(Video) ଗୋଡ଼ରେ ପ୍ଲାଷ୍ଟର, Wheel Chairରେ ମେଡିକାଲରୁ ଫେରିଲେ Hero No.1

ମୁମ୍ବାଇ: ଗୁଳିକାଣ୍ଡର ୩ ଦିନ ପରେ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବଲିଉଡର ହିରୋ ନମ୍ବର ୧ । ଗୋଡ଼ର ସର୍ଜରୀ ପରେ ଆଜି ପରିବାର ଲୋକଙ୍କ ସହ ସେ ଘରକୁ ଫେରିଛନ୍ତି । ହସ୍ପିଟାଲ ପରିସରରେ ତାଙ୍କୁ ଦେଖିବାକୁ ମିଳିଛି ।…

(Video) ଗଛରେ ଗଛରେ ମା ଅମ୍ବିକା… ୮ ହଜାର ଗଛରେ ନିର୍ମାଣ ହୋଇଛି ଦେବୀ ଦୁର୍ଗାଙ୍କ ପ୍ରତିମା

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ନବ ଦିନାତ୍ମକ ପୂଜା । ଆଜିଠାରୁ ୯ ଦିନ ପର୍ଯ୍ୟନ୍ତ ନବ ରୂପରେ ପୂଜା ପାଇବେ ମା ମହିଷାମର୍ଦ୍ଦିନୀ । ସେଥିପାଇଁ ପୁରପଲ୍ଲୀ କମ୍ପି ଉଠୁଛି । ମା’ଙ୍କ ଆଗମନରେ ହସି ଉଠିଛି…

ଯୁବପିଢୀଙ୍କୁ ମୋଦୀଙ୍କ ଦଶହରା ଭେଟି, ମିଳିବ ୬୬,୦୦୦ ଟଙ୍କା: ଆରମ୍ଭ ହେଲା PM Internship Scheme

ନୂଆଦିଲ୍ଲୀ: ଦଶହରା ପରି ପର୍ବରେ ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କୁ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ଯୁବକ-ଯୁବତୀଙ୍କୁ ବିକାଶ ଏବଂ କୌଶଳକୁ ପରିମାର୍ଜିତ କରିବା ପାଇଁ ସରକାର ଏକ ନୂଆ ଯୋଜନା…

କ’ଣ ରହିଛି ନବରାତ୍ରୀର ମହତ୍ତ୍ୱ? କାହିଁକି ପାଳନ ହୁଏ ଏହି ପର୍ବ? ଜାଣନ୍ତୁ କାରଣ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଦଶଭୂଜା ଦେବୀ ମା…

Release ହେଲା “ଖୋକା ଭାଇ ତୁମ ପାଇଁ” ର Trailor: ଓଡ଼ିଆ ସିନେମା-ଦର୍ଶକଙ୍କ ପାଖକୁ ଫେରିବେ ଅକ୍ଷୟ ମହାନ୍ତି…

ଓଡ଼ିଶା ଭାସ୍କର:  ଓଡ଼ିଆ ଚଳଚ୍ଚିତ୍ର "ଖୋକା ଭାଇ ତମ ପାଇଁ"ର ଟ୍ରେଲର ଗୁରୁବାର ରାଜଧାନୀର ଏକ ତାରକା ହୋଟେଲରେ ରିଲିଜ ହୋଇଯାଇଛି । ପୂର୍ବରୁ ତରଙ୍ଗ ମ୍ୟୁଜିକ ପ୍ଲାଟଫର୍ମରେ ରିଲିଜ ହୋଇଥିବା ଗୀତ ଗୁଡ଼ିକ ବହୁତ ଲୋକାଦୃତ…

ଦୀର୍ଘ ଦଶନ୍ଧି ପରେ ବାଂଲାଦେଶର ବିଜୟ: ଟି-୨୦ ବିଶ୍ୱକପରେ ସ୍କଟଲାଣ୍ଡକୁ ପରାସ୍ତ କଲା ବାଂଲାଦେଶ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମହିଳା ଟି-୨୦ ବିଶ୍ୱକପ ମହାସମର । ପ୍ରଥମ ମ୍ୟାଚରେ ଆୟୋଜକ ଦଳ ବାଂଲାଦେଶ ଏବଂ ନବାଗତ ଦଳ ସ୍କଟଲାଣ୍ଡ ବିପକ୍ଷରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ସ୍କଟଲାଣ୍ଡକୁ…

ଅଧିନାୟକ ପଦକୁ ବାଏ ବାଏ… ଦଳର ନେତୃତ୍ୱ ନେବ କିଏ? ଏହି ଖେଳାଳିଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ଅଦିନାୟକ ବାବର ଆଜମ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୀମିତ ଓଭର କ୍ରିକେଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବାବର । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନେତୃତ୍ୱ ଛାଡ଼ିବା…

ଦଶମ-ଷଷ୍ଠ ପାସ୍ ପିଲାଙ୍କୁ ମିଳିବ ସରକାରୀ ଚାକିରି: ୩ ହଜାରରୁ ଅଧିକ ପଦବୀରେ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ସାରା ଦେଶରେ ବେରୋଜଗାରୀ ସମସ୍ୟା ଖୁବ ଚର୍ଚ୍ଚାର ବିଷୟ ରହିଛି । ଶିକ୍ଷିତଙ୍କ ହାର ଅନୁସାରେ ନିଯୁକ୍ତିର ହାର ଯଥେଷ୍ଟ କମ୍ ରହିଛି । ଫଳରେ ଅଧିକାଂଶ ପିଲା ଶିକ୍ଷା ପରେ ଯୋଗ୍ୟତା ଅନୁଯାୟୀ ଚାକିରି ପାଇବା…

ନବାରାତ୍ରୀରେ ଏହିସବୁ ଖାଦ୍ୟ ହୋଇଥାଏ ବାରଣ: କିନ୍ତୁ କାହିଁକି? ଜାଣନ୍ତୁ ପୌରାଣିକ କାହାଣୀ

ଓଡ଼ିଶା ଭାସ୍କର: ଦୁର୍ଗତିନାଶିନୀ ମା ଦୁର୍ଗା । ଚଳିତ ବର୍ଷ ପୂଜା ପାଇଁ ଅତି ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରି ରହିଛନ୍ତି । ଦଶଭୂଜା ଦେବୀ ମା ଦୂର୍ଗାଙ୍କ ନବରାତ୍ରି ଆଜିଠାରୁ ଆରମ୍ଭ ହୋଇଛି । ଏହି ପର୍ବକୁ ସମଗ୍ର…

ଆଜିଠୁ ଆରମ୍ଭ ହେବ ‘ବିଶ୍ୱଯୁଦ୍ଧ’, ବାଜିଲା ବିଗୁଲ… ପ୍ରଥମ ଦିନରେ ଏସିଆର ୩ ଦେଶ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ସବୁ ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଆଜିଠାରୁ ଆରମ୍ଭ ହେଉଛି କ୍ରିକେଟ ମଇଦାନର ‘ବିଶ୍ୱଯୁଦ୍ଧ’ । ଗୋଟିଏ ମଞ୍ଚରେ ଟ୍ରଫି ପାଇଁ ୧୦ଟି ଟିମ୍ ମଧ୍ୟରେ ଆରମ୍ଭ ହେବ ଘମାଘୋଟ ଲଢେଇ । ରାଜନୈତିକ ସମସ୍ୟା…