ବ୍ୟାନ୍ ହେଲା Websites: ଆଉ ଦେଖିବାକୁ ମିଳିବନି AADHAAR-PAN କାର୍ଡ ଡାଟା, ସରକାରଙ୍କ ବଡ଼ ଆକ୍ସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସାଇବର କ୍ରାଇମ ରୋକିବା ଦିଗରେ ଖୁବ ତତ୍ପରତା ଦେଖାଇଛନ୍ତି । ବିଭିନ୍ନ ନକଲି ତଥା ସାଇବର ଅପରାଧରେ ଜଡ଼ିତ ୱେବସାଇଟ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର ।…

ଅନଲାଇନରେ Video Sex ଚାଟ କରୁଥିଲେ ସାବଧାନ: କେଇଟା ମୁହୂର୍ତ୍ତରେ ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ସାଇବର ଠକେଇ ପାଇଁ ନୂତନ ଉପାୟ ମାନ ଖୋଜିବାରେ ଲାଗିଛନ୍ତି ସାଇବର ଠକ । ଭିଡିଓ ସେକ୍ସ ଚାଟ କରୁଥିଲେ ମାତ୍ର ମିନିଟକରେ ଆପଣଙ୍କ ଆକାଉଣ୍ଟ ଖାଲି ହେଇଯିବ । ଏପରି ଠକେଇ ରୋକିବା ପାଇଁ ସରକାରଙ୍କ ପକ୍ଷରୁ…

‘Clean Village’ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା: ସ୍କୁଲ ପିଲାଙ୍କ ପ୍ରତିଭା ଖୋଜୁଛି ଆଶ୍ରା-UAC

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି ସମାଜସେବୀ ସଂଗଠନ ଆଶ୍ରା ଫାଉଣ୍ଡେସନ ଓଡିଶା । ଏହି ପରିପ୍ରେକ୍ଷୀରେ ଆଶ୍ରା ଫାଉଣ୍ଡେସନ ଓଡିଶା ଏବଂ ୟୁନିକ୍…

ପ୍ରଦୂଷଣ ରୋକିବ Artificial Rain: ଜାଣନ୍ତୁ କ’ଣ ଏହି ‘କୃତ୍ରିମ ବର୍ଷା’? କେତେ ଟଙ୍କା ହୁଏ ଖର୍ଚ୍ଚ?

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂଆ ସରକାର ଗଠନ ହୋଇଛି । ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବା ପରେ ଆତିଶୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ରାଜ୍ୟର ଶାସନ କ୍ଷମତା ହାତକୁ…

ଚିରା-ଫଟା ପ୍ୟାଣ୍ଟ ପିନ୍ଧିଲେ ହୋଇପାରେ ଜେଲ! Ripped Jeans ଉପରେ ବ୍ୟାନ୍, ନ ମାନିଲେ ଭୟଙ୍କର ପରିଣାମ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ଷ୍ଟାଇଲ ଏବଂ ଫ୍ୟାସନ୍ ଖୁବ ବଦଳି ଯାଇଛି । ନୂଆ ଷ୍ଟାଇଲ ଏବଂ ନୂଆ ଡିଜାଇନର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଆଜିର ଯୁବପିଢୀ । ସବୁଠୁ ବେଶୀ ଲୋକପ୍ରିୟ ହୋଇଛି…

ସାରି ଦିଅନ୍ତୁ ସବୁ ବାକି କାମ, ଅକ୍ଟୋବରରେ ଏତିକି ଦିନ ଖୋଲିବନି ବ୍ୟାଙ୍କ: Holiday List ଜାରି କଲେ ସରକାର

ଓଡ଼ିଶା ଭାସ୍କର: ଆଉ ୩ ଦିନ ପରେ ଆରମ୍ଭ ହେବ ଅକ୍ଟୋବର, ଶେଷ ହୋଇଯିବ ସେପ୍ଟେମ୍ବର ମାସ । ଏହି ମାସରେ ଅନେକ ପର୍ବପର୍ବାଣୀ ପାଳନ କରାଯିବ । ତେଣୁ ଗାନ୍ଧୀ ଜୟନ୍ତୀ ଏବଂ ଦୁର୍ଗାପୂଜା ଭଳି ବିଭିନ୍ନ ପର୍ବ ପାଇଁ ଅନେକ ଦିନ…

ବଡ଼ ଘୋଷଣା, ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା: ୪୭ ଲକ୍ଷ ମହିଳା ହେବେ ଉପକୃତ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ…

ବଦଳୁଛି ଓଡ଼ିଶା ଶାସନର ରୂପରେଖ: ଶାସନ ଏବଂ ବିକାଶଧାରାର ନୂଆ ପରିଚୟ ମୁଖ୍ୟମନ୍ତ୍ରୀ ମୋହନ…

ଓଡ଼ିଶା ଭାସ୍କର: ଓଡ଼ିଆ ଭାଷା, ସଂସ୍କୃତି ଏବଂ ପରମ୍ପରା ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବିକାଶ ଧାରାରେ ଯାତ୍ରା ଆରମ୍ଭ କରିଛି । ଏକ ନୂଆ ଓଡ଼ିଶା ଏବଂ ବିକାଶର ଏକ ନୂଆ ସ୍ୱପ୍ନ ଧରି ଆଗେଇ ଚାଲିଛନ୍ତି ଓଡ଼ିଶାର…

(Video) କାନପୁର ଟେଷ୍ଟରେ ବିରାଟ ଅଘଟଣ! ବାଂଲାଦେଶ ଫ୍ୟାନଙ୍କୁ ନିର୍ଦ୍ଧୁମ ମାଡ଼, ଅଚେତ୍ ହୋଇଗଲେ ଯୁବକ

ନୂଆଦିଲ୍ଲୀ: ଆଜିଠାରୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ।…

ପିତୃପକ୍ଷରେ ବ୍ରାହ୍ମଣଙ୍କୁ ଦାନରେ ଲୁଣ ଦେବା ଜରୁରୀ, କାହିଁକି? ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ବାସ୍ତୁ ଶାସ୍ତ୍ର ମଧ୍ୟ ସାମିଲ ଅଛି । ତେବେ ଏହି ଶାସ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଥିବା ସମସ୍ୟା କେଉଁ କାରଣ ପାଇଁ ହେଉଛି ଏବଂ ଘରର…