MayFairରେ ବିରାଟ ଦାଣ୍ଡିଆ ରାସ୍: ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ଇଭେଣ୍ଟ

ଭୁବନେଶ୍ୱର: ରାଜଧାନୀର ମଧ୍ୟ ଭାଗରେ ଥିବା ହୋଟେଲ ମେ ଫେୟାରରେ ୬ ଅକ୍ଟୋବରରୁ ୧୩ ପର୍ଯ୍ୟନ୍ତ ବିରାଟ ଦାଣ୍ଡିଆ ରାସ୍ ଆୟୋଜନ ହୋଇଛି ଯାହା । ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ମେ ଫେୟାର ହୋଟେଲର ମ୍ୟାନେଜିଂ ପାର୍ଟନର,…

କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍: ଚନ୍ଦକା ଶିଳ୍ପାଞ୍ଚଳରେ ବଡ଼ ଅଘଟଣ, ୫ ଅଗ୍ନିଶମ ଟିମ୍ ନିୟୋଜିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ । ଶିଭମ କେମିକାଲ୍ସ ନାମକ ଏକ କେମିକାଲ ଫ୍ୟାକ୍ଟ୍ରିରୁ କ୍ଲେରିନ୍ ଗ୍ୟାସ୍ ଲିକ୍ ହେବାରେ ଲାଗିଛି । ଏହି ଗ୍ୟାସ୍ ଲିକ୍ ଆୟତ୍ତ…

କେବେ, କିପରି ହେବ ଆପଣଙ୍କ ମୃତ୍ୟୁ? ଆପଣ ବି ଜାଣି ପାରିବେ ନିଜ ମୃତ୍ୟୁର ରହସ୍ୟ! ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ... ଏ କଥା ଏକଦମ୍ ସତ୍ୟ । ପ୍ରତ୍ୟେକ ପ୍ରାଣୀର ଜନ୍ମ ଅଛି ତ ମୃତ୍ୟୁ ବି ସୁନିଶ୍ଚିତ ହୋଇ ରହିଛି । ହେଲେ ଆମେ କେହି ଜାଣି ନାହାନ୍ତି ଯେ, କେବେ ଏବଂ…

BJP ନା Congress… Exit Pollରେ ଆଗରେ ରହିଛି ଏହି ଦଳ: ହରିୟାଣାରେ କିଏ ଗଢିବ ସରକାର? କାହା ସପକ୍ଷରେ ଜନତା?

ଓଡ଼ିଶା ଭାସ୍କର: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇସାରିଛି । ବର୍ତ୍ତମାନ ଏଗଜିଟ ପୋଲ୍ ଉପରେ ରହିଛି ସମସ୍ତଙ୍କ ନଜର । ଜନତାଙ୍କ ମତଦାନ ପରେ ବର୍ତ୍ତମାନ ଭୋଟ ବାକ୍ସରେ ବନ୍ଦ ରହିଛଇ ପ୍ରାର୍ଥୀଙ୍କ…

ଜେଲରେ କଏଦୀଙ୍କୁ ମିଳିବ ବିରିୟାନୀ-ପଲଉ… ଖାଇବା ଆଇଟମରେ ହେଲା ପରିବର୍ତ୍ତନ, ମିଳିଲା ଦୁର୍ଗାପୂଜା ଭେଟି

ଓଡ଼ିଶା ଭାସ୍କର: ଏଣିକି କଏଦୀମାନେ ମଧ୍ୟ ଜେଲରେ ବିରିୟାନୀ ଖାଇପାରିବେ । ଏ ନେଇ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଜେଲରେ ଥାଇ ମଧ୍ୟ ନବରାତ୍ରୀ ଉପଭୋଗ କରିପାରିବେ କଏଦୀ । ଶାରଦୀୟ ନବରାତ୍ରୀ ଉପଲକ୍ଷେ…

କିଏ ହେବ ଅଭିଷେକଙ୍କ Partner? ଓପନରଙ୍କ ବିନା ଖେଳିବ Team India! ଚୟନ ପ୍ରକିୟାକୁ ନେଇ ପ୍ରଶ୍ନ

ଓଡ଼ିଶା ଭାସ୍କର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଟି-୨୦ ସିରିଜ । ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆର ଚୟନ ପ୍ରକିୟାକୁ ନେଇ ଉଠିଛି ପ୍ରଶ୍ନ । ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ…

ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ: ରାଗିଯିବେ ମା’ ଦୁର୍ଗା, ପରିବାରରେ ଆସିପାରେ ଝଡ଼

ଓଡ଼ିଆ ଭାସ୍କର: ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଦଶଭୂଜା ଦେବୀ ମା…

ରାଜଧାନୀରେ ଟମାଟୋ କେଜି ୧୦୦ ଟଙ୍କା: ୨୪ ଘଣ୍ଟାରେ ବଢିଲା ୨୦ ଟଙ୍କା 

ଓଡ଼ିଶା ଭାସ୍କର: ରାଜଧାନୀରେ ଟମାଟୋ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ବର୍ତ୍ତମାନ ଟମାଟୋ ମୂଲ୍ୟ ୧୦୦ ଟଙ୍କା ପାର କରିଛି । ଯାହାକୁ ନେଇ ଅସାନ୍ତାଷ ଜାହିର କରିଛନ୍ତି ଗ୍ରାହକ । ମାତ୍ର ୨୪ ଘଣ୍ଟା ଭିତରେ…

ହରିୟାଣା ନିର୍ବାଚନରେ ହିଂସା: ପାର୍ଟି ସମର୍ଥକଙ୍କ ମଧ୍ୟରେ ଲଢେଇ, ମତଦାନ ବେଳେ ଅଶାନ୍ତି

ହରିୟାଣା: ଆଜି ସାରା ହରିୟାଣା ନିର୍ବାଚନରେ ମତଦାନ ଜାରି ରହିଛି । ରାଜ୍ୟର ମୋଟ ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଜନତା । ତେବେ ଏହା ଭିତରେ ହରିୟାଣାର ଏକାଧିକ ମତଦାନ କେନ୍ଦ୍ରରେ ହିଂସା ଦେଖିବାକୁ ମିଳିଛି ।…

World Cup ଏମିତି କେବେ ଜିତି ପାରିବନି ମହିଳା ଦଳ…. ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ କରିଦେଲା ଏମିତି ଭୁଲ

ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ବିଶ୍ୱକପର ପ୍ରଥମ ମ୍ୟାଚରେ ହିଁ ଖରାପ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…