ସାବଧାନ! ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ତ୍ରାହି ନାହିଁ: ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷା ଆଶଙ୍କା

ଓଡ଼ିଶା ଭାସ୍କର: ଓଡ଼ିଶାରେ ସକ୍ରିୟ ହୋଇଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି । ବିଶେଷ କରି ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ…

୧୭ ତାରିଖରେ ବିଶ୍ୱବିଦ୍ୟାଳୟ ମଧ୍ୟ ଛୁଟି: ସୁଭଦ୍ରାର ଶୁଭାରମ୍ଭ ପାଇଁ ଖୋଲିବନି ସ୍କୁଲ-କଲେଜ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ମହିଳା ବିକାଶଭିମୁଖୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି ୧୭…

(Video) ଆପଣଙ୍କ ଖାତାକୁ ଆସିନି ‘ସୁଭଦ୍ରା’ର ୧ ଟଙ୍କା? ଯୋଜନା ଟଙ୍କା ମିଳିବ କି ନାହିଁ? ଜାଣନ୍ତୁ କ’ଣ କହୁଛନ୍ତି ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାରେ ରାଜ୍ୟର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ସରକାର । ଏହି ଟଙ୍କା ପଠାଇବା ପୂର୍ବରୁ ସରକାର ଏକ ଟ୍ରାଏଲ ରନ୍ ମଧ୍ୟ କରିଛନ୍ତି । କିଛି…

‘ରାସ୍ତାରେ ମରି ଶୋଇଥିଲେ ଯୁବକ’… ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ, ଜାଣନ୍ତୁ ପୁରା ମାମଲା

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶରୁ ଏଭଳି ଏକ ମାମଲା ଆସିଛି, ଯାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇଦେବ । ରାସ୍ତା ମଝିରେ ମୃତ ଅବସ୍ଥାରେ ଶୋଇ ରହିଥିଲେ ଜଣେ ଯୁବକ । କିନ୍ତୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ବିଶ୍ୱକର୍ମା ପୂଜାରେ କରନ୍ତୁ ନାହିଁ ଏହିସବୁ ଭୁଲ: ବ୍ୟବସାୟରେ ହୁଏନି ଲାଭ, ରୁଷ୍ଟ ହୁଅନ୍ତି ଦେବଶିଳ୍ପୀ

ଓଡ଼ିଶା ଭାସ୍କର: ଦେବଶିଳ୍ପୀ ବିଶ୍ୱକର୍ମା ସମସସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥାଏ । ଆଜିର ବିଶ୍ୱକର୍ମା ଦିବସ ଅବସରରେ ସମଗ୍ର ଦେଶରେ…

ଦଳକୁ ମିଳିଲେ ନୂଆ Captain: ଦିନିକିଆ ଦଳ ପାଇଁ ନୂଆ ଅଧିନାୟକଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦିନିକିଆ ବିଶ୍ୱକପରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କୁ ଦାୟିତ୍ୱରୁ ମୁକ୍ତ କରିବା ସହ ନୂଆ ଅଧିନାୟକ ଚୟନ କରିଛି…

World Cricket ନିକଟରେ ଅଶ୍ୱୀନ: ଏକା ସାଙ୍ଗରେ କରିପାରନ୍ତି ଦୁଇଟି ଶିକାର, ଏବେ ବି No.1

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଶିକାର କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ବିଶ୍ୱର ନମ୍ବର ୧ ବୋଲର ରବିଚନ୍ଦ୍ରନ ଅଶ୍ୱୀନ । ଏହି ଟେଷ୍ଟ ସିରିଜରେ ଅଶ୍ୱୀନ ଏକ ବଡ଼ ଉପଲବ୍ଧି ହାସଲ କରିପାରନ୍ତି । ବିଶ୍ବ ଟେଷ୍ଟ…

ପିତୃପକ୍ଷ ସମୟରେ ଦାନ କରନ୍ତୁ ନାହିଁ ଏହିସବୁ ଜିନିଷ: ରୋଷ କରନ୍ତି ପିତୃପୁରୁଷ, ଦୂର ହେବନି ପିତୃଦୋଷ

ଓଡ଼ିଶା ଭାସ୍କର: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଏହାପ୍ରାୟ ୧୬ ଦିନ ଅର୍ଥାତ୍ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରହିବ । ତେବେ ଏହି ପିତୃପକ୍ଷର ମହତ୍ତ୍ୱ…

UPI Systemରେ ହେବ ବଡ଼ ପରିବର୍ତ୍ତନ: ଆସନ୍ତା ସପ୍ତାହରୁ ବଦଳିଯିବ ଏହି ନିୟମ, ଜାଣନ୍ତୁ କିପରି ମିଳିବ ଲାଭ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ଏକ…

ବାଂଲାଦେଶ ବିପକ୍ଷରେ ବାଦ୍ ପଡ଼ିବେ ଶୁଭମନ୍: ଟିମ ଇଣ୍ଡିଆକୁ ଫେରିବେ ଇଶାନ୍ କିଶାନ୍!

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ୍ ଗିଲଙ୍କ ପାଇଁ ଆସିଛି ଏକ ଅଶୁଭ ଖବର । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ପ୍ରମୁଖ ଖେଳାଳି ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ଟି-୨୦ ସିରିଜରୁ ବାଦ୍ ପଡ଼ିପାରନ୍ତି…