ଅଜବ Traffic Rule… କାରରେ ଧୂଳି ଜମିଛି କି? ବାହାରକୁ ଗଲେ କଟିବ ଚାଲାଣ, ଜାଣି ରଖନ୍ତୁ ନିୟମ

ନୂଆଦିଲ୍ଲୀ: ଅନେକ ସମୟରେ ଗାଡ଼ି ଚାଳକଙ୍କ ପାଇଁ ନୂଆ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥାଏ । ତେବେ ଗାଡ଼ିରେ ମଇଳା ଜମିଲେ ମଧ୍ୟ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିବ । ପ୍ରକୃତ କଥା ହେଉଛି, ୟୁନାଇଟେଡ ଅରବ ଅମୀରାତର ଦୁବାଇ…

ଛାତ୍ରଛାତ୍ରୀଙ୍କୁ ଖୁସି ଖବର, ଆରମ୍ଭ ହେଲା ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା: ଡ୍ରପ୍ ଆଉଟ୍ ରୋକିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ଯୋଗାଇ ଦିଆଯିବ । ରାଜ୍ୟରେ ଡ୍ରପ୍ ଆଉଟ୍ ସମସ୍ୟା…

TV Serialରୁ ମିଳିଲା ହତ୍ୟାର ଫର୍ମୁଲା: ଗଙ୍ଗାଜଳ ଦେଇ ଜୀବନ ନେଇଗଲା ତାନ୍ତ୍ରିକ

ନୂଆଦିଲ୍ଲୀ: ମଣିଷର ମୃତ୍ୟୁ ସମୟରେ ଗଙ୍ଗାଜଳ ଦେଲେ ଆତ୍ମା ଶାନ୍ତି ପାଏ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ଏହି ଗଙ୍ଗାଜଳ ହିଁ ସାଜିଛି ମୃତ୍ୟୁର କାରଣ । ଟିଭି ସିରିଏଲରୁ ମର୍ଡର ଫର୍ମୁଲା ପାଇ ୨ ଜଣଙ୍କୁ ହତ୍ୟା…

କୋଳରେ ଲାପଟପ୍ ବ୍ୟବହାର କରୁଛନ୍ତି କି? ଭୟଙ୍କର ହେବ ଏମିତି ଅଭ୍ୟାସ, ଭବିଷ୍ୟତରେ ହୋଇପାରେ ବଡ଼ ସମସ୍ୟା

ଓଡ଼ିଶା ଭାସ୍କର: ଦୀର୍ଘ ସମୟ ଧରି ନିଜ କୋଳରେ ଲାପଟପ୍ ରଖି ଅଫିସ୍ ହେଉ ବା ନିଜସ୍ୱ କାମ କରିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ଧ ରି ଘରେ ବେଡରେ ବସି ଆରାମରେ…

(Video) Captain ବୁମରାହଙ୍କ ନାଁରେ ବଲ୍ ଟାମ୍ପରିଙ୍ଗ ଅଭିଯୋଗ: ଜୋତାରୁ ବାହାରିଲା ସ୍ୟାଣ୍ଡ ପେପର!

ନୂଆଦିଲ୍ଲୀ: ସିଡନୀ ଟେଷ୍ଟରେ ଭାରତର ଅଧିନାୟକ ଜଶପ୍ରୀତ ବୁମରାହଙ୍କୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ମ୍ୟାଚରେ ବଲ୍ ଟାମ୍ପରିଙ୍ଗ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଅଷ୍ଟ୍ରେଲିଆକୁ ହରାଇବା ପାଇଁ ବଲ୍…

Panic Attack କାହିଁକି ହୁଏ? ମନେ ରଖନ୍ତୁ ଏହିସବୁ ଉପଚାର, ଦୂରେଇ ଯିବ ଭୟଙ୍କର ରୋଗ

ଓଡ଼ିଶା ଭାସ୍କର: ସମସ୍ତଙ୍କ ଜୀବନରେ କିଛି ନା କିଛି ଚିନ୍ତା, ଚାପ, ଦୁଃଖ ଆଦି ରହିଥାଏ । ଅନେକ ଲୋକ ଅତ୍ୟଧିକ ଚାପ ଏବଂ ଚିନ୍ତା କାରଣରୁ ଭୟଭିତ ହୋଇଯାଆନ୍ତି । ଯେଉଁ କାରଣରୁ ସେମାନଙ୍କୁ ଏକ ପ୍ରକାର ଆଟାକ୍ ଆସିଥାଏ ,…

Social Media ଉପରେ ଲାଗିଲା ବ୍ୟାନ… ମେଟା ଆଣିଲା ନୂଆ ନିୟମ, ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆ ନିଶାରେ ଏବେ ଲାଗିବ ରୋକ । ଏଥିରୁ ବ୍ୟାପୁଥିବା ବିଭିନ୍ନ ସମସ୍ୟାରୁ ଦୂରେଇ ରକିବାକୁ ବଡ଼ ନିଷ୍ପତ୍ତି ନେଇଛି ମେଟା । ଫେସବୁକ, ଇନଷ୍ଟାଗ୍ରାମ ଏବଂ ସ୍ନାପ୍ ଚାଟ୍ ଭଳି ବିଭିନ୍ନ ସୋସିଆଲ…

ନୂଆ ODI Captain ବାଛିବ ଟିମ ଇଣ୍ଡିଆ! ଟେଷ୍ଟ ପରେ ଦିନିକିଆରୁ ବାଦ୍ ପଡ଼ିବେ ରୋହିତ: କାହାକୁ ମିଳିବ ଦାୟିତ୍ୱ?

ନୂଆଦିଲ୍ଲୀ: ଖରାପ ଫର୍ମ ଏବଂ ଲଗାତାର ସିରିଜ ପରାଜୟ ଏବେ ରୋହିତଙ୍କ କ୍ୟାରିୟର ଉପରେ ପ୍ରଶ୍ନ ଉଠାଇଛି । ଖୁବଶୀଘ୍ର ତାଙ୍କ ବିକଳ୍ପ ଖୋଜିପାରେ ଟିମ ଇଣ୍ଡିଆ । ଟି-୨୦ ଏବଂ ଟେଷ୍ଟ ପରେ ଦିନିକିଆରେ ମଧ୍ୟ ରୋହିତଙ୍କ…

ବାଇଗଣ ଖାଇଲେ ହୋଇଥାଏ ଏହିସବୁ ସମସ୍ୟା: ଜାଣନ୍ତୁ କେଉଁମାନଙ୍କୁ ମନା ଏହି ପରିବା

ଓଡ଼ିଶା ଭାସ୍କର: ବାଇଗଣ ଏପରି ଏକ ପରିବା, ଯାହାକି ସବୁ ଋତୁରେ ବଜାରରେ ଉପଲବ୍ଧ ରହିଥାଏ । ଶୀତ ଦିନେ ବାଇଗଣ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଏପରି କିଛି ପୋଷକ ତତ୍ତ୍ୱ ରହିଛି, ଯାହାକି ଅନ୍ୟ ପନିପରିବାରେ…

Smart Watch ପିନ୍ଧୁଥିଲେ ସାବଧାନ୍… ହୋଇପାରେ ମାରାତ୍ମକ ରୋଗ, ଜୀବନ ନେବ ଏହି ଅଭ୍ୟାସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସ୍ମାର୍ଟ ୱାଚ୍ ଅଧିକାଂଶ ଲୋକଙ୍କ ପସନ୍ଦ ପାଲଟିଛି । ପ୍ରତ୍ୟେକ ଦିନ ଏହାକୁ ବ୍ୟବହାର କରୁଛନ୍ତି ଆଜିର ଯୁବପିଢୀ । କିନ୍ତୁ ଏହି ସ୍ମାର୍ଟ ୱାଚ୍ ବିଭିନ୍ନ ପ୍ରକାରର ବିପଦର କାରଣ…