fbpx

(Video) କିଏ ହେବେ ଭାରତର ଅଧିନାୟକ? ପୁଣିଥରେ ଚମ୍ପିଆନ୍ ହେବ ଟିମ ଇଣ୍ଡିଆ… କହିଲେ ଜୟ ଶାହା

ନୂଆଦିଲ୍ଲୀ: ୧୧ ବର୍ଷ ପରେ ଭାରତକୁ ବିଶ୍ୱ ଚମ୍ପିଆନ୍ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏମ.ଏସ ଧୋନୀଙ୍କ ପରେ ପ୍ରଥମ ଟି-୨୦ ବିଶ୍ୱକପ ଜିତାଇଛନ୍ତି ରୋହିତ । କିନ୍ତୁ ଚମ୍ପିଆନ୍ ମୁକୁଟ…

ବଡ଼ ଖବର… ଲକ୍ଷେ ଓଡ଼ିଆଙ୍କୁ ଚାକିରି ଦେବେ ରାଜ୍ୟ ସରକାର! ଓଡ଼ିଶାରେ ନିଯୁକ୍ତି ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର ।…

ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା: ସାମିଲ ହେଲେ କୋରେଇ ବିଧାୟକ ଆକାଶ ଦାସନାୟକ

କୋରେଇ: କୋରେଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଦା ରାଧାରମଣ ହାଇସ୍କୁଲ୍‌ରେ ଶନିବାର ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ତୃପତ ଶେଖର ସ୍ବାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।…

ଜିମ୍ବାୱେ ଦେଖିଲା ଭାରତର ଅସଲ ରୂପ: ଅଭିଷେକଙ୍କ ‘ଶତକ’ରେ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ଖେଳାଳି ଏବେ ନିଜ ଫର୍ମକୁ ଫେରିଛନ୍ତି । ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡଙ୍କ ଧୂଆଁଦାର ବ୍ୟାଟିଂ ପରେ…

(Video) ମଞ୍ଚରେ ରାଷ୍ଟ୍ରପତି, ତଳେ ନବୀନ ପଟ୍ଟନାୟକ… ସଭାକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶା ଦେଖିଲା ନୂଆ…

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେଓଡ଼ିଶାବାସୀ ଦେଖିଛନ୍ତି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ଘଟଣା । ପ୍ରଥମ ଥର ନବୀନ ପଟ୍ଟନାୟକଙ୍କ ବିନା ହେଉଛି ସଭା । ରଥଯାତ୍ରାରେ ସାଧାରଣ ଜନତା ଭାବରେ ପହଞ୍ଚିଛନ୍ତି…

ଆୟୁଷ୍ମାନ ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କାର ବୀମା! ସୁଧୁରିବ ଚିକିତ୍ସା ବ୍ୟବସ୍ଥା, ହେବ କି ପରିବର୍ତ୍ତନ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆସନ୍ତା ୨୩ ତାରିଖରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଏହି ବଜେଟରେ ମୋଦୀ ସରକାର ଅନେକ ଲୋକାଭିମୁଖୀ ଯୋଜନାକୁ ଗୁରୁତ୍ୱ ଦେଇପାରନ୍ତି । ବିଶେଷ…

ଶସ୍ତା ହେଲା LPG Gas ସିଲିଣ୍ଡର: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଗ୍ୟାସ୍

ନୂଆଦିଲ୍ଲୀ: ପୁଣିଥରେ ହ୍ରାସ ପାଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ସିଲିଣ୍ଡର ପିଛା ୩୦-୩୧ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଗ୍ୟାସ୍ । ଏହି ଖବର ବର୍ତ୍ତମାନ ଉପଭୋକ୍ତାଙ୍କୁ ବେଶ୍ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ଏହି…

ଘଣ୍ଟ-କାହାଳୀରେ କମ୍ପୁଛି ଶ୍ରୀକ୍ଷେତ୍ର, ବାହାରିଲେ ବଡ଼ ଭାଇ ବଳଭଦ୍ର: ପଛରେ କାଳିଆ

ପୁରୀ: ଆଜି ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ଚତୁର୍ଦ୍ଧାମୂରତୀ । ଭାଇ-ଭଉଣୀଙ୍କୁ ଧରି ମାଉସୀ ମା’ଙ୍କ ଘରକୁ ଅତିଥି ହୋଇ ଯାଉଛନ୍ତି ମହାପ୍ରଭୁ ଜଗନ୍ନାଥ । ବର୍ତ୍ତମାନ ଚତୁର୍ଦ୍ଧାମୁରତୀଙ୍କ ରଥ…

ଗଡ଼ୁନି ରଥ, ବୁଡ଼ିଗଲା ରାସ୍ତା, ଭାସୁଛି ଗାଡ଼ି ମୋଟର… ସାମାନ୍ୟ ବର୍ଷାରେ ଇସ୍କନ୍ ମନ୍ଦିର ରାସ୍ତା ଉବୁଟୁବୁ

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା । ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ମଧ୍ୟାହ୍ନରେ ସାମାନ୍ୟ ବର୍ଷା ହୋଇଛି । କିନ୍ତୁ ଏହି ସାମାନ୍ୟ ବର୍ଷା ଭୁବନେଶ୍ୱରର ଇସ୍କନ୍ ମନ୍ଦିରରେ ସ୍ଥିତି…

Breaking; ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କଲେ ସାଇ ସୁଦର୍ଶନ: ଦ୍ୱିତୀୟ ମ୍ୟାଚ ଜିତିବା ଲକ୍ଷ୍ୟରେ ଶୁଭମନ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ପରାଜୟ ପରେ ଶୁଭମନ ଗିଲ କେଳିଛନ୍ତି ନୂଆ ଚାଲ୍ । ଦ୍ୱିତୀୟ ମ୍ୟାଚରେ ବଦଳି ଯାଇଛି ଟିମ ଇଣ୍ଡିଆ । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଦଳରେ ଏଣ୍ଟ୍ରି କରିଛନ୍ତି ଆଇପିଏଲ ଷ୍ଟାର ସାଇ…