fbpx

ଶାରୀରିକ ସମ୍ବନ୍ଧରୁ ବୃଦ୍ଧି ପାଏ ଆୟୁଷ: ରକ୍ତଚାପ, ହାର୍ଟ ଆଟାକ କମିବା ସହ ମିଳିଥାଏ ଏହିସବୁ ଫାଇଦା… କହୁଛି ରିସର୍ଚ୍ଚ

ଓଡ଼ିଶା ଭାସ୍କର: ମଣିଷ ଜନ୍ମ ନେଇଛି, ଦିନେ ନା ଦିନେ ନିଶ୍ଚିତ ମୃତ୍ୟୁବରଣ କରିବ । ମଣିଷ ଜନ୍ମ ପରେ କିଛି ବର୍ଷ ଅତିକ୍ରାନ୍ତ ହୋଇ ବୃଦ୍ଧାବସ୍ଥାରେ ପହଞ୍ଚିଥାଏ । ମଣିଷର ବୟସ ଉପରେ ଉପରେ କାହାର ନିୟନ୍ତ୍ରଣ ନଥାଏ ।…

ଟି-୨୦ କ୍ରିକେଟରୁ ଅବସର ପରେ ବଦଳିଲା ରୋହିତଙ୍କ DP: ୩ ଘଣ୍ଟାରେ ମିଲିୟନ୍ ଲାଇକ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ସହ ବିରାଟ ମଧ୍ୟ ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେବେ ଚମ୍ପିଆନ୍ ହେବା ପରେ ଭାରତୀୟ ଦଳ ଦେଶକୁ ଫେରି…

ମହାକୁମ୍ଭରେ ବାବାଙ୍କ ଏଣ୍ଟ୍ରି ଉପରେ ଲାଗିବ ବ୍ୟାନ୍? ତାଲିକା କରୁଛି ଆଖଡ଼ା ପରିଷଦ

ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ-୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଶାସନ ସହିତ ଅଖିଳ ଭାରତୀୟ ଆଖଡ଼ା ପରିଷଦ ମଧ୍ୟ ଏହି ପ୍ରସ୍ତୁତିରେ ସାମିଲ ହୋଇଛି । ଏହାମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆଖଡ଼ା…

ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ୍ ସହିଦ, ୬ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ପୁଣିଥରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ । ଏହି ଆକ୍ରମଣରେ ୪ ଜଣ ବୀର ଯବାନ୍ ସହିଦ ହୋଇଛନ୍ତି । ଏହାବ୍ୟତୀତ ୬ ଜଣ ଯବାନ୍ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି । ଆତଙ୍କବାଦୀ…

Cancer ରୋଗ ଭଲ କରିବ ‘ଜେନିକ୍’: ନୂଆ ମେଡିସିନ୍ ଉଦ୍ଭାବନ କରୁଛି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଏବେ ଖୁବ ସହଜରେ ହେବ କ୍ୟାନସର ଭଳି ବଡ଼ ରୋଗର ଚିକିତ୍ସା । କ୍ୟାନ୍ସର ରୋଗ ବିରୋଧରେ ଲଢିବା ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରୁଛି ଭାରତୀୟ କମ୍ପାନୀ । ସୁଲଭ ମୂଲ୍ୟରେ ଔଷଧ ବ୍ୟବହାର କରିର ବ୍ଲଡ କ୍ୟାନସର…

BCCI ସଚିବ ପଦରୁ ଇସ୍ତଫା ଦେବେ ଜୟ ଶାହ! କ’ଣ ରହିଛି ଏହାର ବଡ଼ କାରଣ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଜୟ ଶାହ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଜାଣିବାକୁ ମିଳିଛି । ଆଗାମୀ ଦିନରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲର…

PM Kisaan ଯୋଜନାରେ ମିଳିବ ୮ ହଜାର ଟଙ୍କା! ବଜେଟରେ କୃଷକଙ୍କୁ ମିଳିବ ବଡ଼ ଉପହାର

ନୂଆଦିଲ୍ଲୀ: ମୋଦୀ ୩.୦ରେ କୃଷକଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ମୋଦୀ ପ୍ରଥମେ କୃଷକଙ୍କ ଫାଇଲରେ ଦସ୍ତଖତ କରିଥିଲେ । ତେଣୁ ଆଗାମୀ ଦିନରେ କୃଷକଙ୍କୁ…

୧୨୫ କୋଟି ବାଣ୍ଟିନେଲା ଟିମ ଇଣ୍ଡିଆ: ରୋହିତ-ବିରାଟଙ୍କୁ ମିଳିଲା ଏତିକି ଟଙ୍କା, ୭ ଖେଳାଳି ମ୍ୟାଚ ନ ଖେଳି କୋଟିପତି

ଓଡ଼ିଶା ଭାସ୍କର: ଅପରାଜୟ ରହି ଟି-୨୦ ବିଶ୍ୱକପ ଉପରେ କବଜା କରିଛି ଟିମ ଇଣ୍ଡିଆ । ବିଶ୍ୱକପ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୧୭ ବର୍ଷ ପରେ ଏହି ଟାଇଟଲ ହାସଲ କରିଛି ରୋହିତ ସେନା । ଏହାପରେ ଭାରତୀୟ ଦଳ…

ଭୁଲ ମାନିଲା NTA… ନିଟ୍ ପରୀକ୍ଷାରେ ଲିକ୍ ହୋଇଥିଲା ପ୍ରଶ୍ନପତ୍ର: ଏବେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍-ୟୁଜି ୨୦୨୪ ମାମଲାକୁ ନେଇ ଅଧିକ ଯାଚିକା ଉପରେ ଶୁଣାଣି ଜାରି ରଖିଛନ୍ତି ସୁପ୍ରିମକୋର୍ଟ । ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଏକ ବଡ଼ ଶୁଣାଣି ଆସିପାରେ…

ନୂଆ ‘ଦଳ’ ଗଢୁଛନ୍ତି ନବୀନ ପଟ୍ଟନାୟକ: ବିଜେଡି ପଦାଧିକାରୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବଡ଼ ପରାଜୟର ସାମନା କରିଛି ବିଜୁ ଜନତା ଦଳ । ୨୪ ବର୍ଷର ଶାସନ ପରେ ପ୍ରଥମ ଥର ପରାସ୍ତ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଜି ପବିତ୍ର ରଥଯାତ୍ରାରେ ପୂର୍ବତନ…