fbpx

ODI ସିରିଜ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା! ଶ୍ରୀଲଙ୍କା ଗସ୍ତ ପୂର୍ବରୁ ନେଲେ ବ୍ରେକ, କିଏ ହେବେ ଅଧିନାୟକ?

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବ । କିନ୍ତୁ ଏହାପୂର୍ବରୁ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା…

ସୁପ୍ରିମକୋର୍ଟକୁ ନୂଆ ବିଚାରପତି ନିଯୁକ୍ତି: ସ୍ୱାଧୀନ ଭାରତରେ ଏହି ରାଜ୍ୟରୁ ପ୍ରଥମ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦୁଇ ଜଣ ନୂଆ ବିଚାରପତିଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ଜଷ୍ଟିସ କୋଟିଶ୍ୱରଏବଂ ଜଷ୍ଟିସ ଆର. ମାଧୱନ ସୁପ୍ରିମକୋର୍ଟରେ ନୂଆ ବିଚାରପତି ଭାବରେ…

ଭଡ଼ାଟିଆଙ୍କ ପାଇଁ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ: ଘରଭଡ଼ା ନଦେଲେ ବି ହେବନି ପୋଲିସ କେସ୍!

ଓଡ଼ିଶା ଭାସ୍କର: ପାଠପଢା ହେଉ କି ଚାକିରି, ଘର ଛାଡ଼ି ବାହାରେ ରହୁଥିବା ଲୋକମାନଙ୍କୁ ଭଡ଼ାଘର ହିଁ ସାହା ଭରଷା । ବର୍ତ୍ତମାନ ସମୟରେ ଘରଭଡ଼ା ମହଙ୍ଗା ହେବା ପରେ ଏମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଅନେକ ସମୟରେ ଘରଭଡ଼ା…

IPL-2025 କୁ ଫେରିବେ ‘କୋଚ୍ ଦ୍ରାବିଡ’! ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କୋଚ୍ ଭାବରେ ମିଳିପାରେ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ରିକି ପଣ୍ଟିଂଙ୍କୁ କୋଚ୍ ପଦବୀରୁ ହଟାଇଛି । ତେଣୁ ଆଗାମୀ ସିଜନ ପାଇଁ ଦଳକୁ ଜଣେ ନୂଆ କୋଚ୍ ସନ୍ଧାନରେ ରହିଛି ଦିଲ୍ଲୀ । ଏହାଭିତରେ ଭାରତର ଟି-୨୦…

(Video) ୩ ମାସର ମାଗଣା ରିଚାର୍ଜ ଦେବ Jio! ଅନନ୍ତଙ୍କ ବିବାହ ପାଇଁ ଗ୍ରାହକଙ୍କ ଉପହାର… ଜାଣନ୍ତୁ ସତ୍ୟତା

ଓଡ଼ିଶା ଭାସ୍କର: ରିଲାଏନ୍ସ ଜିଓ ପୁଣିଥରେ ଆରମ୍ଭ କରିବ ମାଗଣା ରିଚାର୍ଜ ପ୍ଲାନ । ୟୁଜରମାନଙ୍କୁ ମାଗଣାରେ ୩ ମାସ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ଲାନ କରୁଛି ଜିଓ । ଅନଲିମିଟେଡ କଲ୍ ସାଙ୍ଗକୁ ଡାଟା…

Big Breaking; ୨୧ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା: ୮୩ କେନ୍ଦ୍ରରେ ୯୭୨ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୨୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ…

ସବୁ ଝିଅଙ୍କୁ ସରକାର ଦେବେ ୫ ହଜାର ଟଙ୍କା: ଗ୍ରାମାଞ୍ଚଳର ଝିଅଙ୍କ ବିକାଶ ପାଇଁ ନୂଆ ଯୋଜନା

ନୂଆଦିଲ୍ଲୀ: ଦେଶରେ ଯୁବତୀ ତଥା ମହିଳାଙ୍କ ବିକାଶ କ୍ଷେତ୍ରରେ ବେଶ୍ ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାର । ମହିଳାଙ୍କ ବିକାଶଧାରାକୁ ଆଗେଇବା ପାଇଁ ସରକାର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି । ଏହି ଯୋଜନାରେ…

ମାତ୍ର ୪୮ ଘଣ୍ଟା ଭିତରେ ଘରକୁ ଆସିବ LPG ଗ୍ୟାସ୍ ସିଲିଣ୍ଡର: ବିଳମ୍ବ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଭାସ୍କର: ଏଣିକି ଅର୍ଡର କରିବାର ମାତ୍ର ୪୮ ଘଣ୍ଟା ବା ୨ ଦିନ ଭିତରେ ଘରେ ଗ୍ୟାସ୍ ସିଲିଣ୍ଡର ପହଞ୍ଚିବ । ଏଥିରେ ଖିଲାପ ହେଲେ, କିମ୍ବା ୨ ଦିନରୁ ଅଧିକ ବିଳମ୍ବ ହେଲେ, କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ…

୧୦ ମିନିଟରେ ଘରେ ପହଞ୍ଚିବ ମଦ ସାଙ୍ଗକୁ ‘ଚାଖଣା’: Home Delivery କରିବେ ସ୍ୱିଗି-ଜୋମାଟୋ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଏବଂ ଗ୍ରସରୀ ଡେଲିଭରୀ ସମସ୍ତଙ୍କ ଡେଲୀ ଲାଇଫଷ୍ଟାଇଲକୁ ଆହୁରି ସହଜ କରିଦେଇଛି । ସ୍ୱିଗି-ଜୋମାଟୋ ଏବଂ ବିଗ୍ ବାସ୍କେଟ ଭଳି ଅନଲାଇନ୍ ପ୍ଲାଟଫର୍ମରେ କେବଳ ଖାଦ୍ୟ ଜିନିଷ ନୁହେଁ, ଏଣିକି…

ସ୍କୁଲରେ ବନ୍ଦ ହେବ ‘Attendance’: ଶିକ୍ଷକଙ୍କ ବିରୋଧ ପରେ ସରକାରୀ ବିଦ୍ୟାଳୟ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ଶିକ୍ଷକମାନଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ସ୍କୁଲରେ ଆଟେଣ୍ଡାନ୍ସ ବା ଉପସ୍ଥାନ ବ୍ୟବସ୍ଥା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ…