fbpx

(Photos) ବିଶ୍ୱର ସବୁଠୁ ବଡ଼ ସୁନାମୁଦି… ଓଜନ-ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍: କେଉଁଠି ଅଛି?

ନୂଆଦିଲ୍ଲୀ: ସୁନାର ଚମକ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ । କିନ୍ତୁ ଅନେକ କିଛି ସୁନାର ଜିନିଷ ରହିଛି, ଯାହାକୁ କିଣିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ଆଉ କିଛି ସୁନା ବିକ୍ରି ହେବା ମଧ୍ୟ ସମ୍ଭବ…

ଭୁବନେଶ୍ୱରର ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମୁନାଇଜେସନ କ୍ଲିନିକ ଉଦଘାଟିତ

ଭୁବନେଶ୍ୱର: ମଣିପାଲ ହସ୍ପିଟାଲ, ଭୁବନେଶ୍ୱର ଆରମ୍ଭ କରିଛି ନୂତନ ଆଡଲ୍ଡ ଇମୁନାଇଜେସନ କ୍ଲିନିକ୍‌, ଫାଇଜର ଲିମିଟେଡ଼ର ସହଭାଗିତାରେ ଏହି ପଦକ୍ଷେପ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇ…

ବାଣ ଫୁଟାଇବାକୁ ମନା… ଆଜି ନୀଳାଦ୍ରି ବିଜେ ପହଣ୍ଡି ବେଳେ ଶ୍ରୀମନ୍ଦିରରେ କଟକଣା

ପୁରୀ: ପିବତ୍ର ରଥଯାତ୍ରାର ସମସ୍ତ ନୀତିକାନ୍ତି ଶେଷ ହୋଇଛି । ଆଜି ରଥାରୂଢ ଚତୁର୍ଦ୍ଧାମୂରତୀ ପୁଣିଥରେ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମନ୍ଦିରରେ ବଡ଼ ଠାକୁରାଣୀ ମହାବାହୁଙ୍କ ଉପରେ ରୋଷ କରି ରହିଛନ୍ତି ।…

(Video) ଭିତର ରତ୍ନ ଭଣ୍ଡାରରେ ରହିଛି ଖଣ୍ଡା ଓ ତଲୱାର! ମିଳିଲା ରାଜ ରାଜୁଡା ଅମଳର ଯୁଦ୍ଧ ସାମଗ୍ରୀ

ଓଡ଼ିଶା ଭାସ୍କର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଗୁମର । ରତ୍ନଭଣ୍ଡାର ଭିତରେ ମେଞ୍ଚା ମେଞ୍ଚା ବିଷଧର ସାପ ରହିଥିବା ଆଲୋଚନା ହେଉଥିଲା । ଏହାବ୍ୟତୀତ ରତ୍ନଭଣ୍ଡାରକୁ…

ନୀଳକନ୍ଦରକୁ ଫେରିବେ ନୀଳମଣି: ରାଗିଛନ୍ତି ଲକ୍ଷ୍ମୀ ସାଆନ୍ତାଣୀ, ରସଗୋଲାରେ ମାନଭଞ୍ଜନ କରିବେ ଚିତ୍ତଚୋର

ଓଡ଼ିଶା ଭାସ୍କର: ସରିଲା ଚଳିତ ବର୍ଷ ରଥଯାତ୍ରା। ୧୨ ଦିନର ଲୀଳାଖେଳା ପରେ ନୀଳକନ୍ଦରକୁ ଫେରିଯିବେ ନିଳାଦ୍ରୀନାଥ। ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା…

ଇଏ କି ଅନ୍ଧବିଶ୍ୱାସ? ମୁଣ୍ଡରୁ ବାହାରିଲା ୭୩ଟି Injection ଛୁଞ୍ଚି: ଫୋଡ଼ିଥିଲା ତାନ୍ତ୍ରିକ

ବଲାଙ୍ଗୀର: ବିଜ୍ଞାନ ଆଜି ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁୁ ମିଳିଛି ଅନ୍ଧବିଶ୍ୱାସର ଭୟାନକ ଦୃଶ୍ୟ । ଜଣେ ଯୁବତୀଙ୍କୁ ସୁସ୍ଥ କରିବାକୁ କହି ତାଙ୍କ ମୁଣ୍ଡରେ ୭୩ଟି ଇଞ୍ଜେକସନ୍…

Asia Cup-2024ରେ ବିଗ୍ ଫାଇଟ: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, କ’ଣ ରହିବ ପ୍ଲେଇଙ୍ଗ-୧୧?

ନୂଆଦିଲ୍ଲୀ: ଆଜି ମହିଳା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

Big Breaking; ଅରିନ୍ଦମ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ: ଅନୁପମ ସାହା ଅତିରିକ୍ତ ସଚିବ

ଭୁବନେଶ୍ୱର: ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । କଟକର ଜିଲ୍ଲାପାଳ ଭାବରେ ଦାୟିତ୍ୱ ତୁଲାଉଥିବା ଅରିନ୍ଦମ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ…

(Video) ମାତ୍ର ୫ ଟଙ୍କାରେ JIO ଦେଉଛି ବୁଷ୍ଟର ପ୍ଲାନ୍: ଅନଲିମିଟେଡ୍ କଲିଂ ସହ ପାଇବେ ଡାଟା ସୁବିଧା

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ(Relience JIO)ର ରିଚାର୍ଜ ପ୍ଲାନ ବୃଦ୍ଧିକୁ ନେଇ ୟୁଜରଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ନିକଟରେ JIO ନିଜର ପ୍ରିପେଡ ଏବଂ ପୋଷ୍ଟପେଡ୍ ସମସ୍ତ ରିଚାର୍ଜ ପ୍ଲାନ ବୃଦ୍ଧି କରିଛି ।…

ଚାକିରି କ୍ଷେତ୍ରରେ ରହିବନି Reservation: ପ୍ରାଇଭେଟ ଚାକିରିରେ ୧୦୦% ସଂରକ୍ଷଣ ନିଷ୍ପତ୍ତିରେ ରୋକ

ନୂଆଦିଲ୍ଲୀ: କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଏବେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରାଇଭେଟ ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ୧୦୦% ରିଜର୍ଭେସନ୍ ଦେବାର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସରକାର । ଏହି…