ସରିଛି ଆର୍ଥିକ ସଂକଟ, ଚାଲିଛି ମତଦାନ… ପ୍ରାୟ ୭୫% ଜନତାଙ୍କ ଭୋଟିଙ୍ଗ, ମତଗଣନା ଜାରି

କଲମ୍ବୋ: ଶ୍ରୀଲଙ୍କାରେ ସନ୍ଧ୍ୟା ୪ଟାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା । ଦେଶର ପ୍ରାୟ ୧.୭ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୭୫% ଭୋଟର ନୂଆ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କରିଛନ୍ତି । ତେବେ ବର୍ତ୍ତମାନ…

କିଏ ହେବ ଧନୀ, କିଏ ଗରିବ? ପାଦର ଚିହ୍ନରୁ ଜାଣିହେବ ଭବିଷ୍ୟତ: ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର

ଓଡ଼ିଶା ଭାସ୍କର: ମଣିଷର ହାତ, ଗୋଡ଼, ମୁହଁ, ଆଖି, ନାକର ଆକାରକୁ ଜ୍ୟୋତିଷ ଶାସ୍ତ୍ରରେ ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ମିଳିଥାଏ । ତେବେ ପାଦରୁ ମଧ୍ୟ ଜଣଙ୍କ ବିଷୟରେ ଅନେକ ତଥ୍ୟ ଜାଣି ହୋଇଥାଏ । ପାଦରେ ଥିବା ଏପରି…

(Video) ସାବଧାନ୍! ଏହି ଭୁଲ ଥିଲେ ମିଳିବନି ସୁଭଦ୍ରା ଟଙ୍କା: ରେଜିଷ୍ଟ୍ରେସନ୍ ସମୟରେ ରୁହନ୍ତୁ ସତର୍କ…

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ରାଜ୍ୟର ୨୫ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି । କିନ୍ତୁ ଆହୁରି ଲକ୍ଷ ଲକ୍ଷ ମହିଳା ଏବେ ବି ‘ସୁଭଦ୍ରା’ ଟଙ୍କାକୁ ଅପେକ୍ଷା କରି ରହିଛନ୍ତି ।…

(Video) ‘କମଲି କମଲି…’ର ନୂଆ Version… ହଷ୍ଟେଲ ଭିତରେ Sexy Dance କଲେ ଦୁଇ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ-ଗଜବ କାରନାମା ଅନେକ ସମୟରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଅନେକ ସମୟରେ ଯୁବତୀମାନଙ୍କ ଡାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପି ଯାଇଥାଏ । କିନ୍ତୁ…

IPL-2025 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି: କେଉଁ ଦଳରୁ ଖେଳିବେ ଋଷଭ ପନ୍ତ? ସ୍ପଷ୍ଟ କଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପୁଣିଥରେ ମେଗା ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପୂର୍ବରୁ ରିଟେନସନ୍ ପଲିସିକୁ ଅପେକ୍ଷା କରି ରହିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ବିସିସିଆଇ ରିଟେନସନ ପଲିସି ଘୋଷଣା କରିବା…

(Video) ସବୁଠି ବିରାଜିତ ଜଗନ୍ନାଥ! ଟମାଟୋରେ ଦିଶିଲା ପତିତପାବନ ଶ୍ରୀମୁଖ… ଚକା ଆଖିକୁ ଦେଖି ଭାବବିହ୍ୱଳ ଭକ୍ତ

ଓଡ଼ିଶା ଭାସ୍କର: ଅତ୍ର, ତତ୍ର, ସର୍ବତ୍ର ବିରାଜିତ ପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱାସରେ ମିଳନ୍ତି ଭଗବାନ । କୁହାଯାଏ, ସତ୍ ମନରେ ଡାକିଲେ ଦର୍ଶନ ଦିଅନ୍ତି ଭାବଗ୍ରାହୀ କାଳିଆ ଠାକୁର । ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର…

ସରିଯାଉଛି ୧୦-୨୦-୫୦ ଟଙ୍କିଆ ନୋଟ୍! କାହିଁକି ମିଳୁନି ଟଙ୍କା? ଅର୍ଥମନ୍ତ୍ରୀଙ୍କୁ ସାଂସଦଙ୍କ ଚିଠି

ଓଡ଼ିଶା ଭାସ୍କର: ମାର୍କେଟରେ ଲଗାତାର ୧୦, ୨୦ ଏବଂ ୫୦ ଟଙ୍କିଆ ନୋଟ୍ କମ୍ ପଡ଼ୁଥିବା ଅଭିଯୋଗ ହେଉଛି । ଏ ନେଇ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜାରରେ ନୋଟ୍ ଅଭାବ ବର୍ତ୍ତମାନ ଏହା ଏକ ଚିନ୍ତାର…

Jio କୁ ଝଟକା ଦେଲା Airtel! ଲଞ୍ଚ୍ ହେଲା ୨୬ ଟଙ୍କିଆ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ: ଜାଣନ୍ତୁ ଫାଇଦା

ଓଡ଼ିଶା ଭାସ୍କର: ବର୍ତ୍ତମାନ ରିଲାଏନ୍ସ ଜିଓ ପରେ ଭାରତର ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ହେଉଛି ଏୟାରଟେଲ । ଉଭୟ କମ୍ପାନୀ ମଧ୍ୟରେ ଲଗାତାର ପ୍ରତିଯୋଗିତା ଦେଖିବାକୁ ମିଳିଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ…

ପିତୃପକ୍ଷରେ ଜନ୍ମ ନେଇଛି କି ଆପଣଙ୍କ ଶିଶୁ? ଜାଣନ୍ତୁ କିପରି ହୋଇଥାଏ ଏହି ପିଲାଙ୍କ ଭାଗ୍ୟ ଭବିଷ୍ୟ-ସ୍ୱଭାବ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଥିବା ପ୍ରଥା ପରମ୍ପରାର ଭିନ୍ନ ଭିନ୍ନ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ୱିନ ମାସ ଅମାବାସ୍ୟା…

(Video) Comeback ମ୍ୟାଚରେ ଋଷଭଙ୍କ ଦମଦାର ଶତକ: M.S Dhoniଙ୍କୁ ପଛରେ ପକାଇଲେ ପନ୍ତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ କରୁଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ପ୍ରାୟ ୨ ବର୍ଷ ପରେ ଇଣ୍ଡିଆନ୍ ଟେଷ୍ଟ କ୍ରିକେଟରେ ଶତକ ସହ ଋଷଭ ଏକ ଗ୍ରାଣ୍ଡ ଏଣ୍ଟ୍ରି କରିଛନ୍ତି । ପ୍ରଥମ…