fbpx

ପ୍ରଧାନମନ୍ତ୍ରୀ-VVIPଙ୍କ ପାଇଁ ରାସ୍ତା ଖାଲି, ଅନ୍ୟମାନଙ୍କ ପାଇଁ କାହିଁକି ନୁହେଁ? ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: VVIP ମୁଭମେଣ୍ଟକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଯଦି ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅତି ବିଶିଷ୍ଟ ବ୍ୟକ୍ତି ଯିବା ସମୟରେ ରାସ୍ତା ଏବଂ ଫୁଟପାଥ୍ ଗୋଟିଏ ଦିନ ପାଇଁ ଖାଲି…

(Video) ଗ୍ରାହକଙ୍କ ପାଇଁ ଖୁସି ଖବର: ୨୦ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ! କେବେଠୁ ଲାଗୁ ହେବ ନୂଆ ରେଟ୍?

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଜିନିଷରେ ଦରବୃଦ୍ଧି ନେଇ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି । ଶାଗ-ମାଛରୁ ଆରମ୍ଭ କରି ଅଧିକାଂଶ ଜିନିଷର ଦରଦାମ୍ ବୃଦ୍ଧି ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି । ବିଶେଷ କରି…

India’s tour of Zimbabwe; ଶୁଭମନ ଗିଲଙ୍କୁ ମିଳିଲା ଅଧିନାୟକ ପଦ: ଜିମ୍ବାୱେ ବିପକ୍ଷ ଡେବ୍ୟୁ କରିବେ ୪ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ବିଶ୍ୱକପ ପରେ ଜିମ୍ବାୱେ ଗସ୍ତରେ ଯିବ ଟିମ ଇଣ୍ଡିଆ । ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । ଏହି ସିରିଜ ପାଇଁ ବର୍ତ୍ତମାନ ୧୫ ଜଣିଆ ଦଳ ଗୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏଥିରେ…

ସାଥ୍ ଦେବନି BJD… ରାଜ୍ୟସଭାରେ ସରକାରଙ୍କୁ ସପୋର୍ଟ କରିବନି ବିଜେଡି: ନବୀନ ଦେଲେ ରଣହୁଙ୍କାର

ଓଡ଼ିଶା ଭାସ୍କର: ଓଡ଼ିଶାରେ ବଦଳିଯାଇଛି ରାଜନୀତିର ମାନଚିତ୍ର । ବଦଳିଛି ସରକାର, ବଦଳିଛନ୍ତି ମୁଖ୍ୟମନ୍ତ୍ରୀ ଆଉ ବଦଳିଯାଇଛି ଶାସନ କରିବାର ଫର୍ମୁଲା । ଏହାସହିତ ବଦଳି ଯାଇଛି ସମ୍ପର୍କ ଏବଂ ମାନସିକତା । ଗତବର୍ଷ ସଂସଦ…

ଭାରତ-ଇଂଲଣ୍ଡ ଖେଳିବେ ବିଶ୍ୱକପ ସେମି ଫାଇନାଲ! ଦେଖନ୍ତୁ କ’ଣ ରହିପାରେ ସମୀକରଣ

ଓଡ଼ିଶା ଭାସ୍କର: ଟି-୨୦ବିଶ୍ୱକପ ସେମି ଫାଇନାଲ ପାଇଁ ୨ଟି ଦଳ ନିଶ୍ଚିତ ହୋଇସାରିଛି । ଗ୍ରୁପ-୨ରୁ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ବର୍ତ୍ତମାନ ଗ୍ରୁପ-୧ରୁ କେଉଁ ୨ଟି ଦଳ ଯିବେ…

ସବୁଜିମାରେ ଭରିଯିବ ଦେଶର ରାଜରାସ୍ତା: MiyaWaki Plantation ଟେକନିକରେ ଗଛ ଲଗାଇବ ଏନଏଚଏଆଇ

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଗତ କିଛି ଦିନରୁ ପ୍ରବଳ ତାତି ଏବଂ ଅସହ୍ୟ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇବା ପାଇଁ ଗୋଟିଏ ବି ସ୍ଥାନ ଖୋଜି ପାଉନାହାନ୍ତି ସ୍ଥାନୀୟ ଲୋକେ ।…

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍: ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ସରକାର

ଭୁବନେଶ୍ୱର: ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ରଥଯାତ୍ରା ସମୟରେ ପୁରୀକୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ନୂଆ…

ପୃଥିବୀ ପାଇଁ ବଡ଼ ବିପଦ! ୧୨ଜୁଲାଇ ୨୦୩୮ରେ ହେବ ମହାପ୍ରଳୟ: ଡରାଉଛି ନାସାର ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସାର ଏକ ରିପୋର୍ଟକୁ ନେଇ ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ୧୪ ବର୍ଷ ପରେ ପୃଥିବୀ ପାଇଁ ଏକ ବଡ଼ ବିପଦ ଆସିବ ବୋଲି କହୁଛି ନାସା । ୨୦୩୮ ମସିହା ଜୁଲାଇ ୧୨ ତାରିଖରେ…

୮ମ ପାସ୍ ପିଲାଙ୍କୁ ମିଳିବ ସରକାରୀ ଚାକିରି: Central Bank of Indiaରେ ବଡ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କରେ ନିଯୁକ୍ତି ପାଇବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଏଥିପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ବିଭାଗରେ ଅନେକ ପଦବୀ ପାଇଁ…

ଟି-୨୦ ବିଶ୍ୱକପରେ ବିଶ୍ୱ ରେକର୍ଡ କଲେ ଶାକିବ: ପ୍ରଥମ ବୋଲର ଭାବରେ ସୃଷ୍ଟି କଲେ ଇତିହାସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ତେବେ ସୁପର-୮ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୫୦ ରନରେ ମାତ୍ ଦେଇଛି ରୋହିତ ସେନା । ଉପ-ଅଧିନାୟକ…