Relience Jioର ଦୁର୍ଗାପୂଜା ଅଫର୍: ମାତ୍ର ୧୦ ଟଙ୍କାରେ Daily 2 GB ଡାଟା, ଅନଲିମିଟେଡ୍ କଲିଙ୍ଗ ସୁବିଧା

ଓଡ଼ିଶା ଭାସ୍କର: ଭାରତର ଲୋକପ୍ରିୟ ଟେଲିକମ୍ କମ୍ପାନୀ ଜିଓ ବର୍ତ୍ତମାନ ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ ଦେଉଛି । ଏବେ କମ୍ପାନୀ ଗ୍ରାହକଙ୍କୁ ଦୁର୍ଗାପୂଜା ଅବସରରେ ଏକ ଦମଦାର ଅଫର ପ୍ରଦାନ କରିଛି । ଖୁବ କମ୍…

ବାଜିବନି DJ, ଫୁଟିବନି ବାଣ: କଟକରେ ପୂଜା ବେଳେ Fire Gunକୁ ବି ବାରଣ

କଟକ: ପୂଜା ପାର୍ବଣ ସମୟରେ ସୁରକ୍ଷା ଉପରେ ଖୁବ ଦୃଷ୍ଟି ଦେଇଛନ୍ତି ସରକାର । ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଝଲସି ଉଠିଲାଣି ସିଲଭର ସିଟି କଟକ । ତେବେ ଦଶହରାରେ କଟକର ଚମକକୁ ଟିକେ ଫିକା କରିବ ସରକାରଙ୍କ କଡ଼ା…

ଗାଡ଼ି ଚାଳକଙ୍କୁ ଝଟକା, କାଲିଠୁ ବଢିବ Toll Tax: କିଲୋମିଟର ପ୍ରତି ଦେବାକୁ ହେବ ଏତିକି ଟଙ୍କା

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଗାଡ଼ି ଚାଳକ ମାନଙ୍କୁ ଲାଗିବ ଶକ୍ତ ଝଟକା । ଯାତାୟତ ପାଇଁ ବୃଦ୍ଧି ପାଇବ ଟୋଲ ଟାକ୍ସ । ଏଣିକି ଏକ୍ସପ୍ରେସ-ୱେରେ ଯିବା ଆସିବା ହୋଇଯିବ ଆହୁରି ମହଙ୍ଗା । ଆସନ୍ତାକାଲି ବର୍ଷର ଦଶମ ମାସ…

ଆଜି Last date… କାଲିଠାରୁ ବଦଳିଯିବ ଏହିସବୁ ନିୟମ! October ପହିଲାରୁ ନୂଆ ନିୟମ ଲାଗୁ

ଓଡ଼ିଶା ଭାସ୍କର: ଆଜି ସେପ୍ଟେମ୍ବର ମାସର ଶେଷ ଦିନ । ରାତି ପାହିଲେ ଆରମ୍ଭ ହୋଇଯିବ ବର୍ଷର ଦଶମ ମାସ ଅକ୍ଟୋବର । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ…

ଆସୁଛି ନବରାତ୍ରୀ, କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବେ? ପ୍ରସନ୍ନ ହେବେ ମା’ ଦୁର୍ଗା

ଓଡ଼ିଶା ଭାସ୍କର: ନବବ୍ରତ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଯେଉଁଥିରେ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଇଥାଏ। ଏହି ପର୍ବ ସକରାତ୍ମକ ଶକ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ। ଅକ୍ଟୋବର ୨୦୨୩ ର ଶୁକ୍ଳ ପକ୍ଷର…

All The Best… ଦଳିତ ଛାତ୍ରଙ୍କୁ IIT ଆଡମିସନ୍ ପାଇଁ ମିଳିଲା ଅନୁମତି: ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୁହାଯାଏ ସଚ୍ଚୋଟ ବ୍ୟକ୍ତିର କଷ୍ଟ ଏବଂ ପରିଶ୍ରମ କେବେ ବୃଥା ଯାଏନି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ଦଳିତ ଛାତ୍ର ଅତୁଲ କୁମାର । ତାଙ୍କର ପାଠ ପଢିବାର ଇଚ୍ଛା ଏବଂ କିଛି କରି ଦେଖାଇବାର…

Test ନା T20… ଟେଷ୍ଟ ଫର୍ମାଟରେ T-20 ଖେଳୁଛି ଟିମ ଇଣ୍ଡିଆ: ବାଂଲାଦେଶ ଦେଖିଲା ରୋହିତ ସେନାର ରୌଦ୍ର ରୂପ

ନୂଆଦିଲ୍ଲୀ: କାନପୁର ଟେଷ୍ଟରେ ବାଂଲାଦେଶୀ ବୋଲରଙ୍କ ଉପରେ ଭାରତୀୟ ବ୍ୟାଟର ବୃଷ୍ଟିପାତ କରିଛନ୍ତି । ପ୍ରଥମ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରି ୫୨ ରନ ଅଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ, ଯଶସ୍ୱୀ,…

ପାଇପ୍ ଭିତରେ ଲାଖି ରହିଗଲେ ଯୁବକ: ଶ୍ୱଶୁରଘର ଗାଁ କେନାଲରେ ଗାଧୋଇବା ବେଳେ ଅଘଟଣ

ବଲାଙ୍ଗୀର: ଶ୍ୱଶୁର ଘର ଗାଁ କେନାଲରେ ଗାଧୋଇବା ଜଣେ ଯୁବକଙ୍କ ଉପରେ ଖୁବ ମହଙ୍ଗା ପଡ଼ିଛି । କେନାଲରେ ଗାଧୋଇବା ବେଳେ ଭାସି ଯାଇଛନ୍ତି ଜଣେ ଯୁବକ । କେନାଲରୁ ଭାସିଯିବା ସହ ଏକ ପାଇପ୍ ଭିତରେ ସେ ଫସି ରହିଥିବା ଜାଣିବାକୁ…

(Video) ବାଂଲାଦେଶ ବିପକ୍ଷରେ ଜାଡେଜାଙ୍କ ‘Triple Century’… ଟେଷ୍ଟ କ୍ରିକେଟରେ ନୂଆ କାରନାମା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦମଦାର ବୋଲିଂ କରିଛି ଟିମ ଇଣ୍ଡିଆ । ୧୦୭-୩ରୁ ଖେଳା ଆରମ୍ଭ କରିଥିବା ବାଂଲାଦେଶ ମାତ୍ର ୨୩୩ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଟିମ ଇଣ୍ଡିଆ…

(Video) ଦ୍ୱିତୀୟ ପର୍ଯ୍ୟାୟରେ କେତେ ମହିଳା ପାଇବେ ‘ସୁଭଦ୍ରା’ ଟଙ୍କା? ଏହିମାନଙ୍କୁ ମିଳିବ ପ୍ରଥମ କିସ୍ତି, ୨ ମହିଳା ହେବେ ସମ୍ମାନିତ

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ତାରିଖ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅକ୍ଟୋବର ୯ ତାରିଖରେ ରାଜ୍ୟର ଆଉ କିଛି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ…