ଦକ୍ଷତା ହେତୁ ସେ ଖୁବ ପ୍ରଶଂସା…

ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଅବସର: ବିଶ୍ୱକପ ଦଳରେ ଥିଲେ ସାମିଲ

ନୂଆଦିଲ୍ଲୀ: କିଛି ଦିନ ଭିତରେ ଭାରତୀୟ କ୍ରୀଡ଼ା ଜଗତରେ ଅନେକ ଖେଳାଳି ଅବସର ଘୋଷଣା କରିଛନ୍ତି । କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳି ବିରାଟ କୋହଲି ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାପରେ…

ଗିରଫ ହେଲେ ରାହତ ଫତେହ ଅଲି ଖାନ୍: ଦୁବାଇ ଏୟାରପୋର୍ଟରୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: 'ତେରି ଆଖୋଁ କି ଦରିୟା କା ଉତରନା ଭି ଜରୁରୀ ଥା...' ବହୁ ଲୋକପ୍ରିୟ ହାସଲ କରିଥିବା ଏହି ଗୀତର ଗାୟକଙ୍କୁ ଗିରଫ କରିଛି ପୋଲିସ । ପାକିସ୍ତାନର ସୁପରଷ୍ଟାର ସିଙ୍ଗର ରାହତ ଫତେହ ଅଲି ଖାନଙ୍କୁ ପୋଲିସ ଗିରଫ…

(Video) କାହିଁକି ଯାଆନ୍ତି ବୋଲବମ ଯାତ୍ରା? ଯାତ୍ରାରେ କାଉଡିଆ କାହିଁକି ପିନ୍ଧନ୍ତି ଗେରୁଆ ବସ୍ତ୍ର ? ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡିଆ…

ଓଡ଼ିଶା ଭାସ୍କର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରିବାକୁ କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଉଛନ୍ତି । ଗେରୁଆ ବସ୍ତ୍ର ପିନ୍ଧି ବର୍ଷା ଏବଂ ଖରାକୁ ଖାତିର ନକରି ଖାଲି…

ବଡ଼ ଖବର; Expired ଔଷଧ ଖାଇ ୩୦ରୁ ଅଧିକ ସ୍କୁଲ ପିଲା ଅସୁସ୍ଥ

ପାରାଦୀପ: ଏକ୍ସପାୟାରୀ ଔଷଧ ଖାଇବା ପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅଠରବାଙ୍କୀ ଅଞ୍ଚଳରେ ଏକ ସ୍କୁଲରେ ଏକ୍ସପାୟାରୀ ମେଡିସିନ ଖାଇବା ପରେ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦେହ ଖରାପ ହୋଇ…