କେଉଁ ଦିନ ପାଳନ କରିବେ ପବିତ୍ର ବିଶ୍ୱକର୍ମା ପୂଜା? ଜାଣି ରଖନ୍ତୁ ଶୁଭ ତିଥି ଓ ମୁହୂର୍ତ୍ତ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ବିଶ୍ୱକର୍ମା ଜୟନ୍ତୀର ବେଶ୍ ମହତ୍ତ୍ୱ ରହିଛି । ଏହା ଏକ ଧାର୍ମିକ ପର୍ବ ଭାବରେ ପାଳନ କରାଯାଏ । ପ୍ରତି ବର୍ଷ ବିଶ୍ୱକର୍ମା ଜୟନ୍ତୀ ୧୭ ସେପ୍ଟେମ୍ବରରେ ପାଳନ କରାଯାଏ । ବିଶ୍ୱକର୍ମାଙ୍କୁ…

Checking ବେଳେ ବ୍ୟାଗରେ ହେଲା ବିସ୍ଫୋରଣ: କୋଲକାତାର ରାଜରାସ୍ତାରେ ଧମାକା

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଘଟିଯାଇଛି ଏକ ଭୟଙ୍କର ବିସ୍ଫୋରଣ । ମାମଲାକୁ ନେଇ ସବୁଆଡ଼େ ଆତଙ୍କ ଖେଳିଯାଇଛି । ରାଜଧାନୀ କୋଲକାତାର ରାଜରାସ୍ତା ଏସଏନ ବାନାର୍ଜୀ ରୋଡରେ ଏହି ବିସ୍ଫୋରଣ ଘଟିଛି । ଏହି…

IND vs PAK; ଭାରତ ଆଗରେ ଆଣ୍ଠେଇଲା ପାକିସ୍ତାନ ଟିମ୍: ହିରୋ ସାଜିଲେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଭାରତର ବିଜୟ ଧାରା ଜାରି ରହିଛି । ଆଜି ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ହକି ଟିମକୁ ୨-୧ ଗୋଲରେ ଚକମା ଦେଇଛି ଟିମ ଇଣ୍ଡିଆ । ଅଧିନାୟକ ହରମନପ୍ରୀତ କୌରଙ୍କ ଦମଦାର ପ୍ରଦର୍ଶନ…

କେମିତି ଏବଂ କେବେ ହୋଇଥିଲା ଶ୍ରୀକୃଷ୍ଣଙ୍କ ମୃତ୍ୟୁ? କାହିଁକି ସମୁଦ୍ରରେ ଲୀନ ହୋଇଗଲା ଦ୍ୱାରିକା? ପୁରାଣ କହୁଛି ରହସ୍ୟ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ । ଦେଶର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ଜନ୍ମାଷ୍ଟମୀକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି…

(Video) ଲାଇଭ ଶୋ’ରେ ହାତାହାତି… News Debate ବେଳେ ଅଶୁତୋଷ-ଆନନ୍ଦ କଲେ ମାରପିଟ୍

ନୂଆଦିଲ୍ଲୀ: ଲାଇଭ ଟିଭି ଶୋ’ ବେଳେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଖବର ପ୍ରସାରଣ ବେଳେ ସାମ୍ବାଦିକ ଆଶୁତୋଷ ଏବଂ ବୈଜ୍ଞାନିକ ଆନନ୍ଦ ରଙ୍ଗନାଥନଙ୍କ ମଧ୍ୟରେ ମାରପିଟ ପରିସ୍ଥିତି ଦେଖାଯାଇଛି । ‘Times Now…

Release ହେଲା ନୂଆ ଓଡ଼ିଆ ସିନେମା ‘ଆଭା’… ଜଣେ ଭିନ୍ନକ୍ଷମ ନାରୀର କାହାଣୀ

ଓଡ଼ିଶା ଭାସ୍କର: ନିପଟ ମଫସଲ ଗାଁର ଝିଅ ଆଭା, ଜନ୍ମରୁ ସେ ଭିନ୍ନକ୍ଷମ। କିନ୍ତୁ ମନରେ ଭରି ରହିଥିଲା ସରଳତା ଓ ଆତ୍ମବିଶ୍ୱାସ । ଆଖିରେ କିଛି କରି ଦେଖାଇବାର ସ୍ୱପ୍ନ ତାକୁ ରାତିରେ ଶୋଇବାକୁ ଦେଉନଥାଏ । ସମାଜ ପାଇଁ ଏକ…

କ୍ରିକେଟ ଜଗତରେ ଶୋକର ଛାୟା, ଆଖି ବୁଜିଲେ ଚମ୍ପିଆନ୍ ଦଳର ଭେଟେରାନ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ନେଇ ଆସିଛି ଏକ ଦୁଃଖଦ ଖବର । ଚମ୍ପିଆନ୍ ଦଳ ଅଷ୍ଟ୍ରେଲିଆର ଜଣେ ଷ୍ଟାର କ୍ରିକେଟରଙ୍କ ନିଧନ ବର୍ତ୍ତମାନ କ୍ରିକେଟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଅଷ୍ଟ୍ରେଲିଆ ତଥା ନ୍ୟୁ ସାଉଥ ୱେଲ୍ସର…

Mysterious Stones… ସ୍ୱର୍ଗରୁ ଖସିଛି ଶ୍ରୀକୃଷ୍ଣଙ୍କ ରହସ୍ୟମୟୀ ପଥର! ଆଜି ବି ରହସ୍ୟ ଘେରରେ ରହିଛି କାହାଣୀ

ନୂଆଦିଲ୍ଲୀ: ପୃଥିବୀ ହେଉଛି ରହସ୍ୟର ଗନ୍ତାଘର । ଏଠାରେ ଏପରି ଅନେକ ରହସ୍ୟମୟୀ ଜିନିଷ ରହିଛି ଯାହା ସମ୍ପର୍କରେ ଆଜି ବି ଖୁଲାସା ହୋଇପାରିନି । ଏସବୁ ବିଷୟରେ ଆମେ କେବଳ ପୋଥି ପୁରାଣରେ ହିଁ ପଢ଼ିଛେ । ବେଳେ ଏହିପରି…

ଆସିବ ଟୀକା, ହଟିବ MonkeyPox… ମଙ୍କିପକ୍ସର ପ୍ରଥମ ଟୀକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଆତଙ୍କ ଦେଖାଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଟୀକାକୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ…

ମୋ ଶକ୍ତି ୧୦୦ ଗୁଣ ବଢିଯାଇଛି… ଜେଲ୍ ରୁ ବାହାରି ହୁଙ୍କାର ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ତିହାଡ଼ ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସକାଳେ ଆପ୍ ମୁଖ୍ୟଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ବର୍ତ୍ତମାନ ସେ…