fbpx

OCA ଛାଡ଼ିଲେ ଶୁଭ୍ରାଂଶୁ ସେନାପତି: ଓଡ଼ିଶା ପାଇଁ ଖେଳିବେନି ଦଳର ଅଧିନାୟକ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା କ୍ରିକେଟ ଟିମ୍ ଅଧିନୟକ ଶୁଭ୍ରାଂଶୁ ସେନାପତିଙ୍କୁ ହରାଇଛି ଓସିଏ । ଏଣିକି ଆଉ ଓଡ଼ିଶା ପାଇଁ କେଳିବେ ନାହିଁ ଶୁଭ୍ରାଂଶୁ । ଓଡ଼ିଶା କ୍ରିକେଟ…

‘ଦୋକାନରେ Name Plate’ ଆଦେଶ ଉପରେ ସୁପ୍ରିମ ରାୟ: ନୂଆ ନିୟମ ପରେ ୩ ରାଜ୍ୟକୁ ଶକ୍ତ ଝଟକା

ନୂଆଦିଲ୍ଲୀ: କାଉଡ଼ିଆଙ୍କ ଯାତ୍ରାରେ ରୁଟରେ ଥିବା ସମସ୍ତ ଖାଦ୍ୟ-ପେୟ ଦୋକାନରେ ନେମ୍-ପ୍ଲେଟ ଲଗାଇବା ନିର୍ଦ୍ଦେଶକୁ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶରେ ଦୋକାନ ସାମନାରେ ସମସ୍ତ ଦୋକାନୀ ନିଜ ନାମ…

SL vs IND; ପ୍ରସ୍ତୁତ ହେଲା ଗମ୍ଭୀର ସେନା: ଶ୍ରୀଲଙ୍କା ସିରିଜରେ ଦୁଇ ପୁରୁଣା ସାଥୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଟିମରେ ଏବେ ବଡ଼ ପରିବର୍ତ୍ତନ ହୋଇଛି । ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍  ପଦରୁ ବିଦାୟ ନେବା ପରେ ଗୌତମ ଗମ୍ଭୀର ନୂଆ କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି । ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି…

ଟିମ ଇଣ୍ଡିଆର ନୂଆ ବୋଲିଂ କୋଚ୍! ଶ୍ରୀଲଙ୍କା ଗସ୍ତ ପାଇଁ ଏହି ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ ଇଣ୍ଡିଆ ଏକ ପରିବର୍ତ୍ତନ ସ୍ତିତିରେ ରହିଛି । ଦଳର କୋଚ୍, ଅଧିନାୟକ ସମେତ ସପୋର୍ଟ ଷ୍ଟାଫ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । ତେବେ ଭାରତୀୟ ଦଳରେ ମୁଖ୍ୟ କୋଚ୍ ଏବଂ ଟି-୨୦ରେ ନୂଆ ଅଧିନାୟକ…

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର: ଭୋଳାନାଥଙ୍କୁ କେମିତି କରିବେ ପ୍ରସନ୍ନ? ଜାଣନ୍ତୁ ପୂଜାବିଧି

ଓଡ଼ିଶା ଭାସ୍କର: ପୂରା ଶ୍ରାବଣ ମାସ ଜପ, ତପ ଓ ଧ୍ୟାନ ପାଇଁ ଉତ୍ତମ ହୋଇଥାଏ, କିନ୍ତୁ ଏହାର ସୋମବାରର ବିଶେଷ ମହତ୍ତ୍ୱ ରହିଛି । ସୋମବାର ଦିନ ଚନ୍ଦ୍ର ଗ୍ରହର ଦିନ ହୋଇଥାଏ ଓ ଚନ୍ଦ୍ରର ନିୟନ୍ତ୍ରକ ହୋଇଥାନ୍ତି ଭଗବାନ ଶିବ…

IND vs PAK; ଭାରତ-ପାକ୍ ଖେଳିବେ T-20 ସିରିଜ? ବଡ଼ ପ୍ଲାନ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିରେ ଭାରତର ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ସେପଟେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ଯୋଜନା କରୁଛି ।…

Big Breaking ନିୟମିତ ଯାଞ୍ଚ ହେବ ସ୍କୁଲ ବସ୍: ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସ୍କୁଲ ବସ୍ ପାଇଁ ଆସିଲା ନୂଆ ନିୟମ । ଏଣିକି ନିୟମିତ ଭାବରେ ସ୍କୁଲ ବସ୍ ର ଅଗ୍ନି ନିରାପତ୍ତା ନିୟମ ଯାଞ୍ଚ କରାଯିବ । ଏଥିରେ ଖିଳାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ…

ଭକ୍ତି ନାଁରେ ଗୁଣ୍ଡାଗର୍ଦ୍ଦି… କାଉଡ଼ି ଯାତ୍ରାରେ ବୁଲିଲା ଖଣ୍ଡା: ଆକ୍ରମଣ ଘଟଣାରେ ୪ କାଉଁଡ଼ିଆ ଗିରଫ

ନୂଆଦିଲ୍ଲୀ: ଶ୍ରାବଣ ମାସକୁ ଧର୍ମର ମାସ ବୋଲି କୁହାଯାଏ । କାଉଡ଼ି ଯାତ୍ରାରେ ଯାଇ ପ୍ରଭୁ ଭୋଳାନାଥଙ୍କ ଜଳାଭିଷେକ କଲେ ପାପକ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏଥର ଶ୍ରାବଣର ପ୍ରଥମ ସୋମବାର ପୂର୍ବରୁ ହିଁ…

ସରକାର ଦେବେ Free Internet? ସବୁ ୟୁଜରଙ୍କ ପାଇଁ ବଡ଼ ନିଷ୍ପତ୍ତି… ଜାଣନ୍ତୁ ଚର୍ଚ୍ଚାର ବିଷୟ

ନୂଆଦିଲ୍ଲୀ: ମୋବାଇଲ ରିଚାର୍ଜ ପ୍ଲାନ ବଢିବା ପରେ ଲୋକଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଏୟାରଟେଲ ଏବଂ ଜିଓ ନେଟୱର୍କ ୟୁଜର କମ୍ପାନୀ ଉପରେ ଖୁବ ଅସନ୍ତୋଷ ଜାହିର କରିଛନ୍ତି । ଏହାଭିତରେ…

ଚାଲିବନି FaceBook କି Whatsapp… ଇଣ୍ଟରନେଟ୍ ଉପରେ ଲାଗିଲା ବ୍ୟାନ୍: ଆଲର୍ଟ ମୋଡରେ ପ୍ରଶାସନ

ନୂଆଦିଲ୍ଲୀ: ଇଣ୍ଟରନେଟ ସେବା ବନ୍ଦ, ଫେସବୁକ୍-ହ୍ୱାଟ୍ସଆପ୍ ସବୁ ବନ୍ଦ । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବେ ଆଲର୍ଟ ମୋଡରେ ରହିଛି । ତେଣୁ ଗୋଟିଏ ଦିନ ପାଇଁ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି…